ପରିବାରକୁ ଜୀବନରୁ ମାରିଦେବାକୁ ଉଦ୍ୟମ: ଭାତରେ ବିଷ ମିଶାଇଲେ ବାପା

ମାଲକାନଗିରି,୧୬।୬(ଡି.ଏନ୍.ଏ.): ବାପା ଭାତରେ ବିଷ ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କାଳିଆନାୟକଗୁଡା ଗାଁରେ। ନିଶାଗ୍ରସ୍ତ ବାପା ନର୍ସିଙ୍ଗ ମାଝି ସୋମବାର ରାତିରେ ଭାତରେ ବିଷ ଦେଇ ପୁରା ପରିବାରକୁ ମାରିବାକୁ ଉଦ୍ୟମ କରିଥିଲେ। ଏହି ଭାତକୁ ତାଙ୍କ ସ୍ତ୍ରୀ, ଭାଇ, ପୁଅ ଏବଂ ଦୁଇ ଝିଅ ଖାଇ ଗୁରୁତର ହୋଇଛନ୍ତି। ଚିକିତ୍ସା ଲାଗି ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଗଡ଼ିଲା ସବୁ ଓଲା, ଉବର

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱରରେ ରବିବାରଠାରୁ କ୍ୟାବ୍‌ ସେବା ପ୍ରଦାନକାରୀ ସଂସ୍ଥା ଓଲା, ଉବରରେ ପଞ୍ଜୀକୃତ ଯାନବାହନ ଚଳାଚଳ ଆରମ୍ଭ କରିଛି। ଏଥିପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି।...

ମାଦ୍ରିସାହିରେ ଜଳସଙ୍କଟ

ମାଥିଲି,୯ା୫(ଡି.ଏନ.ଏ.): ପାଣିମୁନ୍ଦେ ପାଇଁ ଏବେ ଚିନ୍ତାରେ ପଡିଛନ୍ତି ମାଲକାନଗିରି ଜିଲା ମାଥିଲି ବ୍ଲକ ମାଦ୍ରିସାହି ଲୋକେ। ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣା ଭୋଗୁଥିବା ଏହି...

ବ୍ୟବସାୟୀଙ୍କୁ ବାନ୍ଧି ଲୁଟିନେଲେ ୧୮.୫ ଲକ୍ଷ

କଟକ ଅଫିସ,୨୨ା୧୦: କଟକ ଜିଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାର ଅଞ୍ଚଳର ଦୀପ୍ତିରଞ୍ଜନ ପଟ୍ଟନାୟକ ନାମକ ବ୍ୟବସାୟୀଙ୍କ ଘରୁ ଶୁକ୍ରବାର ସକାଳେ ଏକ ବଡଧରଣର...

ପଡ଼ିଗଲେ ହାତୀ ହାବୁଡ଼ରେ

ବାରିପଦା ଅଫିସ,୨୨ା୧୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଆଁସୀ ଗ୍ରାମର ଶମ୍ଭୁଆ...

ଡାକ୍ତରଖାନାରେ ଗଳୁଛି ପାଣି, ନଷ୍ଟ ହେଉଛି ଔଷଧ

ଲାଠିକଟା,୯ା୯(ରାମେଶ୍ବର ଖାଡଙ୍ଗା): ସୁନ୍ଦରଗଡ଼ ଜିଲା ଲାଠିକଟା ପଶୁ ଡାକ୍ତରଖାନା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହା ଆଜବେଷ୍ଟ ଘର ହୋଇଥିବାରୁ ଚାରିଆଡେ ଫାଟି ଆଁ କରିଛି।...

ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଦେବସ୍ନାନ ନିତି ପାଳିତ

ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଭୋର ୫:୩୦ ସମୟରେ ପହଣ୍ଡି...

ଗଞ୍ଜାମରେ ନାମାଙ୍କନପତ୍ର ଦାଖଲ କଲେ ଆଶାୟୀ ପାର୍ଥୀ

ଛତ୍ରପୁର,୧୭।୧(ଡି.ଏନ୍‌.ଏ.):୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲାରେ ଆଜିଠାରୁ ୬୯ ଜିଲା ପରିଷଦ...

ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ

କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ...

Advertisement
Archives

Model This Week