Posted inଜାତୀୟ

ଡାକ୍ତରଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଗୋଟିଏ ପଟେ ଡାକ୍ତରଙ୍କ ଆନ୍ଦୋଳନ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ସେଠାରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ମିଳିଛି। ଅଧିକ ଦରମା ଓ ଅନ୍ୟାନ୍ୟ ଅନେକ ଦାବି ନେଇ ଶିକ୍ଷକମାନେ କୋଳକାତା ସ୍ଥିତ ବିକାଶ ଭବନ ବାହାରେ ଆନ୍ଦୋଳନ କରିଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାରଠାରୁ କୋଲକାତାରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିବା ପରେ ସେଠାରେ ରୋଗୀ ସେବା ବ୍ୟାହତ ହୋଇଛି। ଏହାକୁ ନେଇ ସୋମବାର ସାରା ଦେଶରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ପରିସ୍ଥିତି ଜଟିଳ ହୋଇ ପଡିଛି। ରୋଗୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ...

ଏନ୍‌ସିପିରେ ପୁଣି ଟୁଇଷ୍ଟ୍‌: ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କଲେ ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାଓ୍ବାର ପୁତୁରା ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କରିଛନ୍ତି। ସେ (ଅଜିତ ପାୱାର)...

ବିଦେଶରେ କରୋନା ନେଲାଣି ୩୭୩ ଭାରତୀୟ ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ, ୨୧।୯: ବିଦେଶରେ ରହୁଥିବା ୧୧ ହଜାର ୬୦୦ରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୩ ଜଣଙ୍କ...

ଭାରତୀୟ ସମ୍ପତ୍ତିକୁ ଜବତ କରିବା ଖବରକୁ ଖଣ୍ଡନ କଲେ ସରକାର, ଫ୍ରାନ୍ସ ଅଦାଲତରୁ ମିଳିନି କୌଣସି ନିର୍ଦ୍ଦେଶ

ନୂଆଦିଲ୍ଲୀ,୮ ।୭: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସହ ଟିକସ ବିବାଦରେ ଫ୍ରାନ୍ସ କୋର୍ଟ ବ୍ରିଟେନର କେର୍ନ ଏନର୍ଜି ସପକ୍ଷରେ ରାୟ ଦେଇଛନ୍ତି । ବ୍ରିଟେନର...

ଦୂରବୀକ୍ଷଣ ଯନ୍ତ୍ର ନୁହେଁ, ଚଷମା ଲଗାନ୍ତୁ ଶାହା

ଲକ୍ଷ୍ନୌ,୩୧।୧୦:ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଆରମ୍ଭ ହୋଇଛି। କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ...

ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ସେ ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ଭାରତୀୟ ସେନା ହସ୍ପିଟାଲ...

ତାଜମହଲ ବନ୍ଦ କୋଠରୀରେ କେତେ ମୂର୍ତ୍ତି ରହିଛି ? ଉତ୍ତର ଦେଲା ଏଏସଆଇ…

ଆଗ୍ରା, ୪।୭ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଆଗ୍ରାର ବିଶ୍ୱ ପ୍ରସିଦ୍ଧ ତାଜମହଲର ଏକ ପ୍ରାଚୀନ ମନ୍ଦିର ଏବଂ ଏହାର ବନ୍ଦ କୋଠରୀରେ...

କୁପଓ୍ବାରାରେ ବିସ୍ଫୋରଣ: ଜଣେ ଯବାନ ଆହତ

ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୋମବାର ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେନା ଯବାନ ଆହତ ହୋଇଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ନିକଟରେ ପିମ୍ପଲ ପୋଷ୍ଟ...

Advertisement
Archives

Model This Week