ଦୀପିକାଙ୍କ ଆଖିମରା ଦେଖି ପ୍ରିୟାପ୍ରକାଶଙ୍କୁ ଭୁଲିଯିବେ ଦର୍ଶକେ,  ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଜିକାଲି ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହି ଅବସରରେ ଦୀପିକା ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଦେଖିଲେ ପ୍ରିୟାପ୍ରକାଶଙ୍କ ଆଖିମରାକୁ ଦର୍ଶକେ ବି ଭୁଲିଯିବେ। ‘ଛପାକ୍‌’ଫିଲ୍ମର ଡାଇରେକ୍ଟର ମେଘନା ଗୁଲଜାରଙ୍କ ସହିତ ଦୀପିକା କିଛି କଥା ହେଉଥିବା ବେଳେ ଯେମିତି କ୍ୟାମେରା ଉପରେ ନଜର ପଡ଼ିଛି ସେ ଏମିତି ଆଖି ମାରିଛନ୍ତି ଯେ ଭିଡିଓଟିକୁ ଦେଖିଲେ ସ୍ପଷ୍ଟ ଜାଣିପାରିବେ।

‘ଛପାକ୍‌’ ଆସନ୍ତା ଜାନୁୟାରୀ ୧୦ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀ ଉପରେ ଆଧାରିତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର...

ପ୍ରିୟଙ୍କା ଶେୟାର କଲେ ନୂଆ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ତାଙ୍କ ଅଗାମୀ ଫିଲ୍ମ ସୁପରହିରୋ ଡ୍ରାମା: ‘ଉଇ କ୍ୟାନ ବି ହିରୋଜ’ର ଫାଷ୍ଟ ଲୁକ୍ ଶେୟାର...

ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ନେଇ ପ୍ରସ୍ତୁତ ବଲିଉଡ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ଦେଶକୁ...

ଲିଭ ଇନ୍ ରିଲେସନଶିପକୁ ପସନ୍ଦ କରନ୍ତି ନାହିଁ କ୍ରିତି

ମୁମ୍ବାଇ: ଏବେ ଲିଭ ଇନ୍ ରିଲେସନଶିପ ଏକ ଫ୍ୟାଶନ ହୋଇଯାଇଛି କହିଲେ କିଛି ଭୁଲ ହେବନାହିଁ ବୋଧହୁଏ । ସେଲିବ୍ରିଟି ତ ସେଲିବ୍ରିଟି ଏବେ ସାଧାରଣ...

ଘରେ ଗଣେଶ ଚତୁର୍ଥୀ ପାଳନ କରି ଭାବୁକ ହେଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍‌ ଆଗ୍ରହ ସହକାରେ ନିଜ...

ସୋନୁ ସୁଦ୍‌ଙ୍କୁ ମିଳିଲା ଏହି ସମ୍ମାନଜନକ ପୁରସ୍କାର

ବଲିଉଡରେ ଖଳନାୟକ ଭାବରେ ବିଖ୍ୟାତ ସୋନୁ ସୁଦ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଅପେକ୍ଷା ସାମାଜିକ କାର୍ଯ୍ୟ ପାଇଁ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଲକ୍‌ଡାଉନ୍‌ରେ ପ୍ରବାସୀ...

ପ୍ରତିଭା ବିକେ, ବିବେକ ନୁହେଁ

ମୁମ୍ବାଇ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଏହି ବିକ୍ଷୋଭରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମହଙ୍ଗା ପଡ଼ିଛି।...

ଟାଇମ ୧୦୦ର ଶୀର୍ଷ ତାଲିକାରେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ‘ପଠାନ୍‌’ସାରା ଦେଶରେ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହରୁଖ ନିଜ ନାଁକୁ ଟାଇମ ୧୦୦ତାଲିକାର ଶୀର୍ଷରେ ସ୍ଥାନିତ...

Advertisement
Archives

Model This Week