Advertisement

ଟଏଲେଟ୍‌ ସଫା କଲେ ସଲମାନ ଖାନ୍‌

‘ବିଗ ବସ-୧୩’ ଏବେ ଦେଖିବାକୁ ଜବରଦସ୍ତ ହଙ୍ଗାମା। ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍‌ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଘର ଏବଂ ଟଏଲେଟ ସଫାକୁ ନେଇ ମଧ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଏହାପରେ ସିଦ୍ଧାର୍ଥ ଏବଂ ଅସିମ୍‌ ରିଆଜ୍‌ଙ୍କ ଜୋରଦାର ଝଗଡା ହୋଇଥିଲା। ଏହି ସମୟରେ ବିଗ୍‌ ବସ୍‌-୧୩ ଘରକୁ ଏଣ୍ଟ୍ରି କରିଥିଲେ ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସେ ଉଭୟଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ପରିସ୍ଥିତି ବଦଳି ନ ଥିଲା। ବସ୍‌ ସଲମାନ ଖାନ୍‌ ଅଚାନକ ଏଣ୍ଟ୍ରି ମାରିବା ପରେ ରୋଷେଇ ଘର ଏବଂ ଟଏଲେଟ ଅପରିଷ୍କାର ପଡିଥିବା ଦେଖି ସେ ସମସ୍ତ ପ୍ରତିଯୋଗୀଙ୍କୁ ବାହାର କରି ନିଜେ ରୋଷେଇ ଘର ଏବଂ ଟଏଲେଟ୍‌ ସଫା କରିଥିଲେ। ଏହାପରେ ଗୋଟି ଗୋଟି ପ୍ରତିଯୋଗୀଙ୍କ କ୍ଲାସ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଅନୁଭବ ପାରିବାରିକ ବିବାଦର ଅନ୍ତ

କଟକ ଅଫିସ,୨୬ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତ୍ୱରିତ ଶୁଣାଣି ପାଇଁ...

ସୁସ୍ମିତାଙ୍କୁ ଭିଡରୁ ରକ୍ଷା କଲେ ପୂର୍ବତନ ପ୍ରେମିକ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ତାଙ୍କ ବ୍ରେକ୍‌ଅପ୍‌କୁ ନେଇ ଆଲୋଚନା ଜୋର ଧରିଥିଲା।...

ଦ୍ୱିତୀୟଥର ପାଇଁ ମା’ ହେଲେ ଶିଳ୍ପା ସେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦ୍ୱିତୀୟଥର ମା’ ହୋଇଛନ୍ତି। ସୋସିଆଲ ମିଡିଆରେ ଶିଳ୍ପା ଏହି ସୂଚନା ଦେଇଛନ୍ତି। ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର...

ଅମିତାଭ, ରେଖାଙ୍କ ପରେ ଜୋୟାଙ୍କ ଘର ହେଲା ସିଲ୍‌ !

ମୁମ୍ବାଇ: ବଲିଉଡ୍‌ରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନା ସଂକ୍ରମିତ...

ଇଞ୍ଜିନିୟରରୁ ଅଭିନେତ୍ରୀ: ଖବରକାଗଜରେ ଫଟୋ ବାହାରିବା ପରେ ବଦଳି ଯାଇଥିଲା ଭାଗ୍ୟ…

ବମ୍ବେ: ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟର। ହେଲେ ବୃତ୍ତିଗତ ଭାବେ ପେସାରେ ଅଭିନେତ୍ରୀ। ଆମେ କହୁଛୁ ବିଗ୍‌ ବସ୍‌ ୧୫ ବିଜେତା ତେଜସ୍ବୀ ପ୍ରକାଶଙ୍କ କଥା। ଆଜି...

ନ୍ୟୁୟର୍କରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି। ନ୍ୟୁୟର୍କରେ ଥାଇ ମଧ୍ୟ ରିଷି ନିଜ ଜୀବନର ସମସ୍ତ ଅପଡେଟ୍‌...

ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ…

ମୁମ୍ବାଇ,୯।୮: ନିଜର ଉତ୍କୃଷ୍ଟ ଅଭିନୟ ସହିତ ଚଳଚ୍ଚିତ୍ର ଏବଂ ଛୋଟ ପରଦାରେ ଏକ ପରିଚୟ ସୃଷ୍ଟି କରିଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ପରଲୋକ ଘଟିଛି।...

ଏହି ପ୍ରସିଦ୍ଧ ଅଭିନେତା ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ସେକ୍ସି , ପାଗଳ ପରି ତାଙ୍କୁ ଦେଖେ

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା...

Advertisement
Archives

Model This Week