ଚରଚାରେ ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ: ମନ୍‌ବଲ ଆଘେ ହାରମାନିଛେ ଅକ୍ଷମତା

ପାଇକମାଲ,୩।୨(ଡି.ଏନ.ଏ)-  କଥାରେ ଅଛେ ମନ୍‌ବଲ ଥିଲେ ସବୁ ସମ୍‌ଭବ। ଏହେଦେ ଏନ୍‌ତା ଝନେ ଦିବ୍ୟାଙ୍ଗ ଛାତ୍ର ନିଜର ମଜବୁତ୍‌ ମନ୍‌ବଲ ଲାଗି ଏହେଦେ ଚରଚାରେ ରହିଛନ୍‌। ସେ ହେଉଛନ୍‌ ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍‌ ଭେରୁଆମୁଣ୍ଡା ଗଁାର କ୍ଷୀରୋଦ୍ର ତାଣ୍ଡିକଁର ପୁଓ ଜଗନ୍ନାଥ ତାଣ୍ଡି(୧୧)।
ସୂଚନା ଅନ୍‌ସାରେ ଭେରୁଆମୁଣ୍ଡାର କ୍ଷୀରୋଦ୍ର ତାଣ୍ଡିକଁର ପରିବାର କହେଲେ ମାଏକିନା ଜେମା ତାଣ୍ଡି, ଦୁଇ ଝି ଆର ଗୁଟେ ବଲି ପୁଓ ଜଗନ୍ନାଥକୁଁ ନେଇ ସଁସାର। ଜଗନ୍ନାଥ ଜନ୍‌ମୁ ଦିବ୍ୟାଙ୍ଗ ଆଏ, ତାକର ହାତ୍‌ଗୋଡ଼ ନଁାଇଁନ। ସାଂଗସାଥି ଆର ଗଁାର ଲୋକ ତାହାକୁ ଜଗା ଭାଇ ବଲି ଡାକୁଛନ୍‌। ଜଗା ଏହେଦେ ଗଁାର ପ୍ରାଥମିକ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପାଠ୍‌ ପଢ଼ୁଛନ୍‌। ମା’ ଜେମା ତାହାକୁ ଫିଦିନ ହ୍ବିଲ ଚେୟାରରେ ବସେଇ ସ୍କୁଲ ନେବାର ଆନବାର କରୁଛନ୍‌। ଦିନାକେତେ ତଲେ ସ୍କୁଲର ବଛରକିଆ ଉଛବ୍‌ରେ ଜଗା ନାଚ୍‌ ପରିବେଷନ କରି ଚରଚାକେ ଆସିଥିଲେ। ଗୀତ୍‌, ବାଜ୍‌ନାର ତାଲେ ତାଲେ ତାକର ନାଚ୍‌ ଆର ଦିହି ମଲ୍‌କାର କମାଲ ଦେଖି ସାଂଗସାଥି, ଶିକ୍ଷୟିତ୍ରୀ ଶିକ୍ଷକ, ଗଁବାସୀ ତାହାକୁ ପରଶଁସାରେ ଗୁଧେଇ ଦେଇଥିଲେ। ସେନ୍‌ତା ତାକର ଇ ନାଚ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉତାରୁ ପିଲାନୁ ବୁଢ଼ା ତକ୍‌ ତାକର ପରଶଁସା କରିଛନ୍‌। ସେ ଖାଲି ନାଚ୍‌ ନୁହେ ଭଲ ଗୀତ୍‌ ବି ଗାଇ ପାରୁଛନ୍‌। ଲେଖାପଢ଼ା ସଂଗେ ଫଟୁ ବି କାଟିପାରୁଛନ୍‌। ଜଗାକଁର ଇ ସବୁ କାଯ୍‌ ଏହେଦେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛେ। ତାକର ଇ ଆତ୍‌ମ ବିଶୁଆସକେ ଲୋକ୍‌ ପରଶଁସା କରବାର ସଂଗେ ଛାତ୍ରୀଛାତ୍ରକଁର ଲାଗି ସେ ଉଦାହରନ୍‌ ଆଏ ବଲି ଚରଚା ହେଉଛେ। ଜଗାକୁଁ ଭବିଷତ୍‌ରେ କାଣା କରବ ବଲି ପଚ୍‌ରାଲାରୁ ଆଗିଅଁା ମୁଇଁ ଝନେ ନିହାତି ଗରିବ୍‌ ଘରର ପିଲା। ଅଭାବ୍‌ ଅନାଟନ ଲାଗି ପାଠ୍‌ପଢ଼ାରେ ଅସ୍‌ବିଧା ହେଉଛେ। ହେଲେ ସରକାରୀ ସାହାଯ୍‌ ମିଲ୍‌ଲେ ପାଠ୍‌ପଢ଼ି ଜୀବନ୍‌ରେ ଝନେ ଶିକ୍ଷକ ହେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦଫା ଦାବିରେ ରାସ୍ତା ଅବରୋଧ

ନିରାକାରପୁର,୩୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଏସ୍‌ଆଇ ସ୍ବାଗତିକା ବେହେରା ଗତ ଶନିବାର ସରକାରୀ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ଆଇଆଇସି ରେବତୀ ଶବର ମାନସିକ...

ଗୋ-ରକ୍ଷା, ମନ୍ଦିର ସୁରକ୍ଷାକୁ ଗୁରୁତ୍ୱ

ପୁରୀ ଅଫିସ,୬ା୧: ପୁରୀସ୍ଥିତ ରାଧାବଲ୍ଲଭ ମଠରେ ମଙ୍ଗଳବାର ଅଖିଳ ଭାରତୀୟ ସନ୍ଥ ସମିତି ଓଡ଼ିଶା ଶାଖାର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ଓଡ଼ିଶା ଶାଖା...

ପାଚେରି ଡେଇଁ ବାହାରକୁ ଆସିଲା ସିଂହ ଛୁଆ

ବାରଙ୍ଗ,୮।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବିବାଦର ପିଛା ଛାଡୁ ନ ଥିବାବେଳେ ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବୁଧବାର ଲାଳନପାଳନ କେନ୍ଦ୍ରରେ...

ବାଳିକା ଉଚ୍ଚ ବିଦ୍ୟାଳୟରୁ ଚୋରି କରି ୨ଗିରଫ

ବଡ଼ବିଲ,୧।୧୦(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ନଗର ବାଳିକା ଉଚ୍ଚ ବିଦ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରୀ ଅଭିଯୋଗରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ...

ବିଆର୍‌ପିଏଲ୍‌ ଏକ ସଙ୍ଗମ

ଯାଜପୁର ଅଫିସ,୨୩ା୩: ଶିଳ୍ପାଞ୍ଚଳ ଦ୍ୱାରା ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି।...

ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ, ଦୁଇ ବାଇକ୍‌ ଜବତ

କୋରାପୁଟ,୬ା୨(ସ୍ବ.ପ୍ର.): କୋରାପୁଟ ସହରରେ କିଛିଦିନ ତଳେ ଲୁଟେରାଙ୍କ ଦ୍ୱାରା ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଜଡ଼ିତ ୩ ଜଣଙ୍କୁ ସୋମବାର କୋରାପୁଟ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ

ଦିଗପହଣ୍ଡି,୧୭ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମର ସୀମାଞ୍ଚଳ ସେଠୀ ରାଜ୍ୟ ବାହାରୁ ଫେରି ୧୦ଦିନ ହେଲା ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି। ବୁଧବାର ବାପା...

କଂଗ୍ରେସକୁ ମିଳିଲା ନାହିଁ ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୮ା୩: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ। ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ସୋମବାର ପ୍ରଦେଶ...

Advertisement
Archives

Model This Week