ପରିବାରେ ଏହାକୁ ମିଶାଇଲେ ଦୂର ହେବ କର୍କଟରୋଗ

ଆମେ ଜାଣିଛେ କର୍କଟ ଏକ ପ୍ରାଣଘାତୀ ରୋଗ। ଏଥିରୁ ରକ୍ଷା ପାଇବା ଶତ ପ୍ରତିଶତ ଗ୍ୟାରେଣ୍ଟି ନ ଥାଏ। ବେଳେବେଳେ ଅସାବଧାନତା ଯୋଗୁ ଏହି ରୋଗ ଆମକୁ କବଳିତ କରିଥାଏ। ଯେମିତି କି ବଜାରରୁ ଆଣୁଥିବା ଫଳ ଓ ପନିପରିବାକୁ ଭଲ ଭାବେ ନ ଧୋଇ ଏହାକୁ ଖାଦ୍ୟରେ ବ୍ୟବହାର କରିବା। କିଛି ଲୋକ ଭାବନ୍ତି ପରିବା ଧୋଇ ସାରିବା ପରେ ମଇଳା ଓ ରାସାୟନିକ ପଦାର୍ଥ ସଫା ହୋଇଯାଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ପାଣିରେ ଯେତେ ଧୋଇଲେ ମଧ୍ୟ ଏଥିରୁ ମଇଳା ଓ ରାସାୟନିକ ପଦାର୍ଥ ଦୂର ହୋଇ ନ ଥାଏ। ଏଥିରେ ଗୋଟିଏ ଚାମଚ ଖାଇବା ସୋଡ଼ା ପକାଇଲେ ହିଁ କର୍କଟ ଭଳି ମାରାତ୍ମକ ରୋଗ ଆମ ପାଖ ମାଡ଼ିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ବଜାରରୁ ଆଣୁଥିବା ଫଳ ଓ ପନିପରିବାରେ ମଇଳା ଓ ରାସାୟନିକ ପଦାର୍ଥ କର୍କଟ ରୋଗର ମୁଖ୍ୟ କାରଣ। ତେଣୁ ଏହାକୁ ପରିଷ୍କାର କରିବା ପାଇଁ ଗୋଟିଏ ଚାମଚ ଖାଇବା ସୋଢ଼ା ପାଣିରେ ମିଶାଇ ଉକ୍ତ ପାଣିରେ ଫଳ ଓ ପନିପରିବା ଧୋଇଲେ କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟରୁ କରନ୍ତୁ ଏହି ୩ କାମ: ସମସ୍ତେ କରିବେ ପସନ୍ଦ

ପ୍ରାୟ ସମସ୍ତଙ୍କୁ ଏହା ପସନ୍ଦ ହୋଇଥାଏ ଯେ ତାଙ୍କୁ କିଏ ପସନ୍ଦ କରୁ, ତାରିଫ କରୁ। ସେ ଘର ହେଉ ଅବା ଅଫିସ। ସମସ୍ତଙ୍କ ମୁହଁରେ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ...

ପିଆଜ ବଢ଼ାଏ ସୌନ୍ଦର୍ଯ୍ୟ: ଏପରି କରନ୍ତୁ ବ୍ୟବହାର

ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ...

ଚାଇନାର ଏହି ଫଳ ରାମବାଣ ଭଳି କାମକରେ

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ...

ଚିଜ୍‌ ଲଲିପପ୍‌

ସ୍ନାକ୍ସରେ ଲଲିପପ୍‌ ସଭିଙ୍କ ପସନ୍ଦ। ଚିଜ୍‌ ଲଲିପପ୍‌ରେ ହଟ୍‌ ଗାର୍ଲିକ୍‌ ସସ୍‌ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି...

ସେଓ ଖିରି

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାରର ଅଧା କିଲୋଗ୍ରାମ ସେଓ, କ୍ଷୀର ୧ ଲିଟର, ଚିନି ୧୦୦ ଗ୍ରାମ୍‌, ଛୋଟ ଛୋଟ କଟା ହୋଇଥିବା କାଜୁ ୨...

ଲେମନ ଗାର୍ଲିକ ଫିଶ୍‌

ସୁଲଭ ଦରରେ ସୁସ୍ବାଦୁ ଖାଦ୍ୟ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍‌ ପରିଚିତ। ତେଣୁ ରାଜ୍ୟ ତଥା ବାହାରୁ ଗଞ୍ଜାମ ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ସହରର...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଅଁଳା ରସ

ହର୍ବାଲ୍‌ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌...

Advertisement
Archives

Model This Week