ଜିଁବାର ଖାଏବାର ବାଟଖୁଛନ୍‌ ଶାଶ୍‌ବହ

ଲାଠୋର, ୧୬ା୫ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଖଇରାପଡ଼ାର ବୁରୁଧ୍‌ ମନୁ ଭୋଇ(୮୦)କଁର ମୁର୍‌ତୁରେ ପରିବାରଟା ପୂରାପୂରି ବେସାହାରା ହେଇଯାଇଛନ୍‌। ସୂଚନା ଅନ୍‌ସାରେ ମନୁ ଭୋଇକଁର ମାଏକିନା ଗମ୍ଭାରୀ ଭୋଇ, ଝି’ କଲାବତୀ ଆର ପୁଓ ଶଙ୍କରକେ ନେଇ ତାକର ପରିବାର। ଖାଲି ଘରଡିହକେ ଛାଡିଦେଲେ ତାକର ସଁପତିବାଡ଼ି ବଲି କିଛି ନାଇଁ। ପରିବାରଟା ଆଦିବାସୀ ସମାଜର ହେଇଥିଲା ବେଲେ ଜଂଗଲରୁ ଶୁଖା କାଠ୍‌, ସରଗି ପତର, କାଠି ଆନି ବିକାଭଂଗା କରି ପରିବାରଟା ଚଲୁଥିଲେ। ପୁଓ ଝି’କେ ବିହାଚୁରା କଲା ଉତାରୁ ଦୁଇ ବୁଢ଼ାବୁଢ଼ି ଗୁଟେ ଝାଟିମାଟିର ଖପର ଘରେ ରହୁଥିଲେ। ହେଲେ ୮ ବଛର ତଲେ ପୁଓ କେହେନ୍‌ସି ଗୁଟେ ରୋଗ୍‌ରେ ପଡ଼ି ଆରପାରକେ ଚାଲିଗଲେ। ଏନ୍‌ତାଥି ବହ ବତୀ ଭୋଇ ଆର ତିନ୍‌ ନାତିନାତେକର ଭୋଝ୍‌ ବୁଢ଼ାବୁଢ଼ିର ଉପରେ ପଡ଼ିଥିଲା। ଫିଦିନ ସଖାଲୁ ବୁରୁଧ୍‌ ମନୁ ଜଂଗଲରୁ କାଠ୍‌, ପତର, କାଠି ଆନି ବିକାଭଂଗା କରୁଥିଲେ। ସେଥ୍‌ରେ ତାକର ପରିବାରଟା ଦୁଖେ କଷ୍‌ଟେ ଚଲିଯାଉଥିଲା। ସବୁଦିନର ଲେଖେଁ ଗଲା ଶୁକୁରବାର ଶନିବାର ଦୁଇଦିନ ବୁରୁଧ୍‌ ଜଂଗଲକେ ଯାଇ ଫିରଲା ଉତାରୁ ଦିହିପା ବିଗଡ଼ିବାର ଅନୁଭବ କରିଥିଲେ। ତା’ପରେ ସେ ଘରେ ରହି ଚିକିସତ୍ିତ ହେଉଥିଲେ, ହେଲେ ହଠାତ୍‌ ୧୫ ତାରିଖ୍‌ ବୁଧୁବାର ଦିନର ୧୦ ବଜେ ଆରପାରକେ ଚାଲିଗଲେ। ଘରର ଗୁଟେବଲି ରୁଜ୍‌ଗାରିଆ ଲୋକ୍‌ ଚାଲିଗଲାରୁ ପରିବାରଟା ଏହେଦେ ବେସାହାରା ହେଇଯାଇଛନ୍‌। ସରକାରୀ ସୁବିଧା ବଏଲେ ମାସିକ୍‌ ଶାଶ୍‌ ବହ ପାଉଥିବାର ୧ହଜାର ଟଁକା ଭତା ଆର ୩୦ କେ.ଜି. ଚାଉଲ। ହେଲେ ସେଟା ବି ଏଡ଼େ ବଡ଼ ପରିବାରକେ ନିହଁଟ ପଡ଼ୁଛେ। ଏନ୍‌ତାଥି ପରିବର ଉପରେ ଚଡ଼କ ପଡ଼ିଛେ, ପରିବାରଟା କେନ୍‌ଥେଇ ଚଲବା ଶାଶ୍‌ ବହ ସେ ଚିନ୍‌ତାରେ ଘାରି ହେଉଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଁଚିତ୍‌ ହେଇ ଗୁଟେ ଭଂଗା ଦଦ୍‌ରା ଖପର ଘରେ ରହୁଛନ୍‌। ଏନ୍‌ତା ପରିସ୍ଥିତିରେ ଇ ଗରିବ୍‌ ପରିବାରକେ ସବୁପରକାର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାର ନିହାତି ଦରକାର ପଡ଼ୁଛେ। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ପ୍ରବିଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ହାଲଘଡ଼ିକେ ପରିବାରକେ ହରିଶ୍ଚନ୍ଦ୍ର ଯୋଜନାର ଟଁକା ଦିଆଯିବା ଆର ଯେନ୍‌ଟା ସରକାରୀ ହିସାବେ ହେବା ତାହାକୁ ସୁବିଧା ସୁଯୋଗ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ସଂଯୋଗ ନ କଲେ ରାଶନ ସାମଗ୍ରୀ ମିଳିବନି

ଆସିକା,୨୭ା୮(ଡି.ଏନ୍‌.ଏ.)-ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ରାଶନ କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଅଦ୍ୟାବଧି ଆସିକା ବ୍ଲକର କେତେକ ହିତାଧିକାରୀ ସେମାନଙ୍କ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଜହ୍ନିମୂଳ ଗ୍ରାମରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ହଷ୍ଟେଲରେ ଲାଗିଲା ନିଆଁ: ଜଳିଗଲା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସାମଗ୍ରୀ

ରାୟଗଡ଼ା ଅଫିସ,୨୧।୧୨: ରାୟଗଡ଼ାର ସାଇପ୍ରିୟା ନଗରରେ ଥବା ଅନ୍ବେଷା ଛାତ୍ରୀଛାତ୍ର ହଷ୍ଟେଲରେ ଶର୍ଟସର୍କିଟ୍‌ରୁ ନିଆଁ ଲାଗିଯାଇଛି। ଉକ୍ତ ହଷ୍ଟେଲର ଏକ ଗୋଦାମ ଘରେ ଥିବା ଗଦି,...

ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ମଲେ ବୃଦ୍ଧ

ସୁକିନ୍ଦା,୩ା୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଆମ୍ପଳବା ଗ୍ରାମର ପଦ୍ମପୋଖରୀରେ ବୁଡି ରବିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲା ଭୁବନ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ମୋଦିଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଅକ୍ଷୟ: ପରିବେଶ ସୁରକ୍ଷା, ସ୍ବଚ୍ଛତା ଉପରେ ଗୁରୁତ୍ୱ

ପୁରୀ ଅଫିସ, ୧୭ା୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ମଙ୍ଗଳବାର ପୁରୀରେ ମୋଦିଙ୍କ ଫ୍ୟାନ ଭାବେ ପରିଚିତ ଅକ୍ଷୟ ଜୟସିଂ ନିଆର ଢ଼ଙ୍ଗରେ...

୨ ସୁନା ଚେନ ଲୁଟେରା, ୨ ଗ୍ରାହକ ଗିରଫ

ରାୟଗଡ଼ା ଅଫିସ,୧୭।୧୨: ଗତ କିଛିଦିନ ହେଲା ରାୟଗଡ଼ାରେ ସୁନା ଚେନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୧୭ରେ ରାୟଗଡ଼ା ବ୍ୟାଙ୍କ କଲୋନୀ ୨ୟ...

ଧାନ କିଣାଯାଉ ନ ଥିବା ନେଇ ଦାବିପତ୍ର ଦେଲେ ଚାଷୀ

ସୋରଡ଼ା,୨୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ଏକଲପୁର ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଚାଷୀ ଗୁରୁବାର ଧାନ କିଣାଯାଉ ନ ଥିବା ଅଭିଯୋଗରେ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର...

ଦାରିଙ୍ଗବାଡ଼ି ଥାନା ନୂତନ ଆଇଆଇସି ଭାବେ କାର୍ଯ୍ୟରେ ଯୋଗଦେଲେ କୌଶିକ ମାଝି

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ନୂତନ ଆଇଆଇସି ଭାବେ କୌଶିକ ମାଝି ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ଥାନାରେ...

Advertisement
Archives

Model This Week