ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି ଦିବାନା ହୋଇଯିବେ। ୧୫ ମେ ଅର୍ଥାତ ବୁଧବାର ତାଙ୍କ ଜନ୍ମଦିନ। ଏପରି ଏକ ଖାସ୍‌ ଦିନରେ ସେ ତାଙ୍କ ଫିଲ୍ମ କ୍ୟାରିଅର  ସମ୍ପର୍କରେ କିଛି କହିଛନ୍ତି। ଏକ ଫିଲ୍ମ ପରଦାରେ ସେ ଏମିତି ସିନ୍‌ କରିଥିଲେ ଯାହାକୁ ନେଇ ଆଜି ମଧ୍ୟ ଅନୁତାପ କରୁଛନ୍ତି। ଇଣ୍ଡଷ୍ଟ୍ରିରେ ସଂଘର୍ଷ କରିଥିବା ମାଧୁରୀ ଏହି ଫିଲ୍ମରେ ଅଭନୟ କରିବାକୁ ହଁ ମାରିଥିଲେ ସିନା; କିନ୍ତୁ ତାଙ୍କଠାରୁ ବୟସରେ ଏତେବର୍ଷ ବଡ଼ ହିରୋଙ୍କ ସହିତ ଅଭିନୟ କରିବାକୁ ଚାହୁଁ ନ ଥିଲେ। ଯାହା ବି ହେଉ ଫିଲ୍ମର ଶୁଟିଂ ହୋଇଥିଲା। ହେଲେ ମାଧୁରୀ ଜାଣି ନ ଥିଲେ ଏହି ଫିଲ୍ମରେ ଏମିତି ସିନ୍‌ ଅଛି ଯାହାକୁ ନେଇ ସେ ଜୀବନସାରା ଅନୁତାପ କରିବେ।

‘ଦୟାବାନ’ଫିଲ୍ମରେ ତାଙ୍କଠାରୁ ବସୟରେ ୨୧ ବର୍ଷ ବଡ଼ ବିନୋଦ ଖାନ୍ନାଙ୍କ ସହିତ ମାଧୁରୀ ଅଭିନୟ କରିଥିଲେ। ସେତେବେଳେ ମାଧୁରୀଙ୍କୁ ୨୧ ବର୍ଷ ହୋଇଥିବାବେଳେ ବିନୋଦଙ୍କୁ ୪୨ ବର୍ଷ। ଫିଲ୍ମରେ ମାଧୁରୀ ଏବଂ ବିନୋଦଙ୍କ ସହିତ କିଛି ଅନ୍ତରଙ୍ଗ ସିନ୍‌ ଥିଲା। ଏହି ସିନ୍‌ ମାଧୁରୀ କେବେ କରିବେ ନାହିଁ ବୋଲି ଫ୍ୟାନମାନେ ନିଶ୍ଚିତ ଥିଲେ। କିନ୍ତୁ ଫିଲ୍ମ ରିଲିଜ ହେବା ପରେ ଏହି ଅନ୍ତରଙ୍ଗ ସିନ୍‌ ସମ୍ପର୍କରେ ମାଧୁରୀଙ୍କୁ ଯେତେବେଳେ ପଚରାଗଲା ସେ କହିଥିଲେ, କିସ୍‌ ସିନ୍‌ କରିବାକୁ ସେ ଆଦୌ ରାଜି ନ ଥିଲେ। ଏପରିକି ଆଜିପର୍ଯ୍ୟନ୍ତ ଏମିତି ବୋଲ୍ଡ ସିନ୍‌ କୌଣସି ଫିଲ୍ମରେ ଦେଇନାହାନ୍ତି। ଯା


Enter your email to get our daily news in your inbox.

All Right Reserved By Dharitri.Com

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ମୁଁ ଅସୁନ୍ଦରୀ…କାହିଁକି ଏମିତି କହିଲେ ଶାହରୁଖଙ୍କ ଝିଅ

ଅଭିନେତା ଶାହରୁଖ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସୁହାନା ଖାନ ଏବେ ଚର୍ଚ୍ଚାରେ। ସେ ଖୁବ୍‌ଶୀଘ୍ର ବାପାଙ୍କ ସହ ପରଦାରେ ଧୂମ୍‌ ମଚାଇବାକୁ ଯାଉଛନ୍ତି। ଆଜିକାଲି ସୁହାନା…

ବଲିଉଡ ଅଭିନେତ୍ରୀଙ୍କ ମାଆଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ

ନୂଆଦିଲ୍ଲୀ,୨।୭: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପରିବାର ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ରବୀନା ଟଣ୍ଡନଙ୍କ ମାଆଙ୍କ…

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ଏହି ଓଡ଼ିଆ ଫିଲ୍ମରେ କରିଛନ୍ତି କଣ୍ଠଦାନ

ମୁମ୍ବାଇ,୧ା୬: ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତର ଖବର ସଙ୍ଗୀତ ଜଗତରେ ଶୋକର…

ବିଜୟଙ୍କୁ ପଛରେ ପକାଇଦେଲେ ତ୍ରିଶା: ଖେଳିଗଲା…

ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ଏବଂ ସୂର୍ଯ୍ୟା ଅଭିନୀତ ଫିଲ୍ମ ‘କରୁପ୍ପୁ’ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଛି। ଫିଲ୍ମ ମୁକ୍ତିଲାଭ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri