ନୂଆ ଅଫିସ୍‌କୁ ଯାଉଥିଲେ…

ନୂଆ ଅଫିସ୍‌ରେ ଯୋଗ ଦେଉଥିଲେ ସେଠାକାର ମାହୋଲ୍‌ରେ ଆଡ୍‌ଜଷ୍ଟ୍‌ କରିବାକୁ ପଡିଥାଏ। ଯଦି ଆପଣ କୌଣସି ଅଫିସ୍‌ରେ ଯୋଗ ଦେଉଛନ୍ତି, ତେବେ ଜାଣି ରଖନ୍ତୁ କିଛି ଟିପ୍ସ…
ପହଞ୍ଚିବା ପରେ ସହକର୍ମୀଙ୍କୁ ପ୍ରଥମେ ଗୁଡ୍‌ ମର୍ନିଂ କିମ୍ବା ହାଲୋ ବୋଲି ସମ୍ବୋଧନ କରନ୍ତୁ। ଯଦି ଏପରି ନ କହି ସିଧାସଳଖ ଆପଣଙ୍କ ସିଟ୍‌ରେ ବସି କାମ କରୁଛନ୍ତି ତେବେ ଅନ୍ୟ କର୍ମଚାରୀମାନେ ଭାବିବେ ଆପଣ ବ୍ୟବହାର ଜାଣିନାହାନ୍ତି।
ନେଇ ହୁଏତ ଆପଣଙ୍କୁ ଅଫିସ୍‌ରେ କୌଣସି ଏକ ଭଲ ପୋଷ୍ଟ୍‌ ମିଳିଥାଇ ପାରେ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଅନ୍ୟ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ। ଅନ୍ୟମାନେ ପ୍ରଥମେ କଥାବାର୍ତ୍ତା କରନ୍ତୁ ବା ନ କରନ୍ତୁ ଆପଣ ସେମାନଙ୍କ ସହ କଥାବାର୍ତ୍ତା କଲେ ଆପଣଙ୍କର ସମ୍ମାନ ବଢ଼ିବ।
ନୀତି ନିୟମକୁ ମାନନ୍ତୁ। ସେଠାକାର ମାହୋଲ୍‌କୁ ଦେଖି ନିଜକୁ ଆଡ୍‌ଜଷ୍ଟ୍‌ କରିବା ଶିଖନ୍ତୁ।
ଆପଣ ଥିବା ଅଫିସ୍‌ ଏବଂ ନୂଆ ଅଫିସ୍‌ର ସୁବିଧା ଅସୁବିଧାକୁ ତୁଳନା କରନ୍ତୁ ନାହିଁ। ଏପରି କଲେ ମ୍ୟାନେଜ୍‌ମେଣ୍ଟ୍‌ଙ୍କୁ ଲାଗିବ କି ଆପଣ କର୍ମଚାରୀମାନଙ୍କୁ କୁଶିକ୍ଷା ଦେଉଛନ୍ତି ଏବଂ ଆପଣଙ୍କ ଜବ୍‌ ପ୍ରତି ବି ସମସ୍ୟା ଆସିପାରେ।
ପ୍ରତି ବିଶ୍ୱସ୍ତ ରୁହନ୍ତୁ। ଥରେ ଯଦି ଆପଣ ମ୍ୟାନେଜ୍‌ମେଣ୍ଟ୍‌ଠାରୁ ବିଶ୍ୱାସ ହରାଇଲେ ତେବେ ଏହାକୁ ପୁନର୍ବାର ଫେରାଇପାରିବେ ନାହିଁ।
ଅନ୍ୟମାନଙ୍କ କଥାରେ ପଡି କୌଣସି କର୍ମଚାରୀଙ୍କ ପ୍ରତି ଭୁଲ୍‌ ପଦକ୍ଷେପ ନିଅନ୍ତୁ ନାହିଁ। ଏପରି କଲେ ସେ ହୁଏତ ଆପଣଙ୍କ ପ୍ରତି କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି।
ଅଯଥା ଗପଠାରୁ ଦୂରେଇ ରଖି ନିଜ କାମରେ ମନୋନିବେଶ କରନ୍ତୁ। ଚୁଗୁଲି କିମ୍ବା ପର ଚର୍ଚ୍ଚା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ…

Extremely Severe Alert: ଆପଣଙ୍କ ଫୋନରେ ଖୁବ ଜୋରରେ ଶବ୍ଦ ସହ ଆସିଥିଲା କି ଆଲର୍ଟ? ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୧।୬; ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ ହଠାତ ‘ଅତ୍ୟନ୍ତ ଗମ୍ଭୀର ସତର୍କତା’ ଲେଖାଥିବା ଏକ ପପ-ଅପ ମେସେଜ ଝଲସି ଉଠେ, ଏବଂ ତା ସହିତ ଏକ ଜୋରରେ…

ଅବୁଜବାହାଲ ପଥର କ୍ୱାରୀରୁ ସସ୍‌ପେନସନ ଆଦେଶ ପ୍ରତ୍ୟାହାର କଲା ଖଣିବିଭାଗ, ରଖିଲା ଏମିତି ସର୍ତ୍ତ

କର୍ଲାମୁଣ୍ଡା, ୧୧।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲଠାରେ ଥିବା ପଥର କ୍ୱାରୀ -୨ ଉପରେ ଖଣି ବିଭାଗ ଗତ ତା…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ରଜ ଖୁସିକୁ ଦ୍ୱିଗୁଣିତ କଲେ ଆଇପିଓ ଆକର୍ଷ ରଞ୍ଜନ; ବାଳାଶ୍ରମ ଶିଶୁଙ୍କୁ ମଲକୁ ନେଇ ନୂଆ ପୋଷାକ କିଣାଇଲେ…

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୧୧।୬: ରଜ ପର୍ବର ଆଗମନ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ସୃଷ୍ଟି କରିଛନ୍ତି ଆଇପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri