ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଧନିଆ ପତ୍ର ପାଣି

ତରକାରୀ ହେଉ କି ସାଲାଡ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ରର ଆବଶ୍ୟକତା ପଡିଥାଏ। କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ, ଶରୀର ପାଇଁ ମଧ୍ୟ ଉପକାରୀ ଧନିଆ ପତ୍ର। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ବିଟା କ୍ୟାରୋଟିନ, ଭିଟାମିନ ସି ଭରପୂର ମାତ୍ରାରେ ଥାଏ। ଧନିଆ ପତ୍ର ପାଣି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥାଏ। ଏହା ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଧନିଆ ପତ୍ରକୁ ରାତିସାରା ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଉକ୍ତ ପାଣିକୁ ପିଇଲେ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ ରହେ। ଧନିଆ ପତ୍ରରେ ଲିନୋଲେଇକ ଏସିଡ ରହିଛି। ଏହା ରକ୍ତରେ କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ। ଧନିଆ ପତ୍ରରେ ଅଧିକ ମାତ୍ରାରେ ଆଇରନ ରହିଛି। ଏହା ଆନିମିୟା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାକୁ ହେଲେ ଯୋଗ କରନ୍ତୁ

ଯୋଗ କରିବା ଦ୍ୱାରା ଶରୀରର ଓଜନ କମାଇପାରିବେ। ଏଥିସହ ଆପଣ ହେଲ୍‌ଦୀ ଡାଏଟ୍‌ ନିଅନ୍ତୁ। ଏହା ଆପଣଙ୍କ ଓଜନ କମାଇବା, ମସ୍ତିଷ୍କ ଓ ଶରୀର ସୁସ୍ଥ...

କେବଳ ଏହିସବୁ ଛୋଟ ଅଭ୍ୟାସ କରିଦିଏ ଦରିଦ୍ର: ଜାଣନ୍ତୁ କେଉଁ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

ଖରାପ ସମୟ ଦେଇ ଗତି କରୁଛନ୍ତି କି? ଚାଣକ୍ୟଙ୍କ ଏହି ୩ କଥା ମାନିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…

ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ।...

ମସ୍ତିଷ୍କ ସକ୍ରିୟକାରୀ କ୍ରିୟା

ମସ୍ତିଷ୍କ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବା ସହ ଖୁସିରେ ରହେ। କାରଣ ମଣିଷର ସବୁ ଗତିବିଧିକୁ ମସ୍ତିଷ୍କ ହିଁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଏହାକୁ...

କରୋନା ଭାଇରସ୍‌ ପ୍ରତିଷେଧକ ଟିକା

”କରୋନା ଭାଇରସ୍‌ର ସଫଳ ମୁକାବିଲା କରିବା ନିମନ୍ତେ ପ୍ରତିଷେଧକ ଟିକା ହିଁ ଏକ ମାତ୍ର ଫଳପ୍ରଦ ବ୍ୟବସ୍ଥା । ଏହି ଭାଇରସ୍‌ର ଆବିର୍ଭାବର ମାତ୍ର ଅଳ୍ପ...

ଭାକ୍ସିନ୍‌ ନେଲେ ବି ମାସ୍କ୍‌ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…

ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...

ଦୀର୍ଘାୟୁ ଜୀବନ ଅନ୍ତରାଳେ…

”ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ...

Advertisement
Archives

Model This Week