ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ

ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ ଆହ୍ବାନ ଦେଇଛନ୍ତି। କରୋନା ଯୋଗୁ ପୃଥିବୀର ମାନବ ସମାଜ ଉପରେ ବିପଦ ଘୋଟି ଆସିଛି। ଏହା ଯୋଗୁ ପୃଥିବୀର ଆଥିକ ମାନଦଣ୍ଡ ଦୋହଲି ଯାଇଛି। ଯୋଜନାବଦ୍ଧ ଭାବେ କରୋନ ସଙ୍କଟର ମୁକାବିଲା କରିବା ଲାଗି ସେ ପ୍ରତିଟି ଦେଶକୁ ଆଗେଇ ଆସିବାକୁ କହିଛନ୍ତି। ପୃଥିବୀର ସମସ୍ତ ବିକଶିତ ରାଷ୍ଟ୍ର ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ଅନ୍ୟ ଦେଶ ସହିତ ହାତ ମିଳାଇ କାମ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା: ଶ୍ମଶାନରୁ ଜଣାପଡୁଛି ସ୍ଥିତି…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ମୋଦିଙ୍କୁ ଖାସ୍‌ ଉପହାର ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ, ୯।୬: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମୈତ୍ରିପାଲା ସିରିସେନାଙ୍କୁ ଭେଟିଛନ୍ତି। ମୋଦିଙ୍କୁ ଏକ ଖାସ୍‌ ଉପହାରଟିଏ ଦେଇଥିଲେ ମୈତ୍ରିପାଲା।...

ରାଜ୍ୟରେ କରୋନା ୩ହଜାର ମୁହାଁ: ସର୍ବାଧିକ ସୁନ୍ଦରଗଡ଼ରୁ , ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ରାଜ୍ୟରେ ଏହି ସଂଖ୍ୟା ୩ହଜାର ମୁହାଁ ହୋଇଥିବା ଜଣାପଡ଼ିଛି। ଗତ ୨୪...

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ସୁନ୍ଦରଗଡ଼ ବିଧାୟିକା

ସୁନ୍ଦରଗଡ ,୧।୫ (ଡି.ଏନ୍‌.ଏ.): ବିଶ୍ୱ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଡି ହୋଇଛନ୍ତି ସବୁ ବର୍ଗର...

ପାକିସ୍ତାନ ସେନା ବିମାନ ଦୁର୍ଘଟଣା: ୨ ଅଧିକାରୀ ନିହତ

ଲାହୋର,୭।୧: ପାକିସ୍ତାନ ବାୟୁ ସେନାର ଏକ ବିମାନ ମଙ୍ଗଳବାର ମେନଓ୍ବାଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ...

କରୋନା ସହାୟତା: ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଦିନକର ଦରମା ଦାନ

କଣ୍ଟାବାଞ୍ଜି,୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ...

ଦେଶରେ ୩୪ ଦିନରେ ୧ କୋଟିରୁ ଅଧିକ ଟିକାକରଣ!

ନୂଆଦିଲ୍ଲୀ,୨୦ ।୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ଭାରତରେ ବି ଟିକାକରଣ...

ଆଫଗାନିସ୍ତାନରେ ଦୁଇଟି ବିସ୍ଫୋରଣ: ୧୮ ମୃତ ୫୦ ଆହତ

କାବୁଲ,୧୮।୧୦: ଆଫଗାନିସ୍ତାନର ନଙ୍ଗାହାରରେ ଶୁକ୍ରବାର ହୋଇଥିବା ଦୁଇଟି ବିସ୍ଫୋରଣରେ ଅତିକମ୍‌ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ନଙ୍ଗାହାରରେ...

Advertisement


Archives

Model This Week