Posted inଫୁରସତ

ଟିପ୍ସ: ସୁରକ୍ଷିତ ସୋଶିଆଲ ସାଇଟ୍‌ସ ପାଇଁ….

* ସର୍ବଦା ନିଜର ସୋଶିଆଲ ସାଇଟ୍ସ୍‌ ପାଇଁ ଷ୍ଟ୍ରଙ୍ଗ ପାସଓ୍ବାର୍ଡ ବ୍ୟବହାର କରନ୍ତୁ।
* ପାସଓ୍ବାର୍ଡ ପାଇଁ ନମ୍ବର, ଲେଟର, ସ୍ପେଶିଆଲ କ୍ୟାରେକ୍ଟର ଆଦିର ମିଶ୍ରଣକୁ ବ୍ୟବହାର କରନ୍ତୁ।
* ବିଭିନ୍ନ ସୋଶିଆଲ ସାଇଟ୍ସ୍‌ ପାଇଁ ଭିନ୍ନ ଭିନ୍ନ ପାସଓ୍ବାର୍ଡ ବ୍ୟବହାର କରନ୍ତୁ।
* ଯଦି ମୋବାଇଲ୍‌ରେ କୌଣସି ସୋଶିଆଲ ସାଇଟ୍ସ୍‌ ଆପ୍‌ ଇନ୍‌ଷ୍ଟଲ କରିଛନ୍ତି ତେବେ ମୋବାଇଲକୁ ପାସଓ୍ବାର୍ଡ ଦ୍ୱାରା ଲକ୍‌ କରି ରଖନ୍ତୁ।
* କୌଣସି ସୋଶିଆଲ ସାଇଟ୍ସ୍‌କୁ ବ୍ୟବହାର କରିସାରିବା ପରେ ଲଗ୍‌ ଆଉଟ କରନ୍ତୁ।
* କେବଳ ଜଣାଶୁଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ହିଁ ଆକ୍‌ସେପ୍ଟ କରନ୍ତୁ।
* ଅଜଣା ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍‌ସେପ୍ଟ କରିବା ପୂର୍ବରୁ ବ୍ୟକ୍ତିଙ୍କ ପ୍ରୋଫାଇଲ ଏବଂ ପୋଷ୍ଟକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।
*ସୋଶିଆଲ ସାଇଟ୍ସରେ ଆସିଥିବା କୌଣସି ଅଜଣା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ ନାହିଁ ଏହାଦ୍ୱାରା ପ୍ରୋଫାଇଲ ହ୍ୟାକ୍‌ ହେବାର ସମ୍ଭାବନା ଥାଏ।
*ନିଜର କୌଣସି ବ୍ୟକ୍ତିଗତ ସୂଚନା ବା ଡାଟା ସୋଶିଆଲ ସାଇଟ୍ସରେ ଶେୟାର କରନ୍ତୁ ନାହିଁ।
* ଅଜଣା ବ୍ୟକ୍ତିଙ୍କ ସହ ଭିଡିଓ ଚାର୍ଟ ବା ଭଏସ୍‌ ଚାର୍ଟ କରିବାଠାରୁ ନିବୃତ୍ତ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୭ଘଣ୍ଟାରେ ଯୋଡ଼ିହେଲା କଟାହାତ

ନଏଡ଼ା: ଆଧୁନିକ ଚିକିତ୍ସା ପ୍ରଣାଳୀରେ ଏବେ କଟା ହାତକୁ ବି ମଣିଷ ଦେହରେ ଯୋଡ଼ିବା ସମ୍ଭବ ହୋଇପାରୁଛି। ଏମିତି ଏକ ଦୁର୍ଲଭ ଅପରେଶନ କରି ଏବେ...

ଯେଉଁ ମନ୍ଦିରରେ ଚଢାଯାଏ ହାତକଡ଼ି

ଏ କଥା ସମସ୍ତଙ୍କୁ ଜଣା ଯେ, ଭଗବାନଙ୍କ ଦୁଆରକୁ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ଲାଗି ପ୍ରାର୍ଥନା କରିବାକୁ ଆସିଥାଏ। ତାହା ପୂର୍ଣ୍ଣ ହେଲେ ନିଜ...

ଏହି ଗାଁରେ ୯ ବର୍ଷ ହେଲା ଖାଲି ଜନ୍ମ ନେଉଛନ୍ତି ଝିଅ, ପୁଅ ଜନ୍ମ ହେଲେ ମିଳିବ ପୁରସ୍କାର

ପୋଲାଣ୍ଡର ମିଜେସ୍କେ ଔନ୍ଦ୍ରଜେନ୍‌ସ୍କି ନାମକ ଏକ ଗାଁରେ ଦୀର୍ଘ ୯ ବର୍ଷ ହେବ କେବଳ ଝିଅ ଜନ୍ମ ହେଉଛନ୍ତି। ୨୦୧୦ ମସିହାରେ ଏହି ଗାଁରେ କେବଳ...

ଭୋକ ହେଲେ ବିଦ୍ୟୁତ୍‌ ଖାଉଥିବା ମଣିଷ

ଭୋକ ହେଲେ ମଣିଷଠୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଖାଦ୍ୟ ଖାଆନ୍ତି। ହେଲେ ଉତ୍ତର ପ୍ରଦେଶ, ମୁଜାଫରନଗରର ୪୨ ବର୍ଷୀୟ ନରେଶ କୁମାରଙ୍କୁ ଯେତେବେଳେ ଭୋକଲାଗେ...

ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ପ୍ରତିଦିନ ପାହାଡ଼ ଚଢ଼ା

ଜୟପୁର, ୧୫।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଯାଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ କ୍ଲାସ୍‌...

ଜାଣନ୍ତୁ ବସନ୍ତ ପଞ୍ଚମୀରେ ମା’ ସରସ୍ବତୀଙ୍କୁ କାହିଁକି କରାଯାଏ ଆରାଧନା

ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ମହତ୍ତ୍ୱ ରହିଛି। ଏହିଦିନ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜା କରାଯାଏ।...

ଯାନବାହନକୁ ନିଜ ଆଡ଼କୁ ଟାଣି ନିଏ ଏହି ପାହାଡ଼…

ଭାରତର ଲଦାଖର ଲେହ ଅଞ୍ଚଳରେ ରହିଛି ଏକ ଚମତ୍କାର ପାହାଡ଼। ଏହି ପାହାଡ଼ ଦେଇ ଯାଇଥିବା ରାସ୍ତାରେ କୌଣସି ଯାନବାହନ ଗଲେ ଏକ ବିଚିତ୍ର ଅନୁଭୁତି...

ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ

ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ...


Coronavirus Update

Archives

Model This Week

Why Dharitri