ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ କଥାବାର୍ତ୍ତା ବନ୍ଦ କରିଦିଅନ୍ତି, ତେବେ ସ୍ତ୍ରୀଙ୍କ କର୍ତ୍ତବ୍ୟ ହେଉଛି ତାଙ୍କୁ ଶାନ୍ତ କରାଇବା। କାରଣ ଉଭୟଙ୍କ ମଧ୍ୟରୁ ଯଦି କିଏ ରାଗିଯାଆନ୍ତି, ତେବେ ଅନ୍ୟ ଜଣଙ୍କ ତାଙ୍କୁ ବୁଝାଇବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ।

– ଅବୁଝା ସ୍ବାମୀଙ୍କୁ ମନେଇବା ପାଇଁ ଏକ ସପ୍ତାହ ବିଭିନ୍ନ ଫୁଲତୋଡ଼ା ଦେଇପାରିବେ, ଏଥିସହ ଏକ ଚିଠି ଦେବେ। ଏହା ସ୍ବାମୀଙ୍କୁ ଶାନ୍ତ କରାଇବାରେ ସାହାଯ୍ୟ କରିବ।

– ସ୍ବାମୀଙ୍କ ମନପସନ୍ଦର ଖାଦ୍ୟ ତିଆରି କରି ଖୁଆନ୍ତୁ, ସେ ନିଶ୍ଚେ ଖୁସି ହୋଇଯିବେ।

-ଯଦି ଉଭୟେ ଏକା ସାଙ୍ଗରେ ବସି ଭାବଥା’ନ୍ତି ପ୍ରଥମେ କିଏ କଥା ହେବ, ତେବେ ମନର ଅହଂକାର ତ୍ୟାଗ କରି ତାଙ୍କ ମନପସନ୍ଦ ଗୀତ ଗାଆନ୍ତୁ; ହ୍ବାଟ୍ସଆପ୍‌ ମେସେଜ ପଠାନ୍ତୁ ।

– ସ୍ବାମୀ ରାଗିଥିବା ସମୟରେ ଆପଣ ତାଙ୍କୁ ତାରିଫ କରିବା ଫଳରେ ସେ ରାଗ ଭୁଲିଯାଆନ୍ତି। ଯେମିତିକି ଆପଣ କହିପାରିବେ ତୁମେ ହସିଲେ ବେଶି ଭଲଲାଗ, ରାଗିଲେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବୃହସ୍ପତି ଅଭିମୁଖେ ଜୁଇସ୍‌ ଅଭିଯାନ

ୟୁରୋପୀୟ ମହାକାଶ ସଂସ୍ଥା ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ବୃହସ୍ପତି ଓ ଏହାର ତିନୋଟି ବଡ଼ ବରଫ ଆଚ୍ଛାଦିତ ଉପଗ୍ରହର ବିଶଦ ଅଧ୍ୟୟନ ପାଇଁ...

ଏହିସବୁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଅନୁଚିତ

ପ୍ରତିଦିନ କ୍ଷୀର ପିଇବା ଶରୀର ପାଇଁ ଖୁବ୍‌ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢ଼ିଥାଏ। ମାତ୍ର ଏପରି କିଛି...

ବାୟୁରେ ଅମ୍ଳଜାନ

ଭୂପୃଷ୍ଠର ପ୍ରାୟ ୭୧ ପ୍ରତିଶତ ଜଳ ଦ୍ୱାରା ଆଚ୍ଛାଦିତ। ଏହି ଜଳ ମଧ୍ୟରୁ ମହାସାଗରର ଭାଗ ହେଉଛି ଶତକଡ଼ା ୯୬.୫, ଯାହାକି ଲବଣାକ୍ତ ଏବଂ ଆମେ...

ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି

ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ...

ପ୍ରେମିକା ରାଗିଥିଲେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ନହେଲେ ହୋଇଯିବ ବ୍ରେକ୍‌ଅପ୍‌!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି...

ଘରେ ବି ସହଜରେ କରିହେବ ଥାଇରଏଡ୍‌ ପରୀକ୍ଷା…

ଥାଇରଏଡ୍‌ ସମସ୍ୟା ଥିଲେ ମେଟାବୋଲିକ୍‌ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହା ସାଧାରଣତଃ ଦୁଇ ପ୍ରକାର। ହାଇପୋଥାଇରଏଡ୍‌ ଏବଂ ହାଇପର୍‌ଥାଇରଏଡ୍‌। ହାଇପୋଥାଇରଏଡ୍‌ରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ହରମୋନ୍‌...

ଶନିଙ୍କ ପ୍ରିୟ ହେଉଛି ଏହି ଲତା; ଧନ ଲାଭ ସାଙ୍ଗକୁ ବିବାହରେ ଉପୁଜୁଥିବା ବାଧା ହେବ ଦୂର…

ବାସ୍ତୁ ଶାସ୍ତ୍ରରେ ଘରେ ସୁଖ ସମୃଦ୍ଧି ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଉଛି ବୃକ୍ଷଲତା ସମ୍ବନ୍ଧୀୟ। ଆଜିକାଲି ସମୟରେ ଅଧିକ...

କରୋନା ଓ ଶିଶୁ ଯତ୍ନ

ପୃଥିବୀର କ୍ଷୁଦ୍ରାତିକ୍ଷୁଦ୍ର ଜୀବ କରୋନା ଭୂତାଣୁ। ହେଲେ ଏହା ସମସ୍ତ ମଣିଷ ସମାଜକୁ ଏକ ପ୍ରକାରର ଅସହାୟ ଅବସ୍ଥାରେ ରଖିଛି। ସମଗ୍ର ପୃଥିବୀର ୨୩୫ଟି ଦେଶର...

Advertisement
Archives

Model This Week