Posted inଫୁରସତ

ଜାଣନ୍ତି କାହିଁକି ରବିବାରକୁ ଛୁଟିଦିନ ଭାବରେ କରାଯାଇଛି ଘୋଷଣା

ସପ୍ତାହର ଶେଷବାର ରବିବାର। ଏହି ଦିନଟିକୁ ଛୁଟିଦିନ ଭାବରେ ମନାଯାଇଥାଏ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଏହି ଦିନରେ ବନ୍ଦ ରହିଥାଏ। ଖାଲି ଏତିକି ନୁହେଁ, ବିଭିନ୍ନ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ବି ରବିବାରରେ କରାଯାଇଥାଏ। ଏହିଦିନକୁ ସୂର୍ଯ୍ୟଙ୍କ ବାର ଏବଂ ଶୁଭବାର ଭାବରେ ମନାଯାଇଥାଏ । ସପ୍ତାହ ମଧ୍ୟରେ ଏତେ ବାର ରହିଛି ମାତ୍ର ରବିବାରକୁ କାହିଁକି ଛୁଟିଦିନ ଭାବରେ ଗ୍ରହଣ କରାଗଲା ମନରେ କେବେ ପ୍ରଶ୍ନ ଆସଛି? ଯଦି ହଁ ତେବେ ଜାଣନ୍ତୁ ଏ ସମ୍ପର୍କରେ…
ପ୍ରଥମେ ବ୍ରିଟିଶମାନେ ହିଁ ରବିବାରକୁ ଛୁଟିଦିବସ ଭାବେ ଘୋଷଣା କରିଥିଲେ। ଏହା ପ୍ରଥମେ ବ୍ରିଟେନ୍‌ରେ ୧୮୪୩ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ତତ୍‌କାଳୀନ ଗଭର୍ନର ଜେନେରାଲ ଏହିଦିନଟିକୁ ଛୁଟିଦିନ ଭାବେ ଘୋଷଣା କରିଥିଲେ। ବ୍ରିଟିଶମାନେ ସପ୍ତାହର ଶେଷଦିନକୁ ବିରାମ ବା ବିଶ୍ରାମ ପାଇଁ ବାଛିଥିଲେ। ସେମାନେ ପ୍ରଥମେ ବିଦ୍ୟାଳୟଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରିଥିଲେ। ପରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ରବିବାରକୁ ଛୁଟିଦିବସ ଘୋଷଣା କରିଥିଲେ।


ଆଇଏସ୍‌ଓ ଅନୁସାରେ, ସାତଦିନ କାମ କରି ଲୋକେ ଥକି ପଡୁଥିଲେ। ବିଶ୍ରାମ ନ ଥିବାରୁ ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଲା। ଏହାକୁ ଦୃଷ୍ଟିରେ ରଖି ଗଭର୍ନର ଜେନେରାଲ ସପ୍ତାହର ଶେଷଦିନ ଅର୍ଥାତ୍‌ ରବିବାରକୁ ଛୁଟିଦିନ ଭାବେ ବାଛିଥିଲେ। ଗୋଟିଏ ଦିନ କର୍ମଯୋଗୀମାନେ ନିଜ ପରିବାର ସହ ସମୟ କାଟିବା ସହ ମାନସିକସ୍ତରରେ ଶାନ୍ତି ପାଇବା ପାଇଁ ରବିବାର ସବୁଠୁ ଉତ୍ତମ ବୋଲି ଗଭର୍ନର ଜେନେରାଲ ବାଛିଥିଲେ। ଭାରତରେ ମଧ୍ୟ ରବିବାରକୁ ଛୁଟିଦିନ ଭାବେ ଗ୍ରହଣ କରାଯାଇଥିଲା। ଭାରତରେ ଏହା ୧୮୯୦ ଜୁନ୍‌ ୧୦ରେ ପ୍ରଚଳିତ ହୋଇଥିଲା। ମେଘାଜୀ ଲାଖୋଣ୍ଡ ଶ୍ରମିକମାନଙ୍କ ହକ୍‌ ପାଇଁ ପ୍ରୟାସ ଜାରି ରଖିଥିଲେ। ଶେଷରେ ତାଙ୍କର ଏହି ପ୍ରୟାସ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧,୪୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଡି.କେ. ଶିବକୁମାର, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନେଟଓ଼୍ବର୍ଥ

ବେଙ୍ଗାଲୁରୁ,୨୮।୫: କର୍ନାଟକ କଂଗ୍ରେସର ପ୍ରମୁଖ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର (D.K. Shivakumar) ନିଜର ନିର୍ୱାଚନୀ ସପଥପତ୍ର (Affidavit) ଦାଖଲ କରିଛନ୍ତି । ଏହି…

ବଦଳିଲା ପାଗ, IMD ଦେଲା ଚେତାବନୀ, ଆଗାମୀ ୩ ଦିନରେ ଭୟଙ୍କର…

ନୂଆଦିଲ୍ଲୀ, ୨୮।୫: ଆଇଏମଡି ଅନୁଯାୟୀ, କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ପ୍ରଦେଶରୁ…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri