ଜିଲା କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ସଂଗ୍ରାମ

କେନ୍ଦୁଝର,୧୦।୪(ସ୍ବ.ପ୍ର.): କୋଭିଡ-୧୯ ମହାମାରୀ ସମୟରେ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଜିଲା କଣ୍ଟ୍ରୋଲ ରୁମ ଇନ୍‌ଚାର୍ଯ୍ୟ ଦାୟିତ୍ୱରେ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ଏଆଇସିସି ନିର୍ଦ୍ଦେଶରେ କଂଗ୍ରେସ ପକ୍ଷରୁ ରାଜ୍ୟ ଓ ଜିଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଲୋକମାନେ ବହୁ ଅସୁବିଧା ଭୋଗୁଥିବାରୁ ସେମାନଙ୍କୁ ସହାୟତା ଦେବା ପାଇଁ କଂଗ୍ରେସ ପକ୍ଷରୁ ଏଭଳି ନିଯୁକ୍ତି ଦିଆଯାଇଥିବା ସଂଗ୍ରାମ କହିଛନ୍ତି। ଏଣୁ ଅସୁବିଧାରେ ରହୁଥିବା ଲୋକମାନେ ତାଙ୍କୁ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ ଭିତରକୁ ଓଲଟି ପଡ଼ିଲା ବୋଲେରୋ

କୋଳିମାଟି,୧୯ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ୨୦ନଂ ଜାତୀୟ ରାଜପଥ ଘସିପୁରା ଥାନା ଅଧୀନରେ ରହିଥିବା ଗୋହିରା ଛକ ଉଭରବ୍ରିଜ ପଛକୁ ରବିବାର ପୂର୍ବାହ୍ନରେ ଘଟଗାଁ ପଟରୁ...

ବରୀ ବ୍ଲକରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନର ତତ୍ପରତା: ବିଭିନ୍ନ ଛକକୁ କରାଯାଉଛି ସାନିଟାଇଜେଶନ୍‌

ରତ୍ନଗିରି,୨।୫(ଡି.ଏନ୍‌.ଏ.): ଶନିବାର ଯାଜପୁର ଜିଲାରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ବରୀ ବ୍ଲକ ଅଞ୍ଚଳର ୩ ଜଣ ରହିଛନ୍ତି। ଏହା ଜଣାପଡ଼ିବା...

ମହିଳାରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେବା ଘଟଣା: ଚାକିରିରୁ ବିଦା ହେଲେ, ନର୍ସଙ୍କୁ ସୋ-କଜ୍‌ ନୋଟିସ୍‌

ଢେଙ୍କାନାଳ ଅଫିସ,୫।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ...

ଯୁବକଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ବିରୋଧରେ ମାମଲା ଘଟଣା: କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ଘେରାଉ

ପାଲଲହଡ଼ା,୨୪ା୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ପାଲଲହଡା ଥାନା ବାତିସୂଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବନକର୍ମଚାରୀଙ୍କ...

ଏରସମା ଫାଶୀଦଣ୍ଡ ମାମଲା:୨୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଫାଶୀଦଣ୍ଡ ପାଇଥିବା କାଳିଆ ମାନା ମାମଲା ଉପରେ...

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି।...

୪୦ ବର୍ଷରେ ପାଦ ଥାପିଲା ନାଲ୍‌କୋ:ପ୍ରତିଷ୍ଠା ଦିବସ ପାଳନ ଆଜି

ବଅଁରପାଳ,୭।୧ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ନାଲ୍‌କୋ ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳନ କରାଯିବ। ଏଥିପାଇଁ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବେଶ୍‌ ତତ୍ପରତା ପ୍ରକାଶ...

ମୋବାଇଲ ଚୋର ସନ୍ଦେହରେ ରାସ୍ତାରେ ଯୁବକଙ୍କୁ ବାନ୍ଧି ଘୋଷାଡି ଘୋଷାଡି ନେଲେ

ଭଦ୍ରକ ଅଫିସ,୩୧।୮: – ମୋବାଇଲ ଚୋରି ସନ୍ଦେହରେ ବିଚ ବଜାରରେ ଯୁବକଙ୍କୁ ରଶିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ ଅନ୍ୟ ଜଣେ ଯୁବକ। ଏପରି ଅଭାବନୀୟ...

Play 250+ Trending Games
Archives

Model This Week

Why Dharitri