Posted inଖେଳ

ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ, ୭ା୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟର ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଦୀନେଶ ବଲିଉଡ ସୁପର ଷ୍ଟାର ଶାହରୁଖ ଖାଁଙ୍କ ମାଲିକାନାରେ କ୍ୟାରିବିୟନ ସୁପର ଲିଗ୍‌ (ସିପିଏଲ୍‌) ଫ୍ରାଞ୍ଚାଇଜ୍‌ ତ୍ରିନିଦାଦ୍‌ ନାଇଟ ରାଇଡର୍ସର ଏକ ପ୍ରମୋଶନାଲ ଇଭେଣ୍ଟରେ ଯୋଗଦେଇଥିବାରୁ ତାଙ୍କୁ ଏହି ପରିସ୍ଥିତିର ସାମ୍ନା ହେବାକୁ ପଡ଼ିଛି। ୩୪ ବର୍ଷୀୟ କାର୍ତ୍ତିକଙ୍କୁ ଭାରତର ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ବିବାଦୀୟ ଥିଲା। ତାଙ୍କୁ ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିଥିଲା। ଏହି ଦଳ ପୋର୍ଟ ଅଫ୍‌ ସ୍ପେନ୍‌ଠାରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ବିପକ୍ଷ ସିପିଏଲ ମ୍ୟାଚ ଖେଳୁଥିଲା। କାର୍ତ୍ତିକ ଭାରତ ତରଫରୁ ୨୬ ଟେଷ୍ଟ, ୯୪ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୨ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ଜର୍ସି ପରିଧାନ କରିବା ସହ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କ ସହିତ ହାଲ୍‌କା ମୁହୂର୍ତ୍ତରେ ଥିଲେ। କାର୍ତ୍ତିକ ଶାହରୁଖ ଖାଁଙ୍କ ଆଇପିଏଲ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସର ଅଧିନାୟକ। ବିସିସିଆଇର ବିନା ଅନୁମତିରେ ସେ ଓ୍ବେଷ୍ଟଇଣ୍ଡିଜରେ ଏକ ଇଭେଣ୍ଟରେ ଭାଗ ନେଇଛନ୍ତି। ଏହା ଦ୍ୱାରା ସେ ବୋର୍ଡ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନିୟମ ଉଲ୍ଲଂଘନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଭାବେ ପ୍ରଥମ ପରାଜୟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଦିଲ୍ଲୀ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ରୋମାଞ୍ଚକ ବିଜୟ ହାସଲ କରିଛି। ସଞ୍ଜୁ ସାମସନଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୩...

ଯମଜ ସନ୍ତାନର ବାପା ହେଲେ ଏହି କ୍ରିକେଟର୍‌

ମୁମ୍ବାଇ: କ୍ରିକେଟର୍‌ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଯମଜ ସନ୍ତାନର ବାପା ,ମା’ ହୋଇଛନ୍ତି। ସେ ଏହି ଖୁସି ଖବର...

ଇଷ୍ଟ ଜୋନ୍‌ ସ୍ନୁକର: ସୁବ୍ରତ- ଶାହାବାଜ ଫାଇନାଲ

ଭୁବନେଶ୍ୱର,୧୪।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶୁକ୍ରବାର ନବମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ଫାଇନାଲ...

ନଳିନୀକାନ୍ତ ସ୍ମାରକୀ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ୨୮ରୁ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ (ଏବିସି), ଭୁବନେଶ୍ୱର ଆନୁକୂଲ୍ୟରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଚଳିତମାସ...

ବାଂଲାଦେଶର ଅଲୋଡ଼ା ରେକର୍ଡ: ୬ ବ୍ୟାଟର ବିନା ରନ୍‌ରେ ହୋଇଥିଲେ ଆଉଟ

ନୂଆଦିଲ୍ଲୀ,୧୮।୬: ଚଳିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ଏକ ଅଲୋଡା ରେକର୍ଡର ସମକକ୍ଷ ହୋଇଛି। ଦଳର ୬ଜଣ ବ୍ୟାଟର ବିନା କୌଣସି ରନ୍‌ରେ...

ଆଲିଆ ପିସିବିର ପ୍ରଥମ ମହିଳା ନିର୍ଦ୍ଦେଶକ

ଇସ୍‌ଲାମାବାଦ୍‌, ୧୧ା୧୧ (ଏପି)- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରଥମ ଥର ଜଣେ ମହିଳା ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି। ପିସିବିର ୪ଜଣ ନୂଆ ନିର୍ଦ୍ଦେଶକଙ୍କ ମଧ୍ୟରେ...

‘ସୁଯୋଗ ଦେଲେ ଛାଡିବି ନାହିଁ’

ପାର୍ଲ, ୧୮ା୧: ନିକଟ ଭବିଷ୍ୟତରେ ତାଙ୍କୁ ଯଦି ଜାତୀୟ ଦଳର ଅଧିନାୟକ ହେବା ଲାଗି ସୁଯୋଗ ମିଳେ, ତେବେ ସେ ନିଜକୁ ଗୌରବାନ୍ବିତ ମନେକରିବେ ବୋଲି...

ଟି୨୦ ସିରିଜରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୨।୧୨: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌କୁ ୯ ଉଇକେଟରେ ଅତି ସହଜରେ ଜିତି ନେଇଛି...

Advertisement
Archives

Model This Week