Posted inଫୁରସତ

ଚା ଦୋକାନରେ ହେଉଛି ରାମାୟଣ-ମହାଭାରତ ଚର୍ଚ୍ଚା…

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିଆରା ରୋଚକ ଘଟଣା ଦେଖିବାକୁ ମିଳିଥାଏ। ଏପରି ଘଟଣା ଗୁଜରାଟ ଅହମ୍ମଦାବାଦ୍‌ର ଏକ ଚା ଦୋକାନରେ ଦେଖିବାକୁ ମିଳୁଛି। ଏଠାରେ ନିତି ସକାଳେ ସନ୍ଧ୍ୟାରେ ଗରାଖଙ୍କର ଭାରି ଗହଳି ହୋଇଥାଏ। ସ୍ଥାନୀୟ ସରସପୁରଠାରେ ଥିବା ହରିଭାଇ ଛକ ନିକଟରେ ମହାବୀର ରେଷ୍ଟୁରାଣ୍ଟ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ରେଷ୍ଟୁରାଣ୍ଟ୍‌ କାନ୍ଥରେ ରାମଚରିତ ମାନସର ଚୌପାଇ ଲେଖାଯାଇଛି। ମାଲିକ ଧର୍ମେନ୍ଦ୍ର ତିଓ୍ବାରୀ ବିଭିନ୍ନ ରଙ୍ଗର ଚକ୍‌ ଖଡ଼ିରେ ସୁନ୍ଦରାକାଣ୍ଡ ଲେଖିଛନ୍ତି। ପ୍ରତିଦିନ ସନ୍ଧ୍ୟା ୭ଟାଠାରୁ ରାତି ୧୨ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ୍‌ରେ ପୁରୁଣା ରାମାୟଣ, ମହାଭାରତ ସିରିଏଲ୍‌ ସହିତ କୃଷ୍ଣା, ଜୟ ହନୁମାନ, ଶିବପୁରାଣ, ବିଷ୍ଣୁ ପୁରାଣ ଆଦି ଗରାଖଙ୍କୁ ପ୍ରଦର୍ଶିତ କରାଯାଇଥାଏ। ଏହି ରେଷ୍ଟୁରାଣ୍ଟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ...

ଲ୍ୟୁକୋଡର୍ମା କଣ୍ଢେଇ

ଭିଟିଲିଗୋ ବା ଲ୍ୟୁକୋଡର୍ମା, ଏକ ଏଭଳି ଚର୍ମରୋଗ ଯେଉଁଥିରେ ଚର୍ମର କିଛି କିଛି ଭାଗର ପିଗମେଣ୍ଟ ବା ବର୍ଣ୍ଣ କୋଷିକା ମୃତ କିମ୍ବା କାର୍ଯ୍ୟ କରିବାରେ...

ବିଶ୍ୱର କିଛି ବିପଦସଙ୍କୁଳ ପୋଲ: ଯାହାକୁ ଅତିକ୍ରମ କରିବା ପୂର୍ବରୁ ଭାବିବେ ୧୦ ଥର

ଅନେକ ଅଜବ ଜିନିଷ ରହିଛି ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ବିଶ୍ୱରେ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ରହିଛି, ଯେଉଁଠାକୁ ଯିବା ପୂର୍ବରୁ...

ରାସ୍ତାରେ ମଳତ୍ୟାଗ କଲା ମଇଁଷି: ମାଲିକ ଦେଲେ ୧୦ ହଜାର ଜରିମାନା

ଗ୍ବାଲିୟର,୨୯।୧୨: ନିର୍ମାଣ କରାଯାଇଥିବା ନୂଆ ରାସ୍ତାରେ ମଇଁଷି ମଳତ୍ୟାଗ କରିବାରୁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। ମଧ୍ୟପ୍ରଦେଶର ଗ୍ବାଲିୟରର ଡି.ବି. ସିଟି ରୋଡ୍‌ର ନିର୍ମାଣ କରାଯାଉଥିଲା।...

କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିପାରିବେନି ମହିଳା

ଜାପାନରେ ଏକ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କର୍ମକ୍ଷେତ୍ରରେ ମହିଳାମାନେ ଚଷମା ପିନ୍ଧିପାରିବେନି। କେତେକ ବେସରକାରୀ କମ୍ପାନୀ ଏଭଳି ନିୟମ ଲାଗୁ କରିଛନ୍ତି। ଏହା...

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ

ବାଘମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ରାଜସ୍ଥାନର ଅଲଓ୍ବର ଜିଲାରେ ରହିଛି ଏକ ଅଭୟାରଣ୍ୟ, ଯାହାର ନାଁ ହେଲା ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ। କେବଳ ବାଘ ନୁହେଁ,...

ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତଙ୍କୁ ହୋଇନି କରୋନା ସଂକ୍ରମଣ: ଆମେରିକା ପତ୍ରିକା

ନୂଆଦିଲ୍ଲୀ, ୨୧।୯: ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତ ଲୋକଙ୍କୁ କରୋନା ସଂକ୍ରମଣ ହୋଇନି। ଏନେଇ ଆମେରିକା ବିଜ୍ଞାନ ପତ୍ରିକା ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ମାଇକ୍ରୋବାୟୋଲୋଜିରେ...

ଘୋଡ଼ା-କୁକୁରଙ୍କୁ ମିଳିବ ପେନସନ୍‌

ଓ୍ବାର୍‌ସ୍ବ,୨୮।୩: ଚାକିରିରୁ ଅବସର ଗ୍ରହଣ ପରେ ମଣିଷଙ୍କୁ ପେନସନ୍‌ ମିଳିବା ଶୁଣାଯାଇଥାଏ। ତେବେ ଏବେ ସରକାରୀ ଚାକିରି କରିଥିବା ଘୋଡ଼ା ଏବଂ କୁକୁରଙ୍କୁ ଅବସର ପରେ...

Advertisement
Archives

Model This Week