Posted inଜାତୀୟ

ପାକିସ୍ତାନ ଜେଲ୍‌ରେ ଏବେ ବି ୩ ଶହ ୫୫ ଭାରତୀୟ ଧୀବର

ଅମୃତସର,୨୩।୪: ପାକିସ୍ତାନର ବିଭିନ୍ନ ଜେଲ୍‌ରେ ଏବେ ବି ୩ ଶହ ୫୫ ଜଣ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ସାଧାରଣ ନାଗରିକ ରହିଛନ୍ତି। ଅନ୍ୟମାନେ ଧୀବର ବୋଲି କୁହାଯାଉଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବାବେଳେ ପାକିସ୍ତାନ ତଟରକ୍ଷୀ ବାହିନୀଙ୍କ ହାତରେ ଧରା ପଡ଼ିଥିଲେ। ଇତିମଧ୍ୟରେ ପାକିସ୍ତାନ-ଭାରତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପ୍ରୟାସ ଅନ୍ତର୍ଗତ ୩ଶହ ଧୀବର ଘର ବାହୁଡ଼ିଛନ୍ତି। ତୃତୀୟ ପର୍ଯ୍ୟାୟରେ ଗତ ସୋମବାର ଶହେ ଜଣ ଧୀବର ଓ୍ବାଘା ସୀମା ଦେଇ ଭାରତ ଫେରିଛନ୍ତି। ଏହା ପୂର୍ବରୁ ୨ଶହ ଧୀବର ଘର ବାହୁଡ଼ିଥିଲେ। ଏପ୍ରିଲ୍‌ ୨୯ରେ ଏସବୁ ଧୀବର ପାକିସ୍ତାନ ଜେଲ୍‌ରୁ ମୁକୁଳିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରନ୍ତି ଅଧିକ ଟଙ୍କା? ଲିଷ୍ଟରେ ଓଡ଼ିଶାର ସ୍ଥାନ…

ନୂଆଦିଲ୍ଲୀ,୨୩।୧: ଜାନୁଆରୀ 2026 ରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ପଞ୍ଜାବ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ…

ଫେବୃଆରୀ ୧ରେ ହିଁ କାହିଁକି ଆସେ ବଜେଟ୍‌? ଜାଣନ୍ତୁ ତାରିଖ ପଛର ରହସ୍ୟ

ନୂଆଦିଲ୍ଲୀ,୨୩।୧: ଜାତୀୟ ବଜେଟ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅର୍ଥ ମନ୍ତ୍ରଣାଳୟ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ସବୁବେଳେ ପରି, ଏହି ବର୍ଷ ମଧ୍ୟ ଦେଶର…

ଆଜି ରାତି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ୩୦ମିନିଟ୍‌ ପାଇଁ ଚନ୍ଦ୍ର ପାଖକୁ ଆସିଯିବ…

ଆଜି, ଜାନୁଆରୀ ୨୩, ୨୦୨୬, ଚନ୍ଦ୍ର, ଶନି ଏବଂ ନେପଚ୍ୟୁନର ଏକ ଅତ୍ୟନ୍ତ ବିରଳ ତ୍ରିକୋଣୀୟ ସଂଯୋଗ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସୂର୍ଯ୍ୟାସ୍ତ ପରେ, ଅର୍ଦ୍ଧଚନ୍ଦ୍ର…

ସରକାର ଦେବେ ୫୦,୦୦୦ ଟଙ୍କାର କ୍ରେଡିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି’ (PM SVANidhi) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏସବୁ କର୍ମଚାରୀଙ୍କ ବଢ଼ିଲା ଦରମା, ମିଳିବ ମୋଟା ଅଙ୍କର ଏରିଅର

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାର ପ୍ରାୟ ୯୩ ହଜାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସାଧାରଣ ବୀମା କମ୍ପାନୀ, ନାବାର୍ଡ (NABARD)…

ଜନଗଣନା ୨୦୨୬: ପ୍ରଥମ ପର୍ଯ୍ୟାୟରେ ପଚରାଯିବ ୩୩ଟି ପ୍ରଶ୍ନ, ଜାଣନ୍ତୁ କ’ଣ ରହିଛି ତାଲିକାରେ

ନୂଆଦିଲ୍ଲୀ,୨୩।୧: ଭାରତ ସରକାରଙ୍କ ପକ୍ଷରୁ ‘ଜନଗଣନା ୨୦୨୬’ର ପ୍ରଥମ ପର୍ଯ୍ୟାୟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ନିର୍ଦ୍ଦେଶାବଳୀ…

ଜିତିବାର ବଡ଼ ଫର୍ମୁଲା ଦେଲେ ମୋଦି: ଏଣିକି ସବୁ ରାଜ୍ୟରେ ଜିତିବ ଭାଜପା!

ନୂଆଦିଲ୍ଲୀ,୨୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳରେ ନବସୃଜନ ଏବଂ ଉଦ୍ୟୋଗୀତା ହବ ପାଇଁ ଶିଳାନ୍ୟାସ…

ଜେଲ୍‌ରେ ପ୍ରେମରେ ପଡିଲେ ଦୁଇ ଅପରାଧୀ: ବିବାହ ପାଇଁ ମିଳିଲା ପାରୋଲ୍

ଭୁବନେଶ୍ୱର, ୨୩।୧: ରାଜସ୍ଥାନର ଅଲୱର ଜିଲାରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ। କାରାଗାରରେ ସଜା କାଟୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri