ଦେଇଥିବା କଥା ରଖିବ ଭାଜପା: ରାଜନାଥ

ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୋକାରୋରେ ଆୟୋଜିତ ଏକ ରାଲିରେ ସମ୍ବୋଧନ ଦେଇଛନ୍ତି। ଏହି ରାଲିରେ ସେ କହିଛନ୍ତି, ଭାଜପା ପୂର୍ବରୁ ଦେଇଥିବା କଥା ରଖିବ ଆଉ ଖୁବ୍‌ଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବ। ବିଭିନ୍ନ ରାଜନୈତିକ ଦଳ ଏହାକୁ ପରିହାସ କରୁଛନ୍ତି। ହେଲେ ସବୁଥର ନିର୍ବାଚନ ବେଳେ ବିଭିନ୍ନ ଦଳ ସେମାନଙ୍କ ଘୋଷଣାପତ୍ରରେ ରାମ ମନ୍ଦିର ନିର୍ମାଣ କରିବା କଥା କହିଥିଲେ ସୁଦ୍ଧା କେହି ଏହା ପୂରଣ କରିପାରି ନାହାଁନ୍ତି। ଏବେ କିନ୍ତୁ ଭାଜପା ତା’ର ଘୋଷଣାପତ୍ରରେ ଯାହା ପୂର୍ବରୁ କହି ଆସୁଥିଲା ତାହା ପୂରଣ କରିବାକୁ ଯାଉଛି ବୋଲି ରାଜନାଥ ସୂଚନା ଦେଇଛନ୍ତି। ଏବେ ସିନା ଅନ୍ୟ ଦଳ ଏହାକୁ ପରିହାସ କରିବେ ହେଲେ କେହି ଆମକୁ ରାମ ମନ୍ଦିର ନିର୍ମାଣ କରିବାକୁ ଅଟକାଇ ପାରିବେ ନାହିଁ। ସୂଚନାଯୋଗ୍ୟ, ଗତ ମାସରେ ଅଯୋଧ୍ୟାରେ ଥିବା ବିବାଦୀୟ ରାମ ଜନ୍ମଭୂମୀ ଉପରେ ରାୟ ଦେଇ ସୁପ୍ରିମକୋର୍ଟ ସେଠାରେ ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ପୁଣି ଘନେଇଲା: ଭାରତ କରୋନା ସଂକ୍ରମଣର ଏକ ନମ୍ବର ସ୍ଥାନରେ ରହିବା ଆଶଙ୍କା

ନୂଆଦିଲ୍ଲୀ, ୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୁଧବାର...

ସୋମବାର ରାଜଧାନୀରେ ବନ୍ଦ ରହିବ ସମସ୍ତ ମଦ ଦୋକାନ

ନୂଆଦିଲ୍ଲୀ,୨୯ା୧୧: ରାଜଧାନୀ ଦିଲ୍ଲୀରେ ସୋମବାର(ନଭେମ୍ବର ୩୦)ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଦିଲ୍ଲୀ ସହିତ ଏନ୍‌ସିଆରର ସମସ୍ତ ସହରରେ ମଦ ଦୋକାନ ବନ୍ଦ ରହିବ।...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଫ୍ଲୋର ଟେଷ୍ଟ ପୂର୍ବରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ଗୁରୁବାର...

ସୀମାନ୍ତ ଗାଁରେ ନେପାଳ ରେଡିଓ ଶୁଭୁଛି

ଡେରାଡୁନ/ପିଥୋରାଗଡ଼,୨୨ା୬: ଭାରତର ସୀମାନ୍ତ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନେପାଳ ନୂଆ ମାନଚିତ୍ରରେ ନିଜର ବୋଲି ଦାବି କରିବା ସହ ଆଉ କେତେକ ବଦମାସି...

୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: ବେଳକୁ ବେଳ ଭୟଙ୍କର ହେବାକୁ ଯାଉଛି କରୋନା ସଂକ୍ରମଣ। ପୂର୍ବ ଆକଳନ ଅନୁଯାୟୀ ଦେଶରେ ଏବେ କରୋନା ମହାମାରୀ ରେକର୍ଡ ପରେ ରେକର୍ଡ କରି...

ଭାରତରେ କେବେ ମିଳିବ କରୋନା ଟିକା: ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭ ।୯: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର କରୋନା ଟିକା ଉପରେ । ବିଭିନ୍ନ...

ଖବରଦାତାଙ୍କ ଫୋନ ଛଡାଇଲେ ମନ୍ତ୍ରୀ

କୋଲକାତା,୧୩।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଆଦିବାସୀ ସମାଜର...

ସାଙ୍ଗ ହୁଅ ନଚେତ୍‌ ଅପହରଣ କରିନେବୁ

ରାଞ୍ଚି,୧୩।୯: ଆମକୁ ସାଙ୍ଗ ଭାବେ ଗ୍ରହଣ କର ନଚେତ୍‌ ଆମେ ତୁମମାନଙ୍କୁ ଅପହରଣ କରିନେବୁ। ଝାଡ଼ଖଣ୍ଡ ରାଞ୍ଚିର ଏକ ସରକାରୀ ସ୍କୁଲର ହିନ୍ଦୁ ଛାତ୍ରୀମାନଙ୍କୁ କିଛି...

Advertisement
Archives

Model This Week