ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌: ମୁରତୁ ସଂଗେ ଯୁଝୁଛନ୍‌ ଦଧି

ଅମରପାଲି, ୨୨।୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଲପଦର ପଁଚେତ୍‌ ଅମରପାଲି ଗଁାର ଦଧି ବାଘ(୬୦) କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ ହେଇଥିଲା ବେଲେ ଟଁକା ପଏସା ଅଭାବୁ ଉଷୋକଷା ଘିନି ଖାଇ ନାଇଁ ପାରବାର। ଯେନ୍‌ଥିରଲାଗି ରୋଗ୍‌ କମବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଯାଉଛେ। ତାକର ପାସେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ଥିଲେ ବି କାମେ ନାଇଁ ଲାଗବାର ବଲି ସେ ଅଭିଯୋଗ କରିଛନ୍‌।
ସୂଚନା ହିସାବେ ଅମରପାଲିର ଦଧି ବାଘକଁର ପରିବାର କହେଲେ ମାଏକିନା, ଆର ୪ ଝି’କେ ନେଇ ତାକର ସଁସାର। ଉପରର ଦୁଇ ଝି’କେ ଦୁଖ୍‌ସୁଖ୍‌ କରି ବିହାଚୁରା କରିଛନ୍‌। ସେ ନିହାତି ଗରିବ୍‌, ଜମି କହେଲେ ଅଧ୍‌ ଏକର ରହିଛେ। ଏନ୍‌ତାଥି ସେ କୁଲି ମଜୁରି କରି ନିଜର କୁଟୁମ ପୁଷୁଥିଲେ। ଗଲା ଜାନୁୟାରୀ ମାସେ ତାହାକୁ ଲଗାତାର ଜର ହେଲା। ସେ ବୀରମହାରାଜପୁର, ସୋନପୁର ଆର ବଲାଙ୍ଗୀର ଡାକତରଖାନାକେ ଯାଇ ଚିକିସତ୍ା କରାଲେ। ହେଲେ ଦିହିପା ଭଲ ନାଇଁ ହେଲା, ସମ୍ବଲପୁର ଡାକ୍‌ତରଖାନା ଯାଇ ପରୀକ୍ଷା ନିରୀକ୍ଷା କଲେ। ସେଠାନେ ସେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଥିବାର ଜାନବାକେ ପାଏଲେ। ଶେଷେ ଚିକିସତ୍ା ଲାଗି ସେ ବୁର୍ଲା ଡାକ୍‌ତରଖାନାରେ ୧୫ ଦିନ୍‌ ଭରତି ହେଇ ଚିକିସତ୍ିତ ହେଲେ। ଏନ୍‌ତା ପରିସ୍ଥିତିରେ ଘରେ ଥିବାର ଦୁଇ ଅବିହାରି ଝି’ କୁଲି ମଜୁରି କରି ପରିବାର ଚଲାବାର ସଂଗେ ବାପର ଚିକିସତ୍ା ଖରଚ୍‌ ତୁଲଉଛନ୍‌। ଦଧିର ଚିକିସତ୍ା ଲାଗି ଜମିବାଡ଼ି ଯାହାଥିଲା ଗହନା କରି ପରିବାଟା ସରବ୍‌ସୁଅଁାତ ହେଇଯାଇଛନ୍‌। ତାକର ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ବି ରହିଛେ। ହେଲେ ଦଧି ଚିକିସତ୍ା ବେଲେ କାର୍ଡର କିଛି ଲାଭ ନାଇଁପାଇ। ଏନ୍‌ତା କି ତାହାକୁ ମାହାଲିଆ ଉଷୋକଷା ନାଇଁ ମିଲିଥିବାର ସେ ଅଭିଯୋଗ କରିଛନ୍‌। ଏହେଦେ ବି ରୋଗ୍‌ ଦାଉ ସାଧୁଛେ, ସେଥିରଲାଗି ଲାଗବରମସ କରି ସେ କଟକରେ ଚିକିସତ୍ା କରଉଛନ୍‌। ହେଲେ ଟଁକା ପଏସା ଅଭାବୁ ଉଷୋ ଘିନି ଖାଇ ନାଇଁପାରବାର। ସେନ୍‌ତା ଦଧି ଅଂଚଲର ଝନେ ନଁା କରା ସଂକୀରତନ କଳାକାର। ହେଲେ ତାହାକୁ ୬୦ ଟପିଥିଲେ ବି ଆଏଜତକ୍‌ କଳାକାର ଭତା ପାଏବାରୁ ବଁଚିତ ଅଛନ୍‌। ସୂଚନା ଅନ୍‌ସାରେ ଅମରପାଲି ଗଁାରେ ଦିନୁଦିନ୍‌କେ କିଡ଼୍‌ନୀ ରୋଗ୍‌ ବହପୁଛେ। ଇ ଦିଗେ ଅଭିଯୋଗ କଲେ ବି ସୁଆସ୍‌ତିଅ ବିଭାଗ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ବଛର କେତେଟା ଭିତରେ ଗଁାର ୧୦ରୁ ୧୫ ଝନ୍‌ କିଡ଼୍‌ନୀ ରୋଗ୍‌ରେ ମରି ସାରିଛନ୍‌, ଏହେଦେ ୪୦ରୁ ଅଧ୍‌କା ଲୋକ୍‌ ପୀଡ଼ିତ ଥିବାର ଜନାଯାଇଛେ। ଇ ଦିଗେ ଜିଲା ପରଶାସନ, ସୁଆସତିଅ ବିଭାଗ ଧିଆନ୍‌ ଦେଇ ଯେତେ ଜଲଦି ହେବା ପଦକ୍ଷେପ ନେବାର ସଂଗେ ଦଧିକେ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ଲକ୍ଷ ଦେଲା ଅରୁନ୍ଧତୀ ଗ୍ରୁପ୍‌

ବଲାଙ୍ଗୀର ଅଫିସ, ୨୯ା୩- ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ଏବେ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।...

ହେଲ୍‌ମେଟ୍‌, ନିରାପତ୍ତା ବେଲଟ୍‌ ଯାଞ୍ଚ:ଲୋକଙ୍କୁ ଫାଇନ୍‌: ପୋଲିସ କର୍ମଚାରୀଙ୍କୁ ଛାଡ଼

କୁତ୍ରା, ୨୧।୭ (ଡି.ଏନ.ଏ)-କୁତ୍ରା ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଦୁଇ ଚକିଆ ଯାନ ପାଇଁ ହେଲ୍‌ମେଟ୍‌ ଓ ଚାରିଚକିଆ ଯାନ ପାଇଁ ନିରାପତ୍ତା ବେଲଟ୍‌ ଯାଞ୍ଚ...

ସମ୍ବଲପୁର ପୋଲିସର ଅଭିନବ ପଦକ୍ଷେପ: ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପିସିଆର୍‌ ଭ୍ୟାନ୍‌, ବାଇକ୍‌ର ଶୁଭାରମ୍ଭ

ସମ୍ବଲପୁର, ୧୮।୧୨ (ବ୍ୟୁରୋ)- ସମ୍ବଲପୁର ଜିଲାପାଳ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛ। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ମହିଳା ପିସିଆର୍‌...

ନକଲି ସାର୍ଟିଫିକେଟରେ ୬ ଆବେଦନକାରୀ, ବଲାଙ୍ଗୀର ଲିଙ୍କ୍‌ ସନ୍ଦେହ

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଜିଲାରେ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ବିଭାଗରେ ଚାକିରି କରିବା ପାଇଁ ଆବେଦନ କରି ୬ଜଣ ଧରାପଡ଼ିଛନ୍ତି। ସେମାନଙ୍କ ନାମରେ ଟାଉନ ଥାନାରେ...

ରବିଧାନ କିଣା ଆରମ୍ଭ ହେଲା: ୩ ଲକ୍ଷ ୪୮ ହଜାର ୮୬୮ କୁଇଣ୍ଟାଲ କିଣା ହେବ

ନୂଆପଡା ଅଫିସ,୨୦ା୫: ବହୁ ପ୍ରତିକ୍ଷୀତ ୨୦୧୯ ରବି ଧାନ କିଣା ସୋମବାରଠାରୁ ଆରମ୍ଭ ହୋଇଛି । ଏହାକୁ ଜିଲାପାଳ ଡା.ପୋମା ଟୁଡୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ...

ଦେବଗଡ଼ରେ ଜବରଦଖଲ ଉଚ୍ଛେଦ ଜାରି

ଦେବଗଡ଼,୧୭।୭(ଡି.ଏନ୍‌.ଏ.): ଦେବଗଡ଼ ଜିଲା ପୌରାଞ୍ଚଳ ଅଧୀନ ସହରର ମୁଖ୍ୟ ମାର୍କେଟ ଡ୍ରେନ ଉପରେ ଥିବା ଦୋକାନ ଗୃହଗୁଡିକର ବୁଧବାର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ,ଦୀର୍ଘ...

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ସମସିଆ ଘେରରେ ଅତାବିରା ସରକାରୀ ବାଳିକା ହାଇସ୍କୁଲ:ଖରାରେ ସିଝୁଛନ୍‌, ବରଷାରେ ଭିଜୁଛନ୍‌ ଛାତ୍ରୀଛାତ୍ର

ଜାମଟିକ୍ରା, ୩୦।୬ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ସରକାରୀ ବାଳିକା ହାଇସ୍କୁଲ ଏହେଦେ ନାନା ସମସିଆ ଘେରରେ ରହିଛେ। ଇଠାନେ ୧ମରୁ ୧୦ମ ଶ୍ରେଣୀ ତକ୍‌...

Advertisement
Archives

Model This Week