ଟମ୍‌ ହଙ୍କ୍‌,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ

ଲସ୍‌ଏଞ୍ଜେଲସ୍‌,୧୨।୩: ହଲିଉଡ୍‌ ଅଭିନେତା ଟମ୍‌ ହଙ୍କ୍‌ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ହୋଇଥିବା ଏକ ପରୀକ୍ଷାରେ ଉଭୟ ଟମ୍‌ ଓ ରିଟାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କୁ ଜ୍ୱର ହୋଇଥିବା ଟମ୍‌ ଇନଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି। ଏବେ ସେମାନଙ୍କୁ ଅଲଗା କରି ରଖାଯାଇଥିବା ଟମ୍‌ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆରେ ବାୟୋପିକ୍‌ ଫିଲ୍ମ ‘ଦି ଲାଇଫ୍‌ ଅଫ୍‌ ଇଲଭିସ୍‌ ପ୍ରିସ୍‌ଲେ’ର ଶୁଟିଂ କରୁଥିବା ସମୟରେ ଉଭୟଙ୍କୁ ଜ୍ୱର ହେବାରୁ ସେମାନଙ୍କ ନମୂନା ପରୀକ୍ଷା କରାଯାଇଥିଲା ବୋଲି ଟମ୍‌ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ଗୁପ୍ତ ମିଶନ ଆରମ୍ଭ

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଛି। ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ରୁଷିଆ ଆକ୍ରମଣ ଯୋଗୁ...

ଆମେରିକାରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଚିହ୍ନଟ

ଓ୍ବାଶିଂଟନ୍‌,୨୩।୭: ଭାରତ ପରେ ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏଠାରେ ଦୁଇ ଶିଶୁଙ୍କଠାରେ ମଙ୍କିପକ୍ସ ସଂକ୍ରମଣ ଦେଖିବାକୁ ମିଳିଛି। ଏନେଇ...

ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଲାଗିଲା ୨ ମିଲିୟନ୍‌ ଡଲାର ଜରିମାନା

ଓ୍ବାଶିଂଟନ୍‌,୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ୨ ମିଲିୟନ୍‌ ଆମେରିକା ଡଲାର ଜରିମାନା ଲାଗିଛି। ଆମେରିକାର ଏକ ଅଦାଲତ ଏହି ଜରିମାନା ଲଗାଇଛନ୍ତି। ୨୦୧୬ରେ...

ତ୍ରିଶୂଳୀ ନଦୀକୁ ଖସିଲା ବସ୍‌ ୩ ମୃତ ୨୩ ନିଖୋଜ

କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍‌ ଖସି ପଡିବା ଫଳରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ...

ବିବାହ ପାଇଁ ସମୟ ନାହିଁ: ମଲାଇକା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ମଲାଇକା ତାଙ୍କ ପ୍ରଥମ ସ୍ବାମୀ...

ଟୁଇଟର ଡିଲ ଶେଷ: ମସ୍କଙ୍କୁ କୋର୍ଟକୁ ନେବ ଟୁଇଟର, ନ୍ୟୁୟର୍କର ସର୍ବୋଚ୍ଚ ଆଇନ ସଂସ୍ଥାକୁ ଦେଇଛି ଦାୟିତ୍ୱ

ୱାଶିଂଟନ,୧୧ ।୭: ଟୁଇଟର ଡିଲକୁ ନେଇ ସବୁଠି ଏବେ ଚର୍ଚ୍ଚା । ୪୪ ଅରବ ଡଲାରରେ ଟୁଇଟରକୁ କ୍ରୟ କରିବା ଡିଲ ଏବେ ଶେଷ ହୋଇଛି...

ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ରାଜଧାନୀ

ମୋଗାଦିଶୁ,୬।୩: ସୋମାଲିଆର ରାଜଧାନୀ ମୋଗାଦିଶୁରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଘଟିଥିବା ଏହି ବିସ୍ଫୋରରରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ...

କନିକାଙ୍କ ପରେ ବଲିଉଡ୍‌ର ଆଉ ଜଣେ କରୋନା ପଜିଟିଭ୍‌

ମୁମ୍ବାଇ,୬।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବଲିଉଡ୍‌...

Advertisement
Archives

Model This Week