Posted inଜାତୀୟ

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତୀୟ ସେନା: ୪ ପାକ୍‌ ସେନା ନିହତ

ପୁଞ୍ଛ,୨୭।୧୨: ଭାରତ ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଏନେଇ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଏଥିରେ ପାକିସ୍ତାନର ୩ଜଣ ସେନା ନିହତ ହୋଇଥିବା ଜଣାପଡ଼ିଛି। ଗୁରୁବାର ରାତିରେ ପୁଞ୍ଛର ରାଜୌରୀ ସେକ୍ଟର ନିକଟସ୍ଥ ଏଲଓସିରେ ହଠାତ୍‌ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ କରିଥିଲେ। ଏଥିସହ ଭାରତୀୟ ସେନାଙ୍କ କ୍ୟାମ୍ପ ଉପରେ ମୋର୍ଟାର ମାଡ଼ ମଧ୍ୟ କରିଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ପାକିସ୍ତାନର କିଛି କ୍ୟାମ୍ପକୁ ଭାରତୀୟ ସେନା ଧ୍ୱଂସବିଧସ୍ତ କରିଥିବା ବେଳେ ସେନାର ଗୁଳିରେ ୩ଜଣ ପାକ୍‌ ସେନା ନିହତ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଳପତିଙ୍କ ନାଁ ବଦଳାଇବ ଭାଜପା କହିବ ‘କୁଳଗୁରୁ’

ଭୋପାଳ,୬ ।୯: ମେଡିକାଲ ଏଜୁକେଶନରେ ବଡ ପରିବର୍ତ୍ତନ ପରେ ଏବେ ମଧ୍ୟ ପ୍ରଦେଶ ସରକାର ଉଚ୍ଚ ଶିକ୍ଷାରେ ବି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହାର...

ରାହୁଲଙ୍କ ଭାଷଣର ପ୍ରତିଲିପି ମାଗିଲେ ଇସି

ନୂଆଦିଲ୍ଲୀ,୧୭ା୧୨(ପି.ଟି.)-ଏକ ନିର୍ବାଚନୀ ସଭାରେ ‘ରେପ୍‌ ଇନ୍‌ ଇଣ୍ଡିଆ’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ପ୍ରତିଲିପି ନିର୍ବାଚନ କମିଶନ (ଇସି) ଝାଡ଼ଖଣ୍ଡ ନିର୍ବାଚନ...

ଏସସିଓ ବୈଠକରେ ଯୋଗ ଦେବାକୁ ସମରକନ୍ଦ ଯିବେ ମୋଦି, ସନ୍ଧ୍ୟାରେ ପୁଟିନଙ୍କ ସହ ହେବ ଦ୍ୱିପାକ୍ଷିକ ବାର୍ତ୍ତା

ନୂଆଦିଲ୍ଲୀ,୧୫ ।୯: ତାସକନ୍ଦର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ୨୦୨୨ରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତାଙ୍କର...

ବିହାର ପରାଜୟକୁ ନେଇ ମହାମେଣ୍ଟରେ ମହାଭାରତ

ପାଟନା,୧୬ ।୧୧: ବିହାରରେ ଗୋଟିଏ ପଟେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଣ୍ଟ ମଧ୍ୟରେ ମହାଭାରତ ଦେଖିବାକୁ ମିଳିଛି...

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୬।୧୦: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୯ରେ କୋଇଲା ବ୍ଲକ...

କୁକୁରଙ୍କ ପାଇଁ ହେବ ଶ୍ମଶାନ: ପୂଜକ କରିବେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୧୨: ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି) କୁକୁରଙ୍କ ପାଇଁ ଏକ ସର୍ବସାଧାରଣ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ...

ଏଭଳି ଦୁଃସାହସ ପାକିସ୍ତାନ ବି କରିବ ନାହିଁ: ରାହୁଲଙ୍କ ମନ୍ତବ୍ୟ ନେଇ ସମ୍ବିତ ପାତ୍ରଙ୍କ କଟାକ୍ଷ…

ନୂଆଦିଲ୍ଲୀ,୪।୩ : ଭାଜପା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଭାଜପା କହିଛି ବିଦେଶରେ ରାହୁଲ ଭାରତ ବିରୁଦ୍ଧରେ କହୁଛନ୍ତି...

ଚାଞ୍ଚଲ୍ୟକର ଖୁଲାସା: ଆଇଏସଆଇ ସମ୍ପର୍କରେ ଥିଲେ ଅମ୍ରିତପାଲ

ଚଣ୍ଡିଗଡ, ୧୯।୩: ଖଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମ୍ରିତପାଲ୍‌ ସିଂଙ୍କ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ସମ୍ପର୍କ ସାମ୍ନାକୁ...

Advertisement
Archives

Model This Week