ଜୟାଙ୍କ ହୃଦୟ ଜିତିଥିଲା ଐଶ୍ୱର୍ଯ୍ୟାଙ୍କ ଏହି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡ୍‌ର ଆଦର୍ଶ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଐଶ୍‌ ଶାଶୁ ଜୟା ବଚ୍ଚନଙ୍କର ଖୁବ୍‌ ନିକଟତର। ଏବେ ଜୟାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କରଣ ଜୋହରଙ୍କ ଟିଭି ଶୋ ‘କଫି ଓ୍ବିଥ୍‌ କରଣ’ର। ଏଥିରେ ଜୟା ଐଶ୍‌ଙ୍କର ଖୁବ୍‌ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ତେବେ ଐଶ୍‌ ବଚ୍ଚନ ପରିବାରର ବୋହୁ ହେବା ପୂର୍ବର ଏହି ଭିଡିଓ।
ଭିଡିଓରେ ଜୟା ଐଶ୍‌ଙ୍କର ପ୍ରଶଂସାକରି କହୁଛନ୍ତି, ଐଶ୍‌ ବହୁତ ପ୍ୟାରି, ମୁଁ ତାକୁ ଭଲପାଏ। ମୋ ହିସାବରେ ଐଶ୍‌ ବଚ୍ଚନ ପରିବାରର ବୋହୁ ହେବା ପାଇଁ ଯୋଗ୍ୟ। ସେ ଆଗକୁ ଯିବାପାଇଁ କେବେହେଲେ କାହାର ଗୋଡ଼ ଟାଣି ନ ଥାନ୍ତି। ତାଙ୍କର ଏହି ଗୁଣ ଜୟାଙ୍କ ମନ ଜିଣିପାରିଛି। ଐଶ୍‌ ସବୁବେଳେ ସମସ୍ତଙ୍କ କଥା ଶୁଣିବା ପରେ ଶେଷରେ ନିଜ ମତାମତ ରଖିଥାନ୍ତି ବୋଲି ଜୟା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ...

ଝିଅକୁ ନେଇ ଏଭଳି କହିଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ୍‌ର ନାମୀ-ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମ‘ଷ୍ଟୁଡେଣ୍ଟ୍‌ ଅଫ ଦି ଇୟର’ ମାଧ୍ୟମରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଆଲିଆ। ଖୁବ୍‌...

ହ୍ରିତିକ୍‌ଙ୍କ ଲୁକ୍‌ ଦେଖି ଫିଦା ହେଲେ କ୍ୟାଟ୍ରିନା,ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଅଭିନେତା ବିକି କୌଶଲଙ୍କ ସହ ତାଙ୍କ ବିବାହ ହୋଇଥିଲା। ହେଲେ...

ମୌନିଙ୍କୁ କିସ୍‌ କରିବାକୁ ମନା କଲେ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ହଟ୍‌ ଅଭିନେତ୍ରୀ ମୌନି ରୟ। ଏହି ଅଭନେତ୍ରୀଙ୍କ ସହ ରୋମାନ୍ସ କରିବାକୁ କିଏ ବା ମନା କରିବ। କିନ୍ତୁ ଏକ ଅପକମିଂ...

ଦର୍ଶକଙ୍କ ପାଇଁ ଖୁସିଖବର: ଓଟିଟିରେ ରିଲିଜ୍‌ ହେଲା ‘କାନ୍ତାରା’ର ହିନ୍ଦୀ ଭର୍ସନ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ଦର୍ଶକଙ୍କଠାରୁ ଭଲ ପାଇବା ପାଇଛି। ଏହି ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ନୂଆ...

ପ୍ରେମିକଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ହିନା ଖାନ ଆଜିକାଲି ଛୁଟିଦିନର ମଜା ନେଉଛନ୍ତି। ସେ ପୁଣି ଥରେ ମାଲଦ୍ୱୀପରେ ପହଞ୍ଚିଛନ୍ତି। ହିନା ଏକାକୀ ମାଳଦ୍ୱୀପକୁ ଯାଇ ନାହାନ୍ତି। ପ୍ରେମିକ ରକି...

ଭାରତ ୨୦୧୯ ବିଶ୍ୱକପ୍‌ ଜିତିଲେ ନିର୍ମାଣ ହେବ ‘୮୩’ ପରି ଆଉ ଏକ ଫିଲ୍ମ

ବର୍ତ୍ତମାନ ୨୦୧୯ କ୍ରିକେଟ ବିଶ୍ୱକପ୍‌ ଚାଲିଛି। ଇତି ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ସମେତ ସାରା ଭାରତ ଉତ୍ସାହିତ...

ଖୁବ୍‌ଶୀଘ୍ର ଦେଶର ପ୍ରତିଟି ହିରୋଙ୍କ କାହାଣୀ କହିବେ ସୋନୁ

ମୁମ୍ବାଇ: ବଲିଉଡ୍ ନାୟକ ସୋନୁ ସୁଦ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଅଭିନୟ ତାଙ୍କୁ ଯେତିକି ପରିଚୟ ଦେଇଥିଲା ତା’ଠାରୁ ଅଧିକ ପରିଚୟ...

Advertisement
Archives

Model This Week