ଧକ୍‌ ଧକ୍‌ ଗର୍ଲ ୫୨ ବର୍ଷରେ କଲେ ପଦାର୍ପଣ

ମୁମ୍ବାଇ, ୧୫।୫: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌ ବୁଧବାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମେ ୧୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୮୪ରେ ଫିଲ୍ମ ଅବୋଧରେ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ନିଜ ଡ୍ର଼୍ୟାନ୍ସ ପାଇଁ ବେଶ୍‌ ପ୍ରସିଦ୍ଧି ହାସଲ କରିଥିଲେ। ସେ ଏଥିରେ ୮ ବର୍ଷ ଧରି ଟ୍ରେନିଂ ମଧ୍ୟ ନେଇଥିଲେ। ଏକ ଦୋ ତିନ୍‌… ଗୀତରେ ମାଧୁରୀଙ୍କ ଡ୍ୟାନ୍ସ ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଥିଲା। ଏହା ତାଙ୍କ ପଛରେ ଫିଲ୍ମ ନିର୍ମାତାଙ୍କ ଲମ୍ବା ଲାଇନ୍‌ ଲାଗିଯାଇଥିଲା। ୧୯୯୯ରେ ମାଧୁରୀ ଡାକ୍ତର ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଖୁବ୍‌ ଉତ୍ସାହିତ କିର୍ତ୍ତି

ମୁମ୍ବାଇ: ସାଉଥ୍‌ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କିର୍ତ୍ତି ସୁରେଶ। ଏବେ ସେ ବଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ...

ଅଭିନେତ୍ରୀ ହୋଇ ନ ଥିଲେ..

ଅଭିନୟ କରିବା ପୂର୍ବରୁ ଅନେକ କଳାକାର ଅନ୍ୟ ବିଷୟରେ ନିଜକୁ ପରିଚିତ କରାଇ ସାରିଥାଆନ୍ତି। କ୍ରିତି ସାନନ୍‌ ବା ସେଥିରୁ ବାଦ୍‌ ପଡ଼ନ୍ତେ କିପରି ?...

ଅଭିନେତ୍ରୀ ଶେଫାଳୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ : କରୋନାରେ ଆକ୍ରାନ୍ତ ଥିବା ଏଥିରେ ସୂଚନା

ମୁମ୍ବାଇ : ହଲିଉଡ୍‌ ପରେ ଏବେ ବଲିଉଡ୍‌ରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପୂର୍ବରୁ ଅଭିନେତ୍ରୀ କନିକା କପୁର ଏବଂ ପ୍ରଯୋଜକ କରୀମ...

ପିଜାପ୍ରିୟ ପରିଣିତି

ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ...

‘କୁମ୍‌କୁମ୍‌ ଭାଗ୍ୟ’ ଛାଡ଼ିଲେ ଶିଖା…

ବମ୍ବେ: ଶୋ’ ଛାଡ଼ିଲେ ଶିଖା ସିଂହ। ଏକତା କପୁରଙ୍କ ଟେଲି ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’କୁ ସେ ବାଏ ବାଏ କହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ...

ଭୟଭୀତ ଅନୁଷ୍କା, କହିଲେ ହେ ଭଗବାନ

ଭାରତୀୟ କ୍ରିକେଟ ଦଳକୁ ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ପଡିବ। କିନ୍ତୁ ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟରେ ଏହି...

୧୫ ଫିଲ୍ମରେ ସଲମାନଙ୍କ ନାଁ ରହିଥିଲା ପ୍ରେମ୍‌: ଜାଣନ୍ତୁ ଏହା ପଛର ରହସ୍ୟ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ପରଦାରେ ରିଲିଜ ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଦେଖାଯାଏ। ସଲମାନଙ୍କ ଚଳଚ୍ଚିତ୍ରରେ ଦର୍ଶକ ରୋମାନ୍ସ,...

ପ୍ରପୋଜ୍‌ କରିବା ସମୟରେ ପ୍ରେମିକା ଅଭିନେତ୍ରୀ ବୋଲି ଜାଣି ନ ଥିଲେ ରୋହିତ

ଛୋଟ ପରଦା ଅଭିନେତ୍ରୀ ଅନିତା ହାସନନ୍ଦାନୀ ଆଜି ତାଙ୍କ ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୪ ଏପ୍ରିଲ ୧୯୮୧ରେ ମୁମ୍ବାଇର ଏକ ସିନ୍ଧି...

Advertisement


Archives

Model This Week