ଜନ୍‌-ବିପାଶାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍‌ ଟୁଇଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଜଣେ ସୁପର ମଡେଲ ଭାବେ କାମ କରୁଥିଲେ। ୨୦୦୩ରେ ଜିସ୍ମ୍‌ ଫିଲ୍ମରେ ହଟ୍‌ ଷ୍ଟାର ବିପାଶଙ୍କ ସହିତ ତାଙ୍କର କ୍ଲୋଜ୍‌ ଅପ୍‌ ସିନ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସଥିଲା। ପରଦାର ସମ୍ପର୍କ ପରି ଦୁଇ ଜଣଙ୍କ ଜୀବନରେ ମଧ୍ୟ ଆସିଥିଲା ସମାନ ପ୍ରତିଫଳନ। ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ରହିଥିଲା ନିବିଡ଼ ସମ୍ପର୍କ। ଏହାପରେ ଗୋଟିଏ ଭୁଲ ଟୁଇଟ୍‌ ଯୋଗୁ ସମ୍ପର୍କରେ ଆସିଥିଲା ଫାଟ। ତେବେ ଉଭୟଙ୍କ ହଟ୍‌ ସିନ୍‌ ସବୁବେଳେ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା

ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ...

ବିବାହର ୧୮ ବର୍ଷ ପରେ ପ୍ୟାରେଣ୍ଟସ ହେଲେ ଏହି କପଲ

ମୁମ୍ବାଇ: ଶାହାରୁଖ ଖାଁ ଓ ମହିମା ଚୌଧୁରୀ ଷ୍ଟାରର ମୁଭି ‘ପରଦେଶ’ରେ ରାଜୀବ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏବେ ପିତା...

୪୦୦ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଫିଲ୍ମ ‘ରାଧେ ଶ୍ୟାମ’ ନିର୍ମାତା

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ରିଲିଜ୍‌ ହେବାର ଥିଲା। ତେବେ କୋଭିଡ୍‌ ପରିସ୍ଥିତିକୁ...

ଉଦ୍ଧବ ଠାକରେଙ୍କୁ ଭେଟିଲେ ସୋନୁ ସୁଦ: କହିଲେ, ଯେପର୍ଯ୍ୟନ୍ତ ପ୍ରବାସୀ ଶମିକମାନେ ଘରେ ନ ପହଞ୍ଚିବେ, ସେ ପର୍ଯ୍ୟନ୍ତ ସହାୟତା କରି ଚାଲିବି

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତେବେ ସୋନୁଙ୍କୁ ନେଇ ରାଜନୀତି ଆରମ୍ଭ କରିଦେଇଥିଲା...

ଅଡ଼ୁଆରେ ନିର୍ଦ୍ଦେଶକ କରନ୍‌ ଜୋହର: ଦୀପିକାଙ୍କ ଆଗାମୀ ଫିଲ୍ମରୁ ହଟିବ ନାମ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ହିନ୍ଦୀ ସିନେମାର ଭେଟେରାନ ନିର୍ମାତା, ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିରୋଧରେ ସୋସିଆଲ ମିଡିଆରେ ଅସନ୍ତୋଷ ବଢ଼ିବାରେ...

ଗର୍ଭବତୀ ଥିବା ସମୟରେ ଏହି ଅଭିନେତ୍ରୀଙ୍କୁ କରିବାକୁ ପଡ଼ିଥିଲା ବଳାତ୍କାର ସିନ୍‌, ପରେ ଘଟିଲା ଏମିତି

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ମୌସୁମୀ ଚାଟାର୍ଜୀ ଅନ୍ୟତମ। ୧୯୬୭ ମସିହାରେ ବଙ୍ଗଳା ଫିଲ୍ମ ‘ବାଲିକା ବଧୂ’ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।...

ଦୋଛକିରେ କ୍ରିତି

କ୍ରିତି ସାନନ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫରରେ ସେ ଦୁଇଟି ଭୂମିକାରେ ଅଭିନୟ କରିବେ। ସେଥିରେ ପୁଣି ଗୋଟିଏ...

ରିଲିଜ ହେଲା ‘ଗଙ୍ଗୁବାଇ କାଠିୟାୱାଡି’ର ନୂଆ ଗୀତ

ମୁମ୍ବାଇ: ‘ଗଙ୍ଗୁବାଇ କାଠିୟାୱାଡି’ମୁଭିର ଦ୍ୱିତୀୟ ଗୀତ ଜବ ସଇୟାଁ ରିଲିଜ ହୋଇଯାଇଛି । ଗୀତଟି ଶ୍ରୁତି ମଧୁର ହୋଇଥିବା ବେଳେ ‘ଢୋଲିଡା’ରେ ଗରବା କରୁଥିବା ବେଳେ...

Advertisement
Archives

Model This Week