Posted inଖେଳ

ତେନ୍ଦୁଲକର ସ୍ବାର୍ଥ ନିହିତ ମାମଲାରୁ ମୁକ୍ତ

ନୂଆଦିଲ୍ଲୀ, ୨୮ା୫ (ପି.ଟି.)- କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ରେ ରହିବେ ନାହି ବୋଲି ସଚିନ ତେନ୍ଦୁଲକର କହିବା ପରେ ସେ ସ୍ବାର୍ଥ ନିହିତ ମାମଲାରୁ ମୁକ୍ତି ପାଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଜଷ୍ଟିସ ଡି.କେ. ଜୈନ କ୍ରିକେଟ ଆଇକନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ରଦ୍ଦ କରିଦେଇଛନ୍ତି। ତେନ୍ଦୁଲକର କହିଛନ୍ତି ବିସିସିଆଇ ସିଏସି ସଦସ୍ୟ ପଦବୀ ପାଇଁ ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ ସ୍ଥିର କରିବା ପରେ ସେ ଏଥି ସହିତ ସମ୍ପୃକ୍ତ ରିବେ କି ନା ତାହାସ୍ଥିର କରିବେ। ଜୈନ ଯିଏକି ବିସିସିଆଇର ଓମ୍ବୁଡ୍‌ସମ୍ୟାନ ମଧ୍ୟ, ସେ କହିଛନ୍ତି ତେନ୍ଦୁଲକର ତାଙ୍କ ଆଇନ ପରାମର୍ଶଦାତା ଅମିତ ସିବଲଙ୍କ ଜରିଆରେ, ଯାହା କହିଛନ୍ତି, ମାମଲାକୁ ଖାରଜ କରିବାରେ ତାହା ଯଥେଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ କ୍ରିକେଟ୍‌ର ସବୁଠୁ ଦ୍ରୁତତମ ଶତକ ହାସଲ କରିଥିଲେ ଏହି କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ପାଇଁ ଆଜି ଏକ ବିଶେଷ ଦିନ। ସେ ୧୯୯୬ର ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ଇନିଂସ ଖେଳିଥିଲେ।...

ଟସ୍‌ ଜିତିଲା ଆରସିବି

ବେଙ୍ଗାଲୁରୁ,୨।୪: ଆଇପିଏଲର ପଞ୍ଚମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଭେଟୁଛି। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ...

ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ

ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ...

ପରିବାର ସଦସ୍ୟଙ୍କ ବିୟୋଗ ଯୋଗୁ ଟେଷ୍ଟ ପଦାର୍ପଣରୁ ବଞ୍ଚିତ ହେଲେ ଏହି ବ୍ୟାଟ୍ସମ୍ୟାନ

ସାଉଥାମ୍ପଟନ, ୧୧।୮: ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ପୂର୍ବରୁ ଷ୍ଟାର୍‌ କ୍ରିକେଟର୍‌ ବେନ୍‌ ଷ୍ଟୋକ୍ସ...

ଇଂଲଣ୍ଡ ସିରିଜ ବିଜୟୀ

ମାଞ୍ଚେଷ୍ଟର, ୨୨।୭-  ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ସୁମିତ୍‌ଙ୍କୁ ଅଲିମ୍ପିକ କୋଟା

ସୋଫିଆ (ବୁଲଗେରିଆ), ୮ା୫ (ପି.ଟି.)-ଏଠାରେ ଚାଲିଥିବା ବିଶ୍ୱ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ୧୨୫ କେଜି ଶ୍ରେଣୀର ଫାଇନାଲରେ ପ୍ରବେଶ କରିବା ଦ୍ୱାରା ସୁମିତ୍‌ ମଲିକ ଭାରତର ଚତୁର୍ଥ...

ବିଶ୍ୱ ରେକର୍ଡ ସମକକ୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ, ଭାଙ୍ଗିବ ୧୭ ବର୍ଷ ତଳର କୀର୍ତ୍ତିମାନ

ବ୍ରିସବେନ୍‌, ୭।୧୦: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଆଲାନ୍‌...

ଭାରତୀୟ ଦଳର ବିଜୟ ପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମାବାଦ,୧୮।୮ : ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ୧୫୧ ରନ୍‌ରେ ଇଂଲଣ୍ଡକୁ ହରାଇବା ପରେ ଟିମ୍‌ ଇଣ୍ଡିଆକୁ ବହୁ ପୂର୍ବତନ ଖେଳାଳି ପ୍ରଶଂସା...

Advertisement
Archives

Model This Week