ଥରିଲା ପାପୁଆ ନିଉ ଗିନି

ପୋର୍ଟ ମୋରସିବାୟ,୯।୨: ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ଏକ ଭୂକମ୍ପ ରବିବାର ସକାଳେ ପାପୁଆ ନିଉ ଗିନିରେ ଅନୁଭୂତ ହୋଇଛି। ଏଥିରେ ମୃତାହତ ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହାକୁ ନେଇ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର…

ପୋୟଙ୍ଗୟାଙ୍ଗ୍‌,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦୀର୍ଘ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ...

୫୦ କୋଟି ୟୁଜର୍ସଙ୍କ ତଥ୍ୟ ପ୍ରଘଟ

ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍‌ବୁକ୍‌। ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍‌ରେ ଘୂରି ବୁଲୁଥିବା...

ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍‌ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪...

ତାଲିବାନକୁ ବନ୍ଧୁତ୍ୱର ହାତ ବଢାଇଲା ଚାଇନା!

ବେଜିଂ,୧୬ ।୮: ଆଫଗାନିସ୍ତାନକୁ ତାଲିବାନ ତା’ ଅକ୍ତିୟାରକୁ ନେବା ପରଠାରୁ ସାରା ବିଶ୍ୱର ନଜର ତାଲିବାନ ଉପରେ । ଇତିମଧ୍ୟରେ ଆଫଗାନିସ୍ତାନରେ ଥିବା ତାଲିବାନ ସହ...

ଆମେରିକାରେ ଜାତୀୟ ଜରୁରୀ ସ୍ଥିତି

ଓ୍ବାଶିଂଟନ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୪୦୦ ଟପିଥିବାବେଳେ ପାଖାପାଖି ଦେଢ଼ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାକୁ ଯାଉଛି।...

ଜୋର୍ଡାନ ଯୁବରାଜ ଗୃହବନ୍ଦୀ

ଅମନ, ୫।୪: ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗରେ ତାଙ୍କ ସାବତ ଭାଇ ଯୁବରାଜ ହାମ୍‌ଜା ବିନ୍‌ ହୁସେନଙ୍କୁ...

ଡିସେମ୍ବରରେ ମୋଦି-ହାସିନା ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ/ଢାକା, ୧୯।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଳାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ ଡିସେମ୍ବରରେ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହେବ। ଏହା ଡିସେମ୍ବର...

ପିଲାଙ୍କୁ କରୋନା ଟିକା ଦେବାକୁ ଅନୁମତି ଦେଲା ଇସ୍ରାଏଲ

ଜେରୁଜେଲମ,୧୫ା୧୧: ବର୍ତ୍ତମାନ ୫ରୁ ୧୧ ବର୍ଷ ବୟସର ପିଲାମାନେ କରୋନା ଟିକା ନେଇପାରିବେ। ଏନେଇ ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ନଚ୍‌ମନ ଆୟଶ କହିଛନ୍ତି। ୫ରୁ...

Advertisement
Archives

Model This Week