Posted inଜାତୀୟ

ଦେଶରେ ସୃଷ୍ଟି ହୋଇଛି ଅଘୋଷିତ ଜରୁରୀକାଳୀନ ସ୍ଥିତି; ମୋଦି ସରକାର ଚଳାଇଛନ୍ତି ତୋଗଲକ ଦରବାର: ସିଦ୍ଧରମେୟା

ବେଙ୍ଗାଲୁରୁ,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କର୍ନାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସେ ବେଙ୍ଗାଲୁରୁ ଯିବା ସମୟରେ ତାଙ୍କୁ ପୋଲିସ କମିଶନର ସହରରେ ପ୍ରବେଶ ନ କରିବା ଲାଗି ନୋଟିସ୍‌ ଜାରି କରିଥିଲେ। ଦେଶରେ ଅଘୋଷିତ ଜରୁରୀକାଳୀନ ସ୍ଥିତ ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ମୋଦି ସରକାର ତୋଗଲକ ଦରବାର ଚଳାଇଥିବା ସିଦ୍ଧରମେୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତକ ହାସଲ ପରେ ମନ୍ତ୍ରୀଙ୍କ ରୋମାଣ୍ଟିକ୍‌ ଚିଠି ଭାଇରାଲ୍‌

କୋଲକତା,୧୬।୬: ରଣଜୀ ଟ୍ରଫିରେ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଆଲୁର (କର୍ନାଟକ)ରେ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚରେ ମନୋଜ ତିୱାରୀ...

ପୁଣି ଫେଲ୍‌ ମାରିଲା ଚାଷୀ-ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ,୫ା୧୨: ଶନିବାର କୃଷି ଆଇନକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ପୁଣି ଥରେ ବିଫଳ ହୋଇଛି। ପ୍ରାୟ ୩ ଘଣ୍ଟା...

ଧର୍ମାନ୍ତରୀକରଣ ସନ୍ଦେହରେ ବୋମା ମାଡ଼

ନୀମୁଚ୍‌(ଏମ୍‌ପି), ୩।୧୦: ମଧ୍ୟପ୍ରଦେଶର ନୀମୁଚ୍‌ ଜିଲା ଅଧୀନ ଜଓ୍ବାଦ ତହସିଲ ଅଞ୍ଚଳରେ ଧର୍ମାନ୍ତରୀକରଣ ସନ୍ଦେହରେ କିଛି ମୁଖା ପିନ୍ଧା ବ୍ୟକ୍ତି ଭଙ୍ଗାରୁଜା କରିଛନ୍ତି। ଏପରି କି...

ପଶ୍ଚିମବଙ୍ଗରେ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେଲା ନୂଆ ଡ୍ରେସ କୋଡ୍‌

କୋଲକତା,୨୧।୩: ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂତନ ଡ୍ରେସ କୋଡ ଲାଗୁ କରିବାକୁ ଯାଉଛନ୍ତି। ପଶ୍ଚିମବଙ୍ଗର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ...

ସହଦେବଙ୍କ ମୁହଁରେ ହସ

ରାୟପୁର,୨୯।୧୨: ଦୁର୍ଘଟଣାରେ ଗୁରୁତର ହୋଇଥିଲେ ‘ବଚପନ୍‌ କା ପ୍ୟାର୍‌’ ଗାଇ ଲୋକପ୍ରିୟ ହୋଇଥିବା କୁନି ଗାୟକ ସହଦେବ ଦିର୍‌ଦୋ। ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା...

ଜମ୍ମୁ-କଶ୍ମୀରର ୩୩ ନେତାଙ୍କୁ ବିଦେଶ ଯିବା ମନା

ନୂଆଦିଲ୍ଲୀ,୧୪ ।୧୧: ଜମ୍ମୁ-କଶ୍ମୀରର ୩୩ ଜଣ ନେତାଙ୍କ ବିଦେଶ ଗସ୍ତ ଉପରେ ଅଙ୍କୁଶ ଲଗାଯାଇଛି । ଏହାସହ ନ୍ୟାଶନାଲ କନଫରେନ୍ସର ପୂର୍ବତନ ବିଧାୟକ ଅହମ୍ମଦ ୱାନି...

ଦ୍ୱନ୍ଦ୍ୱରେ ନେତୃତ୍ୱ ପରିବର୍ତ୍ତନ

ନୂଆଦିଲ୍ଲୀ,୨୪।୮ : କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକର ଅବ୍ୟବହିତ ପୂର୍ବରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।...

ଅଗଷ୍ଟ ୧୩ରେ ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ କରିବେ ଆତ୍ମ ସମର୍ପଣ

ନୂଆଦିଲ୍ଲୀ/ଅଗରତଲା,୧୧।୮: ଅଗଷ୍ଟ ୧୩ରେ ତ୍ରିପୁରାର ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ ଆତ୍ମ ସମର୍ପଣ କରିବେ। ଏନେଇ କେନ୍ଦ୍ର ସରକାର ଏବଂ ଏନ୍‌ଏଲ୍‌ଏଫ୍‌ଟି ମଧ୍ୟରେ ଶାନ୍ତି...

Advertisement
Archives

Model This Week