ନିର୍ବାଚନ ପାଇଁ ସିଆରପିଏଫ୍‌ର ଫ୍ଲାଗମାର୍ଚ୍ଚ

ବାଲେଶ୍ୱର/ଜଳେଶ୍ୱର, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ସହରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସିଆର୍‌ପିଏଫ୍‌ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ୪ ସେକ୍ସନ୍‌ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ପୋଲିସ ଲାଇନ ପଡ଼ିଆରୁ ଫ୍ଲାଗମାର୍ଚ୍ଚ କରି ସହର ପରିକ୍ରମା କରିଥିଲେ।

ସେହିପରି ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ୨ ସେକ୍ସନ୍‌ ସିଆର୍‌ପିଏଫ୍‌କୁ ନେଇ ଜଳେଶ୍ୱର ପୋଲିସ ଫ୍ଲାଗ ମାର୍ଚ୍ଚ କରାଇଛି। ଜଳେଶ୍ୱର ଥାନା ଏଏସ୍‌ଆଇ ସତ୍ୟନାରାୟଣ ବଳ ଉକ୍ତ ଫୋର୍ସକୁ ନେଇ ସହରର ଥାନାବଜାର, ବଡ଼ବଜାର, ପଞ୍ଚୁଘଣ୍ଟା, ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ, ବିରିଶପୁର, ଲକ୍ଷ୍ମଣନାଥ, ଗୋବରଘାଟା ପଞ୍ଚାୟତର ଗୋବରଘାଟା, ଅଗ୍ରୱାଲା ଛକ, ଚନ୍ଦନା ଇତ୍ୟାଦି ୧୦ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଇଛନ୍ତି। ପ୍ରଥମେ ଏହି ଫ୍ଲାଗମାର୍ଚ୍ଚକୁ ଦେଖି ଗାଁ ଗହଳିର ଜନସାଧାରଣ ବିଶେଷ କରି ମହିଳାମାନେ ଭୟଭୀତ ହୋଇପଡିଥିଲେ। ପରେ ଏହାର ଉଦ୍ଦେଶ୍ୟ ଜାଣିବା ପରେ ଜନସାଧାରଣ ଏହାକୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ,୨୫ା୧୨:ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଏବଂ ବାଣିଜ୍ୟ ମେଳା ‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ଅଣୁ, କ୍ଷୁଦ୍ର...

ମହାନାଳ ସଫେଇ କାର୍ଯ୍ୟ ତଦାରଖ

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସହରରେ ମହାନାଳ ସମେତ ବିଭିନ୍ନ ନାଳଗୁଡିକ ପୋତି ହୋଇଯାଇଥିବାରୁ ବର୍ଷା ହେବାମାତ୍ରେ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ। ଏହାକୁ ନେଇ...

ରେଳଧାରଣା ପାର୍‌ ହୋଇ ଗାଁରେ ପଶିଲା ହାତୀ: ଦେଢ଼ ଘଣ୍ଟା ଟ୍ରେନ୍‌ ଚଳାଚଳ ବନ୍ଦ

ରୂପସା, ୨୬।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଗଡ଼ପଦା ପଞ୍ଚାୟତକୁ ଶୁକ୍ରବାର ରାତିରେ ଏକ ଦନ୍ତା ହାତୀ ପଶି ଆସି ତାଣ୍ଡବ ରଚିଛି। ହାତୀଟି ବାରମ୍ବାର...

ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା ନ ହେଲେ ଚକାବନ୍ଦ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ରାଜ୍ୟ ସରକାରଙ୍କ ପରିବହନ ଶ୍ରମିକଙ୍କ ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରି ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ପକ୍ଷରୁ...

ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ...

ଭିଣେଇ ଘରକୁ ଯାଇ ନିଖୋଜ ଥିଲେ: ପୋଖରୀରେ ମୃତଦେହ ଭାସୁଥିବାକୁ ନେଇ ସନ୍ଦେହ

ବାଲେଶ୍ୱର ଅଫିସ,୧୨।୮- ବାଲେଶ୍ବର ଚାନ୍ଦିପୁର ଥାନା ଝାମ୍ପୁରା ଛକ ପେଟ୍ରୋଲପମ୍ପ ନିକଟରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ନିଳଗିରିର...

ଭିଜିଲାନ୍ସ ଜାଲରେ କୋଟିପତି କିରାଣି: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍‌ ମଣ୍ଟୁଙ୍କ ବାସ ଭବନ...

ବାତ୍ୟା ପରେ ବନ୍ୟା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ

ବାଲେଶ୍ୱର ଅଫିସ,୨୮ା୫: ବାତ୍ୟା ‘ୟାସ୍‌’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର...

Advertisement
Archives

Model This Week