ଛେଳିଆ ମାଝି ହତ୍ୟାକାଣ୍ଡ ଘଟଣା: ୯ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା ଅଫିସ,୧୭।୧୨: ବହୁଚର୍ଚ୍ଚିତ ଛେଳିଆ ମାଝି ହତ୍ୟାକାଣ୍ଡ ମାମଲାରେ ଅଦାଲତ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜିଲା ଦୌରାଜଜ୍‌ ସୋମଶେଖର ଜେନା ସୋମବାର ମାମଲାର ବିଚାର କରି ଏହି ରାୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ପୋଡ଼କଣା ଗ୍ରାମର ଛେଳିଆ ମାଝି (୨୩)ଙ୍କୁ ଜମିଜମା ମାମଲାକୁ ନେଇ ଗୁଣିଗାରେଡ଼ି ସନ୍ଦେହ କରି ୨୦୧୭ ନଭେମ୍ବର ୩୦ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଛେଳିଆଙ୍କ ମାଆ କଅଁଳା ମାଝିଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କ ସାନ ଭାଇ ରାଜୁଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ା ଏନେଇ କଅଁଳା ଟିକିରି ଥାନାରେ ମାମଲା ରୁଜୁ କରିଥିଲେ। ତତକାଳୀନ ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ବେହେରା ଏବଂ ସୁଜ୍ଞାନୀ ସାହୁ ଏହି ଘଟଣାର ତଦନ୍ତ କରୁଥିଲେ। ଏଥିରେ ଉକ୍ତ ଗ୍ରାମର ୯ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲାା ଅଭିଯୁକ୍ତମାନେ ହେଲେ ନରି ମାଝି, କୁସନ ମାଝି, କୁସ ମାଝି, ବୋଲି ମାଝି, ସନ୍ତୋଷ ମାଝି, ସାଲୁ କୁଲସିକା ମାଝି, ଦେବ ମାଝି, ପାତିଡ଼ି ମାଝି, କବିରାଜ ମାଝି। ଏହି ମାମଲାରେ ୧୮ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟ ପ୍ରକାଶ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ

ବରଗଡ଼ ଅଫିସ,୧୬।୧୨: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନ ଜାମସେଠ ନିକଟ ଛିନ୍ଦେକେଲା ଧାନ ମଣ୍ଡିରେ ଗୁରୁବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।...

୪ ଦିନ ବନ୍ଦ ରହିବ ନୃସିଂହନାଥ ମନ୍ଦିର

ପାଇକମାଳ,୧୪।୧(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ୧୪ରୁ ୧୭ ତାରିଖ ଯାଏ ବନ୍ଦ ରହିବ। ମନ୍ଦିର କମିଟି ସଭାପତି ତଥା ବିଡିଓ ଉପଞ୍ଜଳି...

ଭୋଟର ତାଲିକାରେ ଶତାଧିକଙ୍କ ନାଁ ନାହିଁ

ହାଟଡିହୀ,୩ା୨(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତ କନକପା ଗ୍ରାମ ୧୦ନଂ. ୱାର୍ଡର ଶତାଧିକ ଭୋଟରଙ୍କ ନାଁ ତାଲିକାରେ ନ ଥିବାରୁ ଅସନ୍ତୋଷ ପ୍ରକାଶ...

କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ...

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ:କବିଙ୍କ ଆଦର୍ଶ, ନୀତି ଓ ଜୀବନୀ ଉପରେ ଆଲୋଚନା

କେସିଙ୍ଗା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସ୍ଥାନୀୟ ବିଦ୍ୟାପୀଠ ପରିସରରେ ରବିବାର ଅପରାହ୍ନ ୪ଟାରେ ପାଳିତ...

୧୮,୦୩୬ ପ୍ରକଳ୍ପକୁ ଅନୁମୋଦନ

ଢେଙ୍କାନାଳ ଅଫିସ, ୯।୩: ରାଜ୍ୟ ସରକାର ଚାଷୀ ଓ ଚାଷର ବିକାଶ ଲାଗି ଫୋକସ କରୁଛନ୍ତି। କୃଷିକ୍ଷେତ୍ରରେ ଉତ୍ପାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲାଗି ଆମ...

ଚୋରି ଜେସିବି ବିକ୍ରି ଅଭିଯୋଗ, ଦୁଇ ଗିରଫ

କୋକସରା,୧୩ା୪(ଡି.ଏନ୍‌.ଏ.): ଜେସିବି ଚୋରି କରି ଜନୈକ କବାଡ଼ି ବ୍ୟବସାୟୀ ନିକଟରେ ବିକ୍ରି କରିବା ଘଟଣା କୋକସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୋକସରା ପୋଲିସ ଘଟଣାର...

ଗୋବିନ୍ଦପୁର ସୂତାକଳ ଭୂତକୋଠି

ଢେଙ୍କାନାଳ ଅଫିସ, ୨୨।୬:  ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ କଳିଙ୍ଗ ସମବାୟ ସୂତାକଳ ୧୮ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ପରିଚାଳନା ଅଭାବରୁ ଏହା ଏବେ ଭୂତକୋଠିରେ...

Advertisement
Archives

Model This Week