Posted inଜାତୀୟ

ଜ୍ୟୋତିରାଦିତ୍ୟଙ୍କୁ କଂଗ୍ରେସ ସଭାପତି କରିବାକୁ ପୋଷ୍ଟର ମାଧ୍ୟମରେ ଅନୁରୋଧ

ଭୋପାଳ,୮।୭: କଂଗ୍ରେସ ଦଳରେ ଏବେ ଏକ ପ୍ରକାର ଅସ୍ଥିରାବସ୍ଥା ଦେଖାଯାଇଥିବା ବେଳେ ଏଠାରେ ଇସ୍ତଫା ପତ୍ରର ଲାଇନ୍‌ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ରବିବାର ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ମିଲିନ୍ଦ ଦେଓରା ଇସ୍ତଫା ପ୍ରଦାନ କରିଥିଲେ। ଏହାର କିଛି ସମୟ ପରେ ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ। ହେଲେ ସୋମବାର ମଧ୍ୟପ୍ରଦେଶ ଭୋପାଳର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ସାମ୍ନାରେ ଏକ ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ପଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଆଯାଉ ବୋଲି ଅନୁରୋଧ କରାଯାଇଛି। ଏଥିରେ ହିନ୍ଦୀ ଭାଷାରେ ଜ୍ୟୋତିରାଦିତ୍ୟଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯିବା ସହ ତାଙ୍କୁ ଅଧ୍ୟକ୍ଷ ପଦ ଦିଆଯିବାକୁ ଅନୁରୋଧ କରାଯାଇଛି। ତେବେ କଂଗ୍ରେସ କର୍ମୀମାନଙ୍କ ତରଫରୁ ପୋଷ୍ଟର ମାଧ୍ୟମରେ ଏହା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧୀଙ୍କ ଗୁଳିରେ ଡିଏସପିଙ୍କ ସମେତ ୮ ପୋଲିସ କର୍ମୀ ଶହୀଦ

କାନପୁର,୩।୭: ଉତ୍ତର ପ୍ରଦେଶ କାନପୁରରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି...

ଘନେଇଲା ସଙ୍କଟ, ୧୭ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୪।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ପ୍ରଥମ ଗେଟ୍‌ ବନ୍ଦ, ଦୁଇ ନମ୍ବର ଗେଟ୍‌ରେ ପ୍ରବେଶ କଲେ ରାଜ୍ୟପାଳ

କୋଲକତା,୫।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦିପ ଧନକରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଗୁରୁବାର ରାଜ୍ୟପାଳ...

ମୃତ୍ୟୁ ସଂଖ୍ୟା ୧୦, ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ…

ନୂଆଦିଲ୍ଲୀ, ୧୦।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଭାରତ-ପାକିସ୍ତାନ ସୀମା ମଧ୍ୟରେ ରହିଛି ବାବା ଦିଲ୍ଲୀପ୍‌ ସିଂଙ୍କ ଦରଘା: ଆସନ୍ତି ଦୁଇଦେଶର ଶ୍ରଦ୍ଧାଳୁ

ଜମ୍ମୁ,୨୦।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଜମ୍ମୁରେ ଥିବା ବାବା ଦିଲ୍ଲୀପ ସିଂଙ୍କ ଦରଘାକୁ ଉଭୟ ଦେଶର ଶ୍ରଦ୍ଧାଳୁ...

ବିଜୟ ସିହ୍ନା ବିହାର ବିଧାନସଭା ବାଚସ୍ପତି ନିର୍ବାଚିତ

ପାଟନା,୨୫।୧୧: ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୁଧବାର ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ଶେଷ ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ବିହାର ବିଧାନସଭାରେ ପ୍ରଥମ ଥର...

ବଜେଟ ଉପସ୍ଥାପନ ପୂର୍ବରୁ କଶ୍ମୀର କବିତା ପଢିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: କେନ୍ଦ୍ରୀୟ ବଜେଟକୁ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବେ ସେ ତାଙ୍କର ଦ୍ୱିତୀୟ ବଜେଟ ଉପସ୍ଥାପନ କରିବା ପୂର୍ବରୁ ଏକ...

ଅମର ଯବାନ ଜ୍ୟୋତିକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ

କୋଲକାତା,୨୨ ।୧: ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାର ନ୍ୟାଶନାଲ ୱାର ମେମୋରିଆଲ ବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି...

Advertisement
Archives

Model This Week