ତେଲେଙ୍ଗାନାରେ ବଁଧା ପଡ଼ିଛନ୍‌ ୧୮ ଦାଦନ ଶ୍ରମିକ

ପର୍ଲା, ୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଲରେ ଦିନୁଦିନ୍‌କେ ଦାଦନ ସମସିଆ ବଢ଼ତେଲ ଯାଉଛେ। ଦାଦନ ସମସିଆର ସଂଗେ ଯୁଝବାର ଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଥିଲେ ବି କିଛି କାମ୍‌ ନାଇଁଦେବାର। ଶ୍ରମିକମାନେ ଟଁକା ଲୋଭ୍‌ରେ ଦାଦନ ଦଲାଲକଁର ଝଁାସେ ପଡ଼ି ହଇରାନ ହରକତ୍‌ ହେଉଛନ୍‌। ଏହେଦେ ଦଣ୍ଡପାଟ ଅଂଚଲର ଭିନେ ଭିନେ ଗଁାର ୧୮ରୁ ଅଧ୍‌କା ଦାଦନ ଶ୍ରମିକ ତେଲେଙ୍ଗାନାର ପଏଦାପାଲି ଜିଲା କରିମନଗରରେ ବଁଧକ୍‌ ପଡ଼ିଥିବାର ଜନାଯାଇଛେ। ବଁଧା ପଡ଼ିଥିବାର ଶ୍ରମିକମାନକୁ ଉଧାର କରବାର ଲାଗି ତାକର ପରିବାର ଲୋକ୍‌ମାନେ ଧର୍ମଗଡ଼ ଉପଜିଲାପାଳକଁରନେ ଫେରାଦ ହେଇଥିବାର ଜନାପଡ଼ିଛେ।
ସୂଚନା ଅନ୍‌ସାରେ ନୂଆପଡ଼ା ଜିଲାର ଝନେ ଦାଦନ ଦଲାଲ ବିଶ୍ୱମ୍ବର ଧଅରପୁର ଗଁାର ରାଜମୋହନ ପରାଭୋଏ (୨୪), ତାକର ମାଏକିନା ଭବାନୀ (୨୨), ଜଗତା ନନ୍ଦ (୫୫), ତାକର ମାଏକିନା ପ୍ରେମଶିଳା (୫୨), ଗାୟତ୍ରୀ ପରାଭୋଏ (୧୪), ଭଗବାନ ପରାଭୋଏ (୪), ଆମ୍ବପାଣି ଥାନା ଅଧୀନ ଭୁର୍ଷାଗୁଡ଼ାର ଖିଡି ପରାଭୋଏ (୬୦), ତାକର ମାଏକିନା କୁମାରି ପରାଭୋଏ (୫୮), ଫଗଣୁ ପରାଭୋଏ (୩୦), ଦ୍ରୌପଦୀ ପରାଭୋଏ (୨୭), ଉମାକାନ୍ତ ପରାଭୋଏ (୧୨), ଯଶୋଦା ପରାଭୋଏ (୨) ସମେତ ଧର୍ମଗଡ଼ ଥାନା ଅଧୀନ ତେନ୍ତୁଳିଆ ପଡ଼ାର କେତେ ଦାଦନ ଶ୍ରମିକୁଁ ନେଇ ସେଠାନେ ଝନେ ଦାଦନ ସରଦାର ନରେଶ ସେଠ୍‌ ପାସେ ଛାଡ଼ି ଆସିଥିଲେ। ସେଠାନେ ଇ ଦାଦନ ଶ୍ରମିକମାନକୁ ଦିନକ ୧୨ରୁ ୧୮ ଘଁଟା ତକ୍‌ ଇଟା ଗଢ଼ା କାମ୍‌ରେ ଖଟାଯାଉଛେ। ଶ୍ରମିକମାନେ ଇତାର ପରତିବାଦ୍‌ କଲେ ସେମାନକୁ ଗାଲିଗୁଲଜ, ମାଡ଼ ମାରାଯାଉଥିବାର ଅଭିଯୋଗ ହେଇଛେ। ସେନ୍‌ତା ମାଲିକ ଶ୍ରମିକମାନକୁ ବଁଧକ କରି ରଖଲା ଲେଖେଁ ରଖିଛେ ବଲି ସେଠାନୁ ଅକଲ କରି ପଲେଇ ଆସିଥିବାର ଶ୍ରମିକ ରାଜମୋହନ କହିଛନ୍‌। ରାଜମୋହନ ନିଜର ଅଜାଆଈର ସଂଗେ ଗଲା ୩ ତାରିଖ ଧର୍ମଗଡ଼ ଉପଜିଲାପାଳକଁୁ ବାକି ଶ୍ରମିକ ଭାଇମାନକୁ ଉଧାର କରବାକେ ଗୁହାରି କରିଛନ୍‌। ଇ ବାବ୍‌ଦେ ସହକାରୀ ଶ୍ରମ ଅଧ୍‌କାରୀ ଜୟନ୍ତ କୁମାର ପଣ୍ଡାକୁଁ ପଚ୍‌ରାଲାରୁ ସେ ତେଲେଙ୍ଗାନା ଲିଆସନିଙ୍ଗ ଅଧ୍‌କାରୀ ଟି.ରମେଶକଁର ସଂଗେ କଥା ହେଇଛେଁ। ସେଠାନର ଲେବର କମିଶନକଁର ସହଯୋଗରେ ଅଟକ ଥିବାର ଦାଦନ ଶ୍ରମିକମାନକୁ ବହୁତ୍‌ ଜଲ୍‌ଦି ଉଧାର କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri