Posted inଜାତୀୟ

ଦିଲ୍ଲୀ ହିଂସା: କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ ରାଜ୍ୟ; କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଦେଖାଦେଇଥିବା ହିଂସା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବୈଠକରେ ଯୋଗଦେଇଛନ୍ତି। ବୈଠକ ଶେଷ ପରେ କେଜରିଓ୍ବାଲ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବ। ବୈଠକରେ ଯୋଗଦେବା ପୂର୍ବରୁ କେଜରିଓ୍ବାଲ କହିଥିଲେ ଯେ, କମ୍‌ ପୋଲିସ କର୍ମଚାରୀ ଥିବାରୁ ହିଂସାକାଣ୍ଡକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ରକ୍ଷା କଲେ ପୋଲିସ କନଷ୍ଟେବଳ

କରୌଲି,୫।୪: କୁହାଯାଏ ଯେ ଏକ ଫଟୋ ହଜାରେ ଶବ୍ଦ ବୟାନ କରେ। ରାଜସ୍ଥାନର କରୌଲିରେ ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି।...

‘ରାମପୁରରେ ହୋଇନାହିଁ ନିର୍ବାଚନ, ଦ୍ୱିତୀୟଥର ଭୋଟିଂ ଜରୁରୀ’: ଫଳାଫଳ ଆସିବା ପୂର୍ବରୁ ଆସିମ ରାଜାଙ୍କ ବୟାନ

ଲକ୍ଷ୍ନୌ,୮ ।୧୨: ଉତ୍ତର ପ୍ରଦେଶର ରାମପୁର ଉପନିର୍ବାଚନକୁ ନେଇ ଭୋଟ ଗଣିତି ଗୁରୁବାର ସକାଳୁ ଆରମ୍ଭ ହୋଇଛି । ଏହା ପୂର୍ବରୁ ରାମପୁରର ସମାଜବାଦୀ ପାର୍ଟି...

କହ୍ନେୟା କୁମାରଙ୍କ କାର୍‌କୁ ଆକ୍ରମଣ

ନୂଆଦିଲ୍ଲୀ,୬ା୨: ସିପିଆଇ ନେତା କହ୍ନେୟା କୁମାରଙ୍କ ଉପରେ ବିହାରରେ ବୁଧବାର ଟେକାମାଡ଼ ହୋଇଛି। ପାଟନାରୁ ୨୫୦ କି.ମି. ଦୂର ସୁପାଉଲଠାରେ ସେ କାର୍‌ରେ ଯାଉଥିବାବେଳେ କେତେଜଣ...

ଚିଦାମ୍ବରମଙ୍କ ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ ତାଲିକା

ନୂଆଦିଲ୍ଲୀ,୨୬।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାର ଥିଲା। ହେଲେ ଏପର୍ଯ୍ୟନ୍ତ...

ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମମତା

କୋଲକାତା,୨୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ...

ଦିଲ୍ଲୀର ଏହି ସ୍ଥାନରୁ ଲାଇଭ ଦେଖିହେବ ଚନ୍ଦ୍ରାୟନ ୩ର ସପ୍ଟ ଲ୍ୟାଣ୍ଡିଂ, କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୮: ‘ଚନ୍ଦ୍ରୟାନ-୩’ ଅଗଷ୍ଟ ୨୩ରେ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ। ଜନତା ଏହି ଦୃଶ୍ୟକୁ ଲାଇଭ ଦେଖିପାରିବେ। ସୂଚନାଯୋଗ୍ୟ, ଦିଲ୍ଲୀର...

ରାମ ଭକ୍ତଙ୍କୁ ଆକ୍ରମଣ ବେଳେ ନୀରବଦ୍ରଷ୍ଟା ସାଜିଥିଲେ ରାଜ୍ୟ ସରକାର: ଅନୁରାଗ ଠାକୁର

କୋଲକାତା/ନୂଆଦିଲ୍ଲୀ,୩୧ା୩: ପଶ୍ଚିମବଙ୍ଗର ହାଓଡାର କାଜିପାରା ଅଞ୍ଚଳରେ ଗୁରୁବାର ରାମନବମୀ ଉତ୍ସବ ପାଳନ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।ଅନେକ ଯାନବାହନରେ ନିଅଁା ଲଗାଇ ଦିଆଯାଇଥିଲା। ଉପଦବ୍ରୀମାନେ...

ଫଡନବିସଙ୍କ ପାଇଁ ସମସ୍ୟା ଆଣିପାରେ ସଂଖ୍ୟା ଗରିଷ୍ଠତା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଡନବିସ ସରକାରଙ୍କ ଉପରେ। ରାତାରାତି ମେଣ୍ଟ ଓ ପରେ ଦେବେନ୍ଦ୍ର ଫଡନବିସ...

Advertisement
Archives

Model This Week