ଚତୁର୍ଦ୍ଧାମୂର୍ତ୍ତିଙ୍କ ସାହାଣମେଲା ଦର୍ଶନ

ବଡବିଲ, ୧୫।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ହରିହର ମନ୍ଦିରରେ ସୋମବାର ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ପହଣ୍ଡି ହୋଇ ନିଳାଦ୍ରୀ ବିଜେ କରିଛନ୍ତି। ରୀତି ନୀତି ଅନୁଯାୟୀ, ଶ୍ରୀ ଜଗନ୍ନାଥ ଓ ମା’ ଲକ୍ଷ୍ମୀ ସାନ୍ତାଣୀଙ୍କ ନିକଟରେ ରସଗୋଲା ଭୋଗ ଲାଗି ହେବା ପରେ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ରସଗୋଲା ବଣ୍ଟନ କରାଯାଇଥିଲା। ମନ୍ଦିର କମିଟି ସଭାପତି ବିଜୟ ମହାନ୍ତ କହିଛନ୍ତି ଯେ, ପରମ୍ପରା ଅନୁଯାୟୀ ଠାକୁରଙ୍କ ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇ ସୋମବାର ଠାକୁର ନିଳାଦ୍ରୀ ବିଜେ କରିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ସାହାଣ ମେଲା ଦର୍ଶନ କରିଛନ୍ତି। ପୁରୀ ଶ୍ରୀ ମନ୍ଦିରର ରୀତିନୀତି ଅନୁଯାୟୀ ହରିହର ମନ୍ଦିରରେ ସମସ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ହଷ୍ଟେଲ ନିର୍ମାଣକୁ ବିରୋଧ

ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ବର ଜିଲାସ୍କୁଲ ପୂର୍ବରେ ବେଆଇନ ହଷ୍ଟେଲ ନିର୍ମାଣକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିରୋଧ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ବିରୋଧ...

ସ୍କୁଲ ଗାଡି ବ୍ୟାଟେରି ଫାଟି ଛାତ୍ରୀ ଗୁରୁତର

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ କାନପୁର ସରସ୍ବତୀ ଶିଶୁ ମନ୍ଦିରର ଜଣେ ଛାତ୍ରୀ ସ୍କୁଲ ଗାଡ଼ିରେ ଯାଉଥିବା ବେଳେ...

ସାପ କାମୁଡାରେ ୩ ମୃତ

ଔପଦା/ଖଇରା/କୁଳିଅଣା, ୨୫ା୯(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ପୃଥକ ସ୍ଥାନରେ ସାପ କାମୁଡାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଔପଦା ଥାନା...

‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍‌ ପ୍ୟାଡ୍‌ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍‌ରେ ଦୂରଗାମୀ ସବ୍‌ସୋନିକ କ୍ରୁଜ...

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୯।୪-ବାଲେଶ୍ୱରସ୍ଥିତ ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମେସି ଫର୍ଗୁସନ ଟ୍ରାକ୍ଟର କମ୍ପାନୀର ଜିଲା ଡିଲର ‘ମେସର୍ସ ଲକ୍ଷ୍ମୀରେଖା ଅଟୋମୋବାଇଲ୍ସ’ର ଦୁଇ ବିଜିନେସ୍‌...

ରାତି ଅଧରେ ଗାଁରେ ପଶିଲେ ହାତୀପଲ: ଘର ଭାଙ୍ଗି କଲେ ଆକ୍ରମଣ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଳଡ଼ିହା ବନ ବିଭାଗ ଅଧୀନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମରେ ଶନିବାର ରାତିରେ ହାତୀପଲ ପଶିଛନ୍ତି। ହାତୀପଲ...

ହିତାଧିକାରୀଙ୍କ ସହ ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୩୧।୧(ସ୍ବ.ପ୍ର.): ନୀଳଗିରି ବ୍ଲକରେ ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରାଯାଇଛି।...

Advertisement
Archives

Model This Week