ପନିର ଖିରି

ଆବଶ୍ୟକ ସାମଗ୍ରୀ
ଚକଟାଯାଇଥିବା ପନିର – ୧/୨ କପ୍‌,ମିଲ୍କ ମେଡ୍‌ – ୧/୪, କ୍ଷୀର – ୧ଲିଟର, ଚିନି -୨୫୦ ଗ୍ରାମ୍‌, ପେସ୍ତା ବାଦାମ, କିସ୍‌ମିସ୍‌, ଅଳେଇଚ ପାଉଡର।
ପ୍ରସ୍ତୁତି ପ୍ରଣାଳୀ
ପନିର ଖିରି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସ୍‌ ଅନ୍‌ କରି ପ୍ୟାନ୍‌କୁ ଗରମ କରନ୍ତୁ। ଏବେ ଏଥିରେ ପନିରକୁ ପକାନ୍ତୁ। ତୁରନ୍ତ ଏଥିରେ କ୍ଷୀର ମିଶାନ୍ତୁ। ଯେପରି ଗୋଟା ଗୋଟା ହୋଇ ନ ରହିବ ସେଥିଲାଗି ୫-୬ ମିନିଟ୍‌ ପର୍ଯ୍ୟନ୍ତ ଲଗାତର ଗୋଳାନ୍ତୁ। ଚିନି ପକାନ୍ତୁ। ଏବେ ଏହି ମିଶ୍ରଣରେ ମିଲ୍କ ମେଡ୍‌ ମିଶାଇ ୩-୪ ମିନିଟ୍‌ ପର୍ଯ୍ୟନ୍ତ ଗୋଳାନ୍ତୁ। ଅଳେଇଚ ପାଉଡର, କିସ୍‌ମିସ୍‌ ଏବଂ ବାଦାମ ମିଶାନ୍ତୁ। ଅନ୍ୟ ଡ୍ରାଏ ଫ୍ରୁଟ୍‌ସ ଗାର୍ନିସ କରି ପକାନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ଖିରି। ଗରମ ଗରମ କିମ୍ବା ଆପଣ ଚାହିଁଲେ ଫ୍ରିଜ୍‌ରେ ରଖି ଥଣ୍ଡା କରି ଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ...

ରିଫି୍ରିଜିଂ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ଆଜିକାଲି ଖାଦ୍ୟକୁ ସଂରକ୍ଷିତ କରି ରଖିବାର ଅନେକ ପ୍ରକାର ଉପାୟ ରହିଛି। ଆମେ ରାନ୍ଧିଥିବା ଖାଦ୍ୟ ବଳି ପଡ଼ିଲେ ତାହାକୁ ରେଫ୍ରିଜରେଟରରେ ରଖିଦେଇଥାଉ। ପରବର୍ତ୍ତୀ ସମୟରେ...

ବିଟ୍‌ରୁଟ୍‌ ମୋଦକ

ବିଟ୍‌ରୁଟ୍‌ ମୋଦକ ଆବଶ୍ୟକ ସାମଗ୍ରୀ: ୨ କପ୍‌ ବେସନ, ୨ ଟେବଲ୍‌ ସ୍ପୁନ୍‌ ରାଓ୍ବା/ସୁଜି, ୨ଟି ସିଝା ବିଟ୍‌ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍‌ ବିଟ୍‌ରୁଟ୍‌...

ସୁସ୍ଥ ହାର୍ଟ ପାଇଁ..

ହୃତ୍‌ପିଣ୍ଡ(ହାର୍ଟ) ସୁସ୍ଥ ରହିଲେ ଆମେ ନୀରୋଗ ରହିବା। କିନ୍ତୁ କେତେକ କାରଣରୁ ହାର୍ଟ ପ୍ରଭାବିତ ହେବା ଦ୍ୱାରା ଆମେ ହୃଦ୍‌ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ...

କର୍ମଜୀବୀ ମହିଳା ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ। ଏ କଥା ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏସବୁ ସମ୍ଭବ ହୋଇ...

ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ କରନ୍ତୁ ମାଲିସ୍‌ …

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ପାଦରେ ମଏଶ୍ଚର ମାଲିସ କଲେ ସୁଫଳ ମିଳିଥାଏ। ସୋରିଷ...

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌

ଅଦା ଜୁସ୍‌ ଶରୀର ପାଇଁ ବେଶ୍‌ ଲାଭଦାୟକ। ବିଶେଷ କରି ସକାଳୁ ଅଦା ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଅଦା ଜୁସ୍‌ରେ ଥିବା ଅନେକ...

ଶୁଷ୍କ ତ୍ୱଚାକୁ କରନ୍ତୁନି ଅଣଦେଖା

ଶୀତଦିନେ ଅନେକଙ୍କଠାରେ ଶୁଷ୍କ ତ୍ୱଚା ସମସ୍ୟା ଦେଖିବାକୁ ମିଳିଥାଏ। ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି। ଯଦ୍ଦ୍ବାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *