Posted inଜାତୀୟ

ଛତିଶଗଡ଼ରେ ଏନ୍‌କାଉଣ୍ଟର: ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୨୬।୨: ଛତିଶଗଡ଼ କାଙ୍କେରର କୋୟଲିବେଡା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିମୟ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ଥିବା ସୂଚନା ମିଳିନାହିଁ। ତେବେ ପୋଲିସ ଏନ୍‌କାଉଣ୍ଟର ଭୟରେ ମାଓବାଦୀ ଉକ୍ତ ସ୍ଥାନ ଛାଡ଼ିପଳାଇବାରେ ସକ୍ଷମ ହୋଇଛନ୍ତି। ଅପରପକ୍ଷେ ଘଟଣାସ୍ଥଳରୁ ମାରଣାସ୍ତ୍ର, ବିପୁଳ ପରିମାଣରେ ଗୋଳାବାରୁଦ ସହ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ: ସିପିସିବି

ନୂଆଦିଲ୍ଲୀ, ୩୦।୫: ଗଙ୍ଗା ନଦୀର ପାଣି ପାନୀୟ ଜଳ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)। ଏଥିସହ ଗଙ୍ଗା ନଦୀ...

କରୋନା ସଂକ୍ରମଣରେ ୩୨ ବର୍ଷ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା’

ହାଇଦ୍ରାବାଦ,୧୪।୮: କରୋନା ଭାଇରସ ସଂକ୍ରମଣ ଏବେ ଅନେକ ଘରର ଆଲୋକକୁ ଅନ୍ଧାରରେ ପରିବର୍ତ୍ତନ କରିଛି କହିଲେ ଚଳେ। ଶୁକ୍ରବାର ତେଲେଙ୍ଗାନାର ନାରାୟଣଖେଡ ଅଞ୍ଚଳରେ ରହୁଥିବା ଏକ...

ଜୋଷୀ, ରାଣେଙ୍କ ପରେ ଉଦ୍ଧବ

ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ରରେ ଫଡ୍‌ନବିସ୍‌ ସରକାରର ପତନ ପରେ ଶିବସେନା ଏହାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ପାଇଛି। ୨୮୮...

ସାଧାରଣତନ୍ତ୍ର ଦିବସରେ ମୋଦି ପିନ୍ଧିଲେ କମଳା ରଙ୍ଗର ପଗଡ଼ି: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସରେ ପଗଡି ବାନ୍ଧିବାର ପରମ୍ପରାକୁ ବଜାୟ ରଖିଛନ୍ତି । ଚଳିତବର୍ଷ ଗଣତନ୍ତ୍ର ଦିବସ...

ଛତିଶଗଡ଼ ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ଦାନ୍ତଓ୍ବୋଡା,୧୮।୪: ଛତିଶଗଡ଼ର କୁଆକୋଣ୍ଡା ପୋଲିସ ଷ୍ଟେଶନ ଅନ୍ତର୍ଗତ ଧାନିକାରକାଠାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି) ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଗୁରୁବାର ୨ ମାଓବାଦୀଙ୍କ ମୃତ୍ୟୁ...

୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ମୋଦି ସରକାର ପଠାଇବେ ୧୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପାଖାପାଖି ୯କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର...

ଲୋକ ସଭା ବାଚସ୍ପତି କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୧।୩: ଲୋକ ସଭା ବାଚସ୍ପତି ଓମ୍‌ ବିରଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ୍‌ରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ...

ଅଯୋଧ୍ୟାରେ କବରସ୍ତାନ ଲାଗି ଜମି ଦାନକଲେ ହିନ୍ଦୁ

ଲକ୍ଷ୍ନୌ,୨୭ା୬: ଅଯୋଧ୍ୟାରେ ରାମ ଜନ୍ମଭୂମି ଜମିକୁ ନେଇ ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବୁଧବାର ଦୁଇ...

Advertisement


Archives

Model This Week

Why Dharitri