ଦୁର୍ଗାମାଧବ ନାଏକ ଫାଓ ମୁଖ୍ୟ ରେଫରି

ସୁନ୍ଦରଗଡ, ୧୭।୪ (ଡି.ଏନ୍‌.ଏ.) ଫୁଟବଲ ଆସୋସିଏସନ ଅଫ୍‌ ଓଡିଶା (ଫାଓ) ତରଫରୁ ଜାତୀୟ ରେଫରୀ ଦୁର୍ଗାମାଧବ ନାଏକଙ୍କୁ ଓଡିଶାର ରେଫର ମୁଖ୍ୟ (ହେଡ ଅଫ୍‌ ରେଫରୀ) ଭାବେ ନିଯୁକ୍ତ କରାଯାଇଛି। ୧୯୯୮ରେ ସେ ରାଜ୍ୟସ୍ତରୀୟ ରେଫରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୦୮ରେ ଜାତୀୟ ରେଫରି ହୋଇଥିଲେ। ସେ ସର୍ବଭାରତୀୟ ଫୁଟବଲ ମହାସଂଘର ସର୍ବଶ୍ରେଷ୍ଠ ଆଇଲିଗ ମ୍ୟାଚ୍‌ର ୧୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଓଡିଶାର ପ୍ରଥମ ରେଫରି ଭାବେ ସୁପରିଚାଳନା କରିଛନ୍ତି। ଏହାସହ ଏଆଇଏଫ୍‌ଏଫ୍‌ର ମର୍ଯ୍ୟାଦାପୂର୍ଣ୍ଣ ଫେଡେରେସନ କପ୍‌, ସନ୍ତୋଷ ଟ୍ରଫି, ଆଇଏଫ୍‌ଏ ସିଲଡ୍‌ ଭଳି ଅନେକ ମ୍ୟାଚ ପରିଚାଳନା କରଛନ୍ତି। ୨୦୧୯ରୁ ସେ ସର୍ବଭାରତୀୟ ଫୁଟବଲ ମହାସଂଘର ରେଫରି ଇନଷ୍ଟ୍ରକ୍ଟର ତଥା ଆସେସର ଭାବରେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଅଭିଜ୍ଞତା ଦୃଷ୍ଟିରୁ ଫାଓ ଓଡିଶା ରେଫରିମାନଙ୍କର ବିକାଶ ନିମନ୍ତେ ହେଡ୍‌ ଅଫ ଦ ରେଫର ଭାବରେ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ସେ ସୁନ୍ଦରଗଡ ଜିଲା ସଦର ବ୍ଲକସ୍ଥିତ ମସ୍ନିକାନିର ଅବସରପ୍ରାପ୍ତ ଶିକ୍ଷକ ରବିରତ୍ନ ନାଏକ ଓ ଚନ୍ଦ୍ରକାନ୍ତି ନାଏକଙ୍କ ପୁଅ। ଏବେ ସେ ସଦର ବ୍ଲକ କୋପସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତୃ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ ଅଫିସ, ୧୮।୮:  ଅନୁଗୋଳ ଜିଲା ଜରପଡ଼ା ଥାନା ଓଗି ଗ୍ରାମ ମାହାର ସାହିରେ ୨୦୧୮ ଜୁନ ୧୨ରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି...

ଅଜଣା ରୋଗ ପରେ କାଳବୈଶାଖୀ ଚିନ୍ତା

ବରଗଡ ଅଫିସ୍‌,୨୧।୪: ବରଗଡ଼ ଜିଲାରେ ଆଉ ୧୫ଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ମେ ୬ତାରିଖରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର...

ବେଆଇନ୍‌ ମାଟି ଉଠାଣ: ୪ ଟ୍ରାକ୍ଟର, ୧ ଜେସିବିଠାରୁ ୩୦ ହଜାର ଜରିମାନା ଆଦାୟ

ଜମନକିରା, ୩।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ତହସିଲ ଅଧୀନ ଗୁଣ୍ଡୁରୁଚୁଆ ଗାଁ ନିକଟରୁ ସୋମବାର ବେଆଇନ ଭାବେ ମାଟି ଉଠାଣ କରୁଥିବା ବେଳେ ରାଜସ୍ବ ବିଭାଗ...

ଚୌଦ୍ୱାର ଜେଲ୍‌ରେ ପହଞ୍ଚିଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ୍‌

ଚୌଦ୍ୱାର,୨୭।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରୁ ଜଣେ ଓ୍ବାର୍ଡର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଜେଲର ୧୩ଜଣ କଏଦୀ ଓ ୧୨ଜଣ...

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା

ଭଞ୍ଜନଗର,୧୮।୫(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆରଟିସି ଜୋନରୁ ସମସ୍ତ ବସ୍‌ ଅନ୍ୟ ଜୋନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି। ବସ୍‌ ସ୍ଥାନାନ୍ତର ସମୟରେ ବିବାଦ ଉପୁଜିବା ଆଶଙ୍କାରେ...

ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ

ଯାଜପୁର ଅଫିସ୍‌,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ...

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ଏଏସ୍‌ଆଇ ନିଲମ୍ବିତ, ୨ ଥାନା ଅଧିକାରୀଙ୍କୁ ବଦଳି

ନୟାଗଡ଼ ଅଫିସ,୨ା୧୦: କର୍ତ୍ତବ୍ୟରେ ଅବହେଳା କରିବା ୨ ଥାନା ଅଧିକାରୀ ଓ ଜଣେ ଏଏସ୍‌ଆଇଙ୍କୁ ମହଙ୍ଗା ପଡ଼ିଛି। ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଓଡଗାଁ ଓ...

ସମ୍ବଲପୁର ହିଂସା ଘଟଣାର ପ୍ରତିବାଦ: କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ

ଭବାନୀପାଟଣା,୧୯।୪(ସ୍ବ.ପ୍ର.): ସମ୍ବଲପୁର ହିଂସା ଘଟଣାରେ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓ ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ...

Advertisement
Archives

Model This Week