ନିର୍ବାଚନ ପାଇଁ ସିଆରପିଏଫ୍‌ର ଫ୍ଲାଗମାର୍ଚ୍ଚ

ବାଲେଶ୍ୱର/ଜଳେଶ୍ୱର, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ସହରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସିଆର୍‌ପିଏଫ୍‌ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ୪ ସେକ୍ସନ୍‌ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ପୋଲିସ ଲାଇନ ପଡ଼ିଆରୁ ଫ୍ଲାଗମାର୍ଚ୍ଚ କରି ସହର ପରିକ୍ରମା କରିଥିଲେ।

ସେହିପରି ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ୨ ସେକ୍ସନ୍‌ ସିଆର୍‌ପିଏଫ୍‌କୁ ନେଇ ଜଳେଶ୍ୱର ପୋଲିସ ଫ୍ଲାଗ ମାର୍ଚ୍ଚ କରାଇଛି। ଜଳେଶ୍ୱର ଥାନା ଏଏସ୍‌ଆଇ ସତ୍ୟନାରାୟଣ ବଳ ଉକ୍ତ ଫୋର୍ସକୁ ନେଇ ସହରର ଥାନାବଜାର, ବଡ଼ବଜାର, ପଞ୍ଚୁଘଣ୍ଟା, ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ, ବିରିଶପୁର, ଲକ୍ଷ୍ମଣନାଥ, ଗୋବରଘାଟା ପଞ୍ଚାୟତର ଗୋବରଘାଟା, ଅଗ୍ରୱାଲା ଛକ, ଚନ୍ଦନା ଇତ୍ୟାଦି ୧୦ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଇଛନ୍ତି। ପ୍ରଥମେ ଏହି ଫ୍ଲାଗମାର୍ଚ୍ଚକୁ ଦେଖି ଗାଁ ଗହଳିର ଜନସାଧାରଣ ବିଶେଷ କରି ମହିଳାମାନେ ଭୟଭୀତ ହୋଇପଡିଥିଲେ। ପରେ ଏହାର ଉଦ୍ଦେଶ୍ୟ ଜାଣିବା ପରେ ଜନସାଧାରଣ ଏହାକୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ବାପା

ନୀଳଗିରି,୧୫ା୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା କେପି ଲାଖରାଜ ପଞ୍ଚାୟତର ଚଣ୍ଡୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଚିନ୍ତାରେ ଗୋଟିଏ ପରିବାରର...

ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…

ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍‌ ପଛରେ ସ୍କୁଟିଟି ପିଟି ହୋଇଯିବାରୁ...

ବାପାଙ୍କୁ ହତ୍ୟା କରି ପୋତି ଦେଇଥିଲା ପୁଅ: ୨୩ ଦିନ ପରେ ଧରିଲା ପୋଲିସ

ସିମୁଳିଆ,୧୧।୭(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଅଞ୍ଚଳର ପିତୃହତ୍ୟାକାରୀ ପୁଅ ରମେଶ ଚନ୍ଦ୍ର ବେହେରାକୁ ୨୩ଦିନ ପରେ ପୋଲିସ...

ବର୍ଷା ଅଭାବରୁ ପଡିପାରୁନି ତଳି: ବିଲରେ ଚରୁଛନ୍ତି ଗୋରୁ

ଜଳେଶ୍ୱର, ୧୦।୭(ରବିନାରାୟଣ ପାତ୍ର): ଚଳିତବର୍ଷ ଅଭାବୀ ବର୍ଷା ଯୋଗୁ ଖରିଫ ଧାନଚାଷ ଆଗେଇ ପାରିନାହିଁ। ଗତ ୩ମାସରେ ୭୩୪ ମି.ମି. ବର୍ଷା ହେବାକୁ ଥିବା ବେଳେ...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ ଲକ୍ଷ ଲୁଟି ନେଲେ

ଖଇରା,୯।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧିନ ବର୍ତ୍ତନାସ୍ଥିତ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବନ୍ଧୁକ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଲୁଟି ନିଆଯିବା...

ସ୍କୁଲକୁ ଯାଉଥିବା ବେଳେ ପିଟିଦେଲା ଟ୍ରାକ୍ଟର, ଛିଟିକି ପଡ଼ି ଆଖି ବୁଜିଲେ ଛାତ୍ରୀ

ବାଲେଶ୍ୱର ଅଫିସ,୯।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ମହାବଳ ଛକରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଲେଜ ଯାଉଥିବା ଜଣେ ଛାତ୍ରୀଙ୍କୁ...

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ବର ଅଫିସ୍‌,୯।୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ବାହାନଗା ନିକଟ ସୋର ଥାନା ଦାଣ୍ଡହରିପୁର ରେଳ ଫାଟକର ଅନତି ଦୂରରେ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ଜୀବନ...

ବନ୍ଧୁକ ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍‌

ବସ୍ତା,୯।୭(ଡି.ଏନ.ଏ): ବସ୍ତା ଷ୍ଟେସନ ନିକଟରେ ବନ୍ଧୁକରେ ଗୁଳି ଫୁଟାଇ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କଠାରୁ ଦୁଇ ଦୁବୃତ୍ତର୍ର୍ ୫୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri