ଟ୍ରାଡିଶନାଲ ଓ ଓ୍ବେଷ୍ଟର୍ନ ସ୍ବେଟର୍ସ

ସାଧାରଣତଃ ନିଜକୁ ଉଷୁମ ରଖିବା ପାଇଁ ଅନେକେ ରଙ୍ଗ ବେରଙ୍ଗ ଷ୍ଟାଇଲିଶ୍‌ ସ୍ବେଟର୍ସ ପରିଧାନ କରିଥାନ୍ତି । ଏହା ସହ ଆମର ଲୁକ୍‌କୁ ମଧ୍ୟ ପରଫେକ୍ଟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଥଣ୍ଡା ବଢ଼ିବା ସହିତ ଗରମ କପଡାର ଡିଜାଇନ୍‌ ପ୍ୟାଟର୍ନ ଲଗାତର ଚେଞ୍ଜ ହୋଇଥାଏ, ଯେଉଁଥିରେ ଫର୍ମାଲ ଓ ପାର୍ଟିଓ୍ବେର ଦୁଇଟି ସାମିଲ୍‌ ଅଛି। ଏଠାରେ ଆପଣଙ୍କୁ କେତୋଟି ଷ୍ଟାଇଲିଶ ସ୍ବେଟର୍ସ ଜ୍ୟାକେଟ୍ସକୁ ପିନ୍ଧି ପାରିବେ …

ଲଙ୍ଗ ସ୍ବେଟର୍ସ: ଆଗରୁ ଅଣ୍ଟା ପର୍ଯ୍ୟନ୍ତ ସ୍ବେଟର ଫ୍ୟାଶନରେ ଥିଲା। ଏବେ କିନ୍ତୁ ଲଙ୍ଗ ସ୍ବେଟର ଟ୍ରେଣ୍ଡ ଚାଲିଛି। ଲଙ୍ଗ ସ୍ବେଟର୍ସକୁ ସାଧାରଣତଃ ଝିଅମାନେ ଜିନ୍ସ ଓ ଟ୍ରାଉଜର୍ସ ସହିତ ଟିମ୍‌ଅପ୍‌ କରିବା ପସନ୍ଦ କରୁଛନ୍ତି। କାହିଁକି ନା ଏହା ଟପ୍‌ ଓ ଶର୍ଟସ ପରି କାମ କରିଥାଏ।
ପକେଟ୍‌ ଡିଜାଇନ୍‌ ସ୍ବେଟର : ଆଜିକାଲି ବଜାରରେ ଶାର୍ଟ ଭଳି ସ୍ବେଟରରେ ମଧ୍ୟ ପକେଟ୍‌ ରହୁଛି। ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ପକେଟ୍‌ ରହିବା ଯୋଗୁ ହାତକୁ ଆମେ ଥଣ୍ଡା ଦାଉରୁ ରକ୍ଷା କରିବା ସହ ଏଥିରେ ମୋବାଇଲ୍‌, ଛୋଟ ଛୋଟ ଜିନିଷକୁ କ୍ୟାରି କରିବାରେ ସୁବିଧା ହୋଇଥାଏ।
ଶର୍ଟ ସ୍ବେଟର : ଯଦି ଆପଣ ଶାଢ଼ୀ କିମ୍ବା ସୁଟ୍‌ ପିନ୍ଧିବାକୁ ପସନ୍ଦ କରୁଥାନ୍ତି ତେବେ ଶର୍ଟ ସ୍ବେଟର ସବୁୁଠୁ ଭଳ ଅପଶନ୍‌ ହୋଇଥାଏ।
ଟ୍ରେଞ୍ଚ କୋର୍ଟ : ଇଭିନିଂ ପାର୍ଟିରେ ଯଦି ଆପଣ ସ୍ଲିର୍ବ୍‌ସ ଡ୍ରେସ ପିନ୍ଧିବାକୁ ମନ ବଳାଇଛନ୍ତି ତେବେ ଆପଣ ଏହାକୁ ଟ୍ରେଞ୍ଚକୋର୍ଟ,ଡେନିମ୍‌ ଜ୍ୟାକେଟ୍‌,ସାମ୍ନା ବଟନ ଥିବା ସଲିଡ୍‌ ଉଲେନ୍‌ ସ୍ବେଟର୍ସ ସହିତ ପିନ୍ଧିପାରିବେ।
ଫ୍ରଣ୍ଟ ଓପନ୍‌ ସ୍ବେଟର୍ସ : ନର୍ମାଲ ସ୍ବେଟର ପରି ଫ୍ରଣ୍ଟ ଓପନ ସ୍ବେଟର ବି ଝିଅମାନଙ୍କୁ ବହୁତ ପସନ୍ଦ ଆସିଥାଏ। କାହିଁକି ନା ଏହାକୁ କ୍ୟାରି କରିବା ବି ସହଜ ହୋଇଥାଏ। କାରଣ ଗରମ ଲାଗିଲେ ଏହାକୁ ଫ୍ରଣ୍ଟ ଓପନ କରି ପାରିବେ। ଫ୍ରଣ୍ଟ ଓପନ୍‌ ସ୍ବେଟରକୁ ଆପଣ ସୁଟ୍‌, ଶାଢ଼ୀ ବ୍ୟତୀତ ଜିନ୍ସ ସହିତ ସହଜରେ କ୍ୟାରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?