Posted inଫୁରସତ

ଟ୍ରାନ୍ସପରେଣ୍ଟ କଫି

କଫି ସମସ୍ତେ ପିଇଥିବେ, ଆଉ ତାର ରଙ୍ଗ କିପରି ଜାଣିଥିବେ। ହେଲେ ଏଠାରେ ଯେଉଁ କଫି କଥା କୁହାଯାଉଛି ତାହା ଦେଖିବାକୁ ଜଳ ପରି ସ୍ବଚ୍ଛ। କିନ୍ତୁ ପିଇଲେ ତା’ର ସ୍ବାଦ କୋଲ୍ଡ ବ୍ରିଉ ପରି। ଏହାକୁ ତିଆରି କରିଛନ୍ତି ସ୍ଲୋଭାକିଆର ଦୁଇ ଭାଇ ଡେଭିଡ ଓ ଆଦାମ ନେଗି। ସେମାନେ ଉଚ୍ଚମାନର ଆରାବିକା କଫି ବିନ୍ସରେ ଏକ ଗୁପ୍ତ ପଦ୍ଧତି ଆପଣେଇ ତାକୁ୍‌ ସ୍ବଚ୍ଛରେ ରୂପାନ୍ତରିତ କରିଛନ୍ତି। ଏହାକୁ ପିଇଲେ ଦାନ୍ତରେ କିମ୍ବା କପଡାରେ ପଡିଲେ ବି ଦାଗ ହୋଇ ନ ଥାଏ। ଏହାର ନାମ ‘ସିଏଲ୍‌ଆର ସିଏଫ୍‌ଏଫ୍‌’ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri