Posted inଜାତୀୟ

ତ୍ରିରଙ୍ଗା ରାଲିରେ ଟ୍ରାଫିକ୍‌ କଣ୍ଟ୍ରୋଲ କଲେ ଓଓ୍ବାଇସି

ହାଇଦ୍ରାବାଦ,୧୧।୧: କିଛି ଦିନରୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ବିରୋଧ କରି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଓହ୍ଲାଉଥିବା ନଜର ଆସିଛି। ଇତିମଧ୍ୟରେ ଶୁକ୍ରବାର ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ତଥା ହାଇଦ୍ରାବାଦର ଏମ୍‌ପି ଅସଦୁଦ୍ଦିନ ଓଓ୍ବାଇସି ସିଏଏକୁ ବିରୋଧ କରି ଏକ ତ୍ରିରଙ୍ଗା ଯାତ୍ରା ବାହାର କରିଥିଲେ। ସେହି ସମୟରେ ହଜାର ହଜାର ସଂଖ୍ୟାରେ ଗାଡ଼ିମଟର ଜମା ହୋଇ ରାସ୍ତାରେ ଭିଡ଼ ଜମିଯାଇଥିଲା। ଏହାକୁ ଦେଖି ଓଓ୍ବାଇସି ନିଜେ ରାସ୍ତା ଉପରେ ଠିଆ ହୋଇ ଟ୍ରାଫିକ୍‌ କଣ୍ଟ୍ରୋଲ କରିଥିବା ଦେଖିବାକୁ ମିଳିଥିଲା। ଏଥିସହ ସେ ଏହି ଭିଡରୁ ଲୋକଙ୍କୁ ବଞ୍ଚାଇଥିଲେ। ଏହାଦ୍ୱାରା ଗୋଟିଏ ପଟେ ତାଙ୍କର ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଲୋକଙ୍କୁ ଟ୍ରାଫିକ୍‌ ଭିଡ଼ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏହିସବୁ ଜିଲାରେ ୨୬ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାରଣ

ହାପୁର,୨୫।୭: ଏବେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ କାଉଡିଆ ଯାତ୍ରା ଚାଲିଛି। ଏହି ସମୟରେ ପ୍ରଶାସନ କାଉଡିଆ ଯାତ୍ରା ମାର୍ଗରେ ସୁରକ୍ଷାକୁ କଡାକଡି କରିଛି। ଏଥିସହ ଯାତ୍ରା...

ଟେନଶନ ବଢାଇଲା ରାଜ ଠାକରେଙ୍କ ବୟାନ, କହିଲେ ମେଣ୍ଟ ଉପରେ ନାହିଁ ଭରସା

ମୁମ୍ବାଇ,୨୫।୭: କିଛି ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ରାଜ୍ୟରେ ନିର୍ବାଚନ ରାଜନୀତିର ଚେସବୋର୍ଡ ଲଗାଯିବା ଆରମ୍ଭ ହୋଇଛି। ବର୍ତ୍ତମାନ...

ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ,୨୫।୭: କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଏକ ଫୁଟବଲ ପଡ଼ିଆ ଉପରେ ଆକ୍ରମଣ କରିଥିଲା। ଦକ୍ଷିଣ-ପଶ୍ଚିମ କଲମ୍ବିଆର ଏକ ଫୁଟବଲ ପଡିଆରେ ଡ୍ରୋନ...

ବିହାର-ଆନ୍ଧ୍ର-ଓଡ଼ିଶା ଭଳି ରାଜ୍ୟ କାହିଁକି ଦାବି କରୁଛନ୍ତି ସ୍ବତନ୍ତ୍ର ମାନ୍ୟତା; ଏଥିଲାଗି ମାନଦଣ୍ଡ କ’ଣ? ମିଳିଥାଏ କେଉଁ ସୁବିଧା…

ନୂଆଦିଲ୍ଲୀ,୨୫।୭: ବଜେଟ ୨୦୨୪ରେ ବିହାର ଏବଂ ଆନ୍ଧ୍ରପ୍ରଦେଶ ଲାଗି ସ୍ବତନ୍ତ୍ର ଘୋଷଣା ହେବା ପରେ ‘ସ୍ବତନ୍ତ୍ର ରାଜ୍ୟ ମାନ୍ୟତା’ ଚର୍ଚ୍ଚାକୁ ଆସିଛି। ଏହାକୁ ନେଇ ରାଜନୀତି...

ବଦଳିବ ରାଷ୍ଟ୍ରପତି ଭବନର ଦରବାର ହଲ୍‌, ଅଶୋକ ହଲ୍‌ର ନାମ, ରହିବ ଏହି ନାଁ…

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଭବନର ଦରବାର ହଲ୍‌ ଏବଂ ଅଶୋକ ହଲ୍‌ର ନାମ ପରିବର୍ତ୍ତନ କରାଯାଇଛି। ଦରବାର ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଗଣତନ୍ତ୍ର ମଣ୍ଡପ’ ଏବଂ...

ନିଜ ଦଳର ଏମ୍‌ପିଙ୍କୁ ତାଗିଦ୍‌ କଲେ କ୍ୟାବିନେଟ୍‌ ମନ୍ତ୍ରୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୭: ଭାଜପା ଏମ୍‌ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ଲୋକ ସଭାରେ ହଟ୍ଟଗୋଳ ଲାଗିରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ଅଭିଜିତଙ୍କୁ କ୍ଷମା ମାଗିବାକୁ ଦାବି...

ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ ଘଟଣା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଭବ କୁମାର

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ କରିଥିବା ବିଭବ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୧୨ରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

କେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା: ନ୍ୟାୟିକ ହେପାଜତ ଅଗଷ୍ଟ ୮ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସମସ୍ୟା ଦୂର ହେବାର ନାଁ ଧରୁନି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ ଆଭେନ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri