Posted inଜାତୀୟ

ଦୋମୁହାଁ ସାପର ଦାମ୍‌ ଅମୂଲ ମୂଲ

ମୁମ୍ବାଇ,୨୯।୫: ମହାରାଷ୍ଟ୍ରର ଠାଣେ ଜିଲ୍ଲାରୁ ଚୋରା ଚାଲାଣ କରାଯାଉଥିବା ୨ଟି
ଦୋମୁହାଁ ସାପକୁ ଜବତ କରାଯାଇଛି। ଏଥିସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଛି ନବଘର ପୋଲିସ। ସୂଚନାଯୋଗ୍ୟ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଭାୟନ୍ଦର ଗଁ।ର ଏକ ସ୍ଥାନରେ ନଜର ରଖିଥିଲେ। ମଙ୍ଗଳବାର ସେଠାରେ ବୁଲୁଥିବା ୨ ସନ୍ଦିଗ୍ଧଙ୍କୁ ପୋଲିସ କାବୁ କରିବା ସହ ବ୍ୟାଗର ଯାଞ୍ଚ କରିବା ସମୟରେ ୨ଟି ଦୋମୁହାଁ ସାପ ବାହାରିଥିଲା। ଅବୈଧ ବନ୍ୟଜୀବ ବଜାରରେ ଏହାର ମୂଲ୍ୟ ପ୍ରାୟ ୨କୋଟି ୪୫ଲକ୍ଷ ହୋଇଥିବା ବେଳେ ଏହି ପ୍ରଜାତିର ସାପର ଚାହିଦା ଆନ୍ତର୍ଜାତୀୟ ବଜାରରେ ଅଧିକ ବୋଲି ସୂଚନା ଦେଇଛି ପୋଲିସ। ଅପରପକ୍ଷରେ ଗିରଫ ହୋଇଥିବା ୨ଜଣ ଯୁବକ ମୁମ୍ବାଇର ବୋଲି ଜଣାପଡ଼ିଥିବା ବେଳେ ସେମାନେ ସାପ ବିକ୍ରି ପାଇଁ ଯୋଜନା କରୁଥିଲେ। ସେମାନଙ୍କ ବିରୋଧରେ ବନ୍ୟଜୀବ ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ରହିବ ଜାରି : ଶାହା…

ହାଇଦ୍ରାବାଦ,୧୨।୩ : ହାଇଦ୍ରାବାଦରେ ସିଆଇଏସଏଫର ୫୪ ତମ ସ୍ଥାପନା ଦିବସ ପରେଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ଦେଶରେ ଆତଙ୍କବାଦ, ମାଓବାଦ ଏବଂ...

ଛୁଟି ନେଇ ମଧ୍ୟ ଭୋଟ ନ ଦେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୯।୬ : ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗ (ଇସି) ସମସ୍ତ କେନ୍ଦ୍ର ତଥା ରାଜ୍ୟ ସରକାରୀ ବିଭାଗ, ସରକାରୀ...

‘ଯେପର୍ଯ୍ୟନ୍ତ ଆମେ ଚାଇନା ଉପରେ ନିର୍ଭରଶୀଳ, ସେପର୍ଯ୍ୟନ୍ତ ତା’ ସାମ୍ନାରେ ଆମକୁ ମୁଣ୍ଡ ନୁଆଁଇବାକୁ ପଡିବ’

ମୁମ୍ବାଇ,୧୫।୮: ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ମୁମ୍ବାଇର ରାଜା ସ୍କୁଲରେ ପତାକା ଉତ୍ତୋଳନ କରିଛନ୍ତି। ଏହି...

ଟୁଇଟରରେ ସୁଷମାଙ୍କୁ ଫଲୋ କରୁଥିଲେ କୋଟିଏ ୧୩ ଲକ୍ଷ

ନୂଆଦିଲ୍ଲୀ,୭।୮: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଟୁଇଟରରେ ତାଙ୍କ ଫଲୋରର୍ସଙ୍କ ସଂଖ୍ୟା କୋଟିଏ...

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍‌ କଳାକାରଙ୍କ...

ହିମମାନବ ପାଦଚିହ୍ନ ଜାରିକଲା ସେନା

ନୂଆଦିଲ୍ଲୀ,୧।୫: ପିଲାବେଳେ ବହିରେ ପଢିଥିବା ହିମମାନବକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଲୋଚନା କରାଯାଏ। ଏବେ କିନ୍ତୁ ଭାରତୀୟ ସେନା ଏହି ହିମମାନବର ଉପସ୍ଥିତି...

ଯୌନ ଅନୁଗ୍ରହ ପାଇଁ ୮୦୦ କଲ୍‌

ବେଙ୍ଗାଲୁରୁ, ୨୨ା୪:କର୍ନାଟକର ଏକ ଘରୋଇ କଲେଜ ଅଧ୍ୟାପିକାଙ୍କ ପାଖକୁ ଯୌନ ଅନୁଗ୍ରହ ପାଇଁ ୮୦୦ ଫୋନ୍‌ କଲ୍‌ ଆସିଛି। ସମ୍ପୃକ୍ତା ଅଧ୍ୟାପିକାଙ୍କ ସହକର୍ମୀମାନେ ବିଭିନ୍ନ ସହରରେ...

ଗୀତ ଗାଇଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ

ଜୟପୁର,୨ ।୧୦: ରାଜସ୍ଥାନ ରାଜନୀତି ଏବେ ବେଶ ସରଗରମ ଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ । ତେବେ ରାଜନୀତି ନୁହେଁ...

Advertisement
Archives

Model This Week