ତୁର୍କୀରୁ ୪ ଯୁଦ୍ଧପୋତ କିଣିବ ପାକିସ୍ତାନ

ଇସଲାମାବାଦ୍‌,୧।୧୦: ପାକିସ୍ତାନ ତୁର୍କୀରୁ ୪ଯୁଦ୍ଧପୋତ କିଣିବ। ଇତିମଧ୍ୟରେ ଯୁଦ୍ଧପୋତର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟପ୍‌ ୨ ଦିନ ତଳେ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି। ୨୦୧୮ ଜୁଲାଇରେ ପାକିସ୍ତାନ ଏନେଇ ତୁର୍କୀ ସହିତ ଚୁକ୍ତି କରିଥିଲା। ଏହି ମିଲ୍‌ଜେମ୍‌ ଶ୍ରେଣୀର ଯୁଦ୍ଧପୋତର ଲମ୍ବ ୯୯ ମିଟର ରହିଛି। ଏହା ୨୪ ଶହ ଟନ୍‌ ଭାର ବୋହିନେବାକୁ ସକ୍ଷମ। ଏହାର ଘଣ୍ଟା ପ୍ରତି ବେଗ ୨୯ ନ୍ୟୁଟିକାଲ୍‌ ମାଇଲ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସଙ୍କଟ ମୁକାବିଲା କରିବାରେ ପାକିସ୍ତାନ ବିଫଳ: କରାଚି ବନ୍ଦରରେ ଅଟକି ରହିଲା ହଜାର ହଜାର ଖାଦ୍ୟ ସାମଗ୍ରୀ କଣ୍ଟେନର

ଇସଲାମାବାଦ,୧୩ା୧: ଗହମ ଅଭାବ ମଧ୍ୟରେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା ଦେୟ ଦେବାକୁ ଅନିଚ୍ଛା ପ୍ରକାଶ କରି କରାଚି ବନ୍ଦରରେ ହଜାର ହଜାର ପରିବହନ ସାମଗ୍ରୀକୁ...

ଲାହୋର ହସ୍ପିଟାଲରେ ଅଗ୍ନିକାଣ୍ଡ, ବହୁ ଔଷଧ ଜଳିଗଲା…

ଲାହୋର, ୪।୬ : ଶନିବାର ପାକିସ୍ତାନର ଲାହୋରର ଗୁଲବର୍ଗର ଶିଶୁ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୃତୀୟ ମହଲାରେ ଥିବା ଫାର୍ମାସି ଗୋଦାମରେ...

ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବା ସମ୍ଭାବନା: ଡବ୍ଲ୍ୟୁଏଚ୍‌ଓର ବଢ଼ିଲା ଚିନ୍ତା

ଜେନେଭା,୧୮ା୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ୭୩ତମ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନ ସ୍ବିଜରଲାଣ୍ଡ୍‌ର ଜେନେଭାଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୧୬ ଦେଶ...

କଶ୍ମୀରରେ ବହୁ ପରିମାଣର ସୁରକ୍ଷାକର୍ମୀଙ୍କୁ ଦେଖି ଟ୍ରମ୍ପଙ୍କୁ ଗୁହାରି କଲେ ଇମ୍ରାନ୍‌

ଇସଲାମାବାଦ,୫।୮: ଜମ୍ମୁ-କଶ୍ମୀରରେ ବହୁ ପରିମାଣରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହା ଉପେର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ...

ନିର୍ବାଚନ ଲଢ଼ିବେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌, ୩୧ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍‌ ୨୦୨୪ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଛନ୍ତି। ସେ କ୍ଷମତାକୁ ଆସିଲେ ୨୦୨୧ ଜାନୁୟାରୀ ୬ରେ ହୋଇଥିବା...

ପ୍ରୀତି ସୁଦନ ଡବ୍ଲୁଏଚ୍‌ଓର ସ୍ବତନ୍ତ୍ର ଦଳରେ ସାମିଲ

ଜେନେଭା/ନୂଆଦିଲ୍ଲୀ, ୬।୯: ପୂର୍ବତନ ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ସ୍ବତନ୍ତ୍ର ଦଳରେ ସାମିଲ ହୋଇଛନ୍ତି। କରୋନା ମହାମାରୀର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା...

ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାନ ସହିତ ବୁଝାମଣା ପାଇଁ ରାଜି…

କାବୁଲ,୬।୯: ଆଫଗାନିସ୍ତାନର କାବୁଲର ଉତ୍ତରରେ ଥିବା ପଞ୍ଜଶିର ଉପତ୍ୟକାରେ ତାଲିବାନ ବାହିନୀକୁ ବିରୋଧ କରୁଥିବା ଆଫଗାନିସ୍ତାନ ବିରୋଧୀ ଦଳର ନେତା ଯୁଦ୍ଧ ବନ୍ଦ କରିବା ସହିତ...

ଆଫଗାନ ମହିଳାଙ୍କ ପାଇଁ ଦ୍ୱାର ଖୋଲିଲା ଇରାନ ବିଶ୍ୱବିଦ୍ୟାଳୟ,ଘୋଷଣା କଲା ଛାତ୍ରବୃତ୍ତି…

ତେହେରାନ,୪।୧ : ଆଫଗାନରେ ତାଲିବାନ ଶାସକ ମହିଳାଙ୍କ ଉଚ୍ଚଶିକ୍ଷା ନେଇ ପ୍ରତିବନ୍ଧକ ଘୋଷଣା କରିବା ପରେ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି।...

Advertisement
Archives

Model This Week