ଚିନ୍ତା ବଢାଉଛନ୍ତି ଲକ୍ଷଣ ନ ଥିବା କରୋନା ସଂକ୍ରମିତ

ଝାନ୍ସି,୨।୫: ଉତ୍ତରପ୍ରଦେଶ ଝାନ୍ସିର ଓରଛା ଗେଟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ହଟ୍‌ସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଏଠାରେ ସାମ୍ନାକୁ ଆସୁଥିବା ନୂଆ ସଂକ୍ରମିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଓରଛାରେ ୨ ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଚିନ୍ତା ବଢି ଯାଇଛି। କାହିଁକିନା ଏମାନଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା ବେଳେ ଏମାନେ କରୋନାରେ ପୀଡ଼ିତ ହୋଇଛନ୍ତି। ଶନିବାର ଏଠାରେ ୫ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏମାନଙ୍କୁ ଆଇସୋଲେଶନରେ ରଖାଯାଇଛି। ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରିଲା ସାବରକର ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ,୧୪।୧୦: ହିନ୍ଦୁ ମହାସଭା ନେତା ବୀର ସାବରକର ଆଣ୍ଡାମାନର ସେଲ୍ୟୁଲାର ଜେଲରେ ଥିବାବେଳେ ମହାମତ୍ା ଗାନ୍ଧୀଙ୍କ ପରାମର୍ଶକ୍ରମେ ବ୍ରିଟିଶ ସରକାରଙ୍କ ନିକଟରେ ରାଜକ୍ଷମା ମାଗିଥିଲେ। କିନ୍ତୁ...

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

କୋଲକତା,୨।୮: ପଶ୍ଚିମବଙ୍ଗ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଇଡି ଅନୁସନ୍ଧାନର ସମ୍ମୁଖୀନ ହୋଇଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ମଙ୍ଗଳବାର ଜଣେ ମହିଳା ଚପଲ...

ଶୋପିଆନରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୪: ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟରେ ଗତି କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ନିଜ ମନ୍ଦ ବୁଦ୍ଧିରୁ ବାଦ୍‌ ପଡ଼ୁନାହାନ୍ତି।...

ଅଖିଳେଶଙ୍କ ରାଜ୍ୟ ସଭା ଗେମ୍‌ ପ୍ଲାନ୍‌…

ଲକ୍ଷ୍ନୌ, ୨୫।୫ : ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ରାଜ୍ୟର ୧୧ ରାଜ୍ୟ ସଭା ଆସନ...

ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...

ଚାକିରି ପାଇଁ ସ୍ବାମୀ ମନା କରିବାରୁ …

ପାଟନା, ୧।୮: ଆଇଟିଆଇ କରିଛି। ନିଜ ଗୋଡ଼ରେ ଛିଡ଼ା ହେବା ସହ ଉଚ୍ଚ ଶୀକ୍ଷିତ ହେବାକୁ ଚାହୁଁଛି। କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତ ମୋ...

ଗର୍ଜିଲେ ଶାହା: ଟାର୍ଗେଟରେ ସୋନିଆ-ରାହୁଲ

ନୂଆଦିଲ୍ଲୀ,୧୭ ।୧୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁପକାର ଗୋଷ୍ଠୀ ସହ ଜଡିତ ଦଳ ଗୁଡିକ ଉପରେ ଖୁବ୍ ବର୍ଷିଛନ୍ତି । ମଙ୍ଗଳବାର ଶାହା କହିଛନ୍ତି ଗୁପକାର...

ଚିଦାମ୍ବରମ୍‌ଙ୍କୁ ଜେଲରେ ଭେଟିଲେ ଆଜାଦ

ନୂଆଦିଲ୍ଲୀ, ୧୯ା୯: ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ସକାଳେ କଂଗ୍ରେସର ଦୁଇ ବରିଷ୍ଠ ନେତା ଗୁଲାମ୍‌ ନବି ଆଜାଦ୍‌, ଅହମ୍ମଦ ପଟେଲ...

Advertisement
Archives

Model This Week