ଡ୍ରପ୍‌ଲେଟ୍‌ କମ୍ପ୍ୟୁଟର

କମ୍ପ୍ୟୁଟର ପାଣିରେ ଚାଲିବ-ଏକଥାକୁ ଅନେକେ ହୁଏତ ବିଶ୍ୱାସକରି ନ ପାରନ୍ତି। ହେଲେ ଏହା ସତ। ଦୀର୍ଘ ୫ବର୍ଷ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞ ମାନେ ଏଭଳି ଏକ ହାଇଟେକ୍‌ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି। ଗୋଟିଏ ଇଲେକ୍ଟ୍ରୋନିକ୍‌ କମ୍ପ୍ୟୁଟର ଯେତିକି କାମ କରିପାରିବ ଏହି ନୂଆ କମ୍ପ୍ୟୁଟର ମଧ୍ୟ ଠିକ୍‌ ସେତିକି କାମ ଅନାୟାସରେ କରିପାରିବ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଉକ୍ତ କମ୍ପ୍ୟୁଟର ନାମ ‘ଡ୍ରପ୍‌ଲେଟ୍‌ କମ୍ପ୍ୟୁଟର’ ଦିଆଯାଇଛି। ଏହା ଭିତରେ ଥିବା ଜଳବିନ୍ଦୁର ଚୁମ୍ବକୀୟ ଗୁଣ ରହିଛି, ଯାହା କମ୍ପ୍ୟୁଟର ଚଲାଇବାକୁ ଶକ୍ତି ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି...

କ୍ୟାନସର ଆଶଙ୍କା ହ୍ରାସ କରେ ପିଆଜ, ରସୁଣ

ପିଆଜ, ରସୁଣ ଏବଂ ପିଆଜ ପ୍ରଜାତିର ବିଭିନ୍ନ ପରିବା ସେବନ ଦ୍ୱାରା ଉଦର ଏବଂ ମଳାଶୟ କ୍ୟାନସର୍‌ ଆଶଙ୍କା ହ୍ରାସ ପାଇଥାଏ। ନିକଟରେ ହୋଇଥିବା ଏକ...

ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ...

ପ୍ରାକୃତିକ ଉପାୟରେ କେଶ କଳା କରିବାକୁ ଚାହୁଁଥିଲେ

କେଶ ଧଳା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ବର୍ତ୍ତମାନ ଏହି ସମସ୍ୟା ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ମଧ୍ୟ ଦେଖାଯାଉଛି। ତେବେ...

ଅତ୍ୟଧିକ ପରଫ୍ୟୁମ୍‌ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି

ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି। ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍‌ ଶରୀର ପାଇଁ...

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଦାୟୀ ଜଙ୍କ୍‌ଫୁଡ୍‌

ଯଦି ଆପଣଙ୍କୁ ଜଙ୍କ୍‌ ଫୁଡ୍‌ ଖାଇବା ପସନ୍ଦ ଥାଏ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶରୀରରେ ଚର୍ବି ବୃଦ୍ଧି କରିବା ସାଙ୍ଗକୁ ଆଣ୍ଠୁ ଗଣ୍ଠି...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

ଓଲଟା ପ୍ୟାଣ୍ଟ ଫ୍ୟାଶନ

ବଦଳୁଛି ଫ୍ୟାଶନ୍‌ର ପରିଭାଷା। ପ୍ରତିଦିନ ଆସୁଛି ନୂଆ ନୂଆ ଫ୍ୟାଶନ। ବେଳେବେଳେ ତ ଫ୍ୟାଶନ ନାଁରେ ଏଭଳି ପୋଷାକ ସବୁ ଆସୁଛି ଯାହା ଲାଗେ ବେଶ୍‌...

Coronavirus Update

Archives

Model This Week

Why Dharitri