Posted inଜାତୀୟ

ଦିଲ୍ଲୀ ହିଂସା: କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ ରାଜ୍ୟ; କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଦେଖାଦେଇଥିବା ହିଂସା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବୈଠକରେ ଯୋଗଦେଇଛନ୍ତି। ବୈଠକ ଶେଷ ପରେ କେଜରିଓ୍ବାଲ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବ। ବୈଠକରେ ଯୋଗଦେବା ପୂର୍ବରୁ କେଜରିଓ୍ବାଲ କହିଥିଲେ ଯେ, କମ୍‌ ପୋଲିସ କର୍ମଚାରୀ ଥିବାରୁ ହିଂସାକାଣ୍ଡକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଲଓ୍ବାମାରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୫।୧ : ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ତିନିଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।...

ଫି ବୃଦ୍ଧିକୁ ନେଇ ସଂସଦ ମୁହାଁ ଜେଏନ୍‌ୟୁ ଛାତ୍ର

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାରେ ନାଁ ନେଉନି। ସୋମବାର ଶୀତକାଳିନ ଅଧିବେଶନ ଆରମ୍ଭ...

ବିଧାୟକଙ୍କ ବଙ୍ଗଳାରେ ମହିଳାଙ୍କ ଆତ୍ମହତ୍ୟା

ଭୋପାଳ, ୧୮ା୫: କଂଗ୍ରେସ ବିଧାୟକ ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଂଘାରଙ୍କ ଭୋପାଳସ୍ଥିତ ବଙ୍ଗଳାରେ ରବିବାର ଜଣେ ୩୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି।...

ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର

କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି...

ସୋସିଆଲ ମିଡିଆକୁ ଟାର୍ଗେଟ

ନୂଆଦିଲ୍ଲୀ,୧୮ା୬:ଗଣମାଧ୍ୟମର ସ୍ବାଧୀନତା ପାଇଁ ଲଢ଼ୁଥିବା ରିପୋଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ମତରେ ବିଶ୍ୱ ପ୍ରେସ୍‌ ଫ୍ରିଡମ୍‌ ସୂଚକାଙ୍କରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୨।...

ମୋତେ ଶୀଘ୍ର ବାହା କର, ଏମିତି ଜିଦ୍‌ ଧରିଲେ ଯୁବତୀ; ଆଉ ତା’ ପରେ…

ଭୋପାଳ,୧୯।୫: ସମଗ୍ର ଦେଶରେ କରୋନା ମହାମାରୀ ଚାଲିଥିବାରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କୁ କିଛି ଜରୁରୀ କାମରେ ଅସୁବିଧାର ସାମ୍ନା କରିବାକୁ...

ଚାଇନାକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍‌ ଲୋକାଲ’ ପାଇଁ ନିବେଦନ କରିଥିଲେ। ବିଶେଷ କରି...

ନୀତୀଶ କୁମାରଙ୍କ ଗାଡି ଉପରକୁ କାଳିମାଡ

ପାଟନା,୨୪।୯: ବିହାର ମୁଜଫରନଗରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ମଙ୍ଗଳବାର ଗରିବ ଜନକ୍ରାନ୍ତି ଦଳର କର୍ମକର୍ତ୍ତମାନେ କାଳି ମାଡ କରିବା ସହ କଳା ପତାକା...

Advertisement
Archives

Model This Week