Posted inଖେଳ

ଜାପାନ ପାରାବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୧୩।୧୧(କ୍ରୀଡ଼ା ପ୍ରତିନିଧି)-ଜାପାନ ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଚଳିତମାସ ୧୩ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ଜାପାନର ଟୋକିଓସ୍ଥିତ ୨୦୨୦ ପାରାଅଲିମ୍ପିକ୍‌ ଗେମ୍‌ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମରେ ଆୟୋଜିତ ହେବ। ଏଥିରେ ବିଶ୍ୱର ୧୯୨ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ପାଇଁ ୧୫ ପ୍ରତିଯୋଗୀ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ଏକମାତ୍ର ପ୍ରମୋଦ ଭଗତ ଭାଗନେବେ। ଏଥିପାଇଁ ପ୍ରମୋଦ ମଙ୍ଗଳବାର ଟୋକିଓରେ ପହଞ୍ଚତ୍ ଯାଇଛନ୍ତି। ”ଆସନ୍ତା ବର୍ଷ ପାରାଅଲିମ୍ପିକ ଗେମ୍ସ ଟୋକିଓରେ ଅନୁଷ୍ଠିତ ହେବ। ତେଣୁ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଜାପାନ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆଗାମୀ ବଡ଼ ଟୁର୍ନାମେଣ୍ଟ ପାଇଁ ଭଲ ପ୍ରସ୍ତୁତି ହୋଇପାରିବ। ସମାନ ଭେନ୍ୟୁରେ ପାରାଅଲିମ୍ପିକ୍ସ ହେବାକୁ ଥିବାରୁ ୨୦୨୦ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ଟୁର୍ନାମେଣ୍ଟ ସହାୟକ ହେବ“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପେସାରେ କ’ଣ କରନ୍ତି ଏହିସବୁ କ୍ରିକେଟଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି।...

କ୍ରୋଏସିଆରେ ବିଏ ପରୀକ୍ଷା ଦେବେ ଶୁଟର ଭାକର

ନୂଆଦିଲ୍ଲୀ, ୧୭ା୫ (ପି.ଟି.): ଭାରତର ଷ୍ଟାର ଶୁଟର ମନୁ ଭାକର କ୍ରୋଏସିଆ ରାଜଧାନୀ ଜାଗ୍ରେବସ୍ଥିତ ଏକ ହୋଟେଲ ରୁମ୍‌ରେ ତାଙ୍କ ବିଏ ପରୀକ୍ଷା ଦେବେ। ଟୋକିଓ...

ବଡ଼ ଇନିଂସ ନ ହେଲେ ବି ଗୋଟିଏ ଛକା ମାରି ରେକର୍ଡ କଲେ ଭାରତୀୟ ଅଧିନାୟକ

ମୋହାଲି,୨୦।୯: ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାର ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛି ଭାରତ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବଡ଼ ଇନିଂସ...

ବଡ଼ ବିପର୍ଯ୍ୟୟ ଦେଖିଲା ଟିମ୍‌ ଇଣ୍ଡିଆ

ସେଞ୍ଚୁରିଆନ,୨୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ତଥା ସେଞ୍ଚୁରିଆନ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ପ୍ରଥମ ଇନିଂସରେ ବଡ଼ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ...

‘ବିରାଟ-ଅନୁଷ୍କାଙ୍କ ସନ୍ତାନ ଭବିଷ୍ୟତରେ ଅଷ୍ଟ୍ରେଲିଆ ପାଇଁ ଖେଳୁ’

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଜାନୁଆରୀରେ ତପ୍ରଥମ ସନ୍ତାନ...

ବୁମ୍‌ରାଙ୍କ ରେକର୍ଡ ଭାଙ୍ଗିଲେ ଉମରାନ୍‌

ମୁମ୍ବାଇ,୪।୧: ଭାରତ ବିଜୟର ସହ ବର୍ଷ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆ ୨ ରନରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ...

ମୁମ୍ବାଇର ପଞ୍ଚମ ବିଜୟ

ଆବୁଧାବି, ୧୨।୧୦- କ୍ୱିଣ୍ଟନ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ...

ଏନ୍‌ବିଏ ପଦାର୍ପଣ: ଭାରତ- ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦ (ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ (ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଭାରତରେ ପଦାର୍ପଣ କରିଛି। ଏହି ଲିଗ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର...

Advertisement
Archives

Model This Week