ଘର ଭାଂଗିଦେଲା ଜଂଗଲି ହାତୀ:ଅଲପ୍‌କେ ବରତିଲେ ପରିବାର ଲୋକ୍‌

ଉଲୁଣ୍ଡା, ୧୪ା୮ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପଁଚେତ୍‌ ଖଜୁରିଆପାଲି ଗଁାରେ ଜଂଗଲି ହାତୀକର ଉତ୍‌ପାତ ଦେଖ୍‌ବାକେ ମିଲିଛେ। ସୋମବାର ଅଧ୍‌ରାତିରେ ଇ ଗଁାର କିଶୋର ଗଡୁଆକଁର ଘର ଭାଂଗିଦେବାର ସଂଗେ ଜିନିଷପାତି ଭଂଗାରୁଜା କରିଥିବାର ଜନାଯାଇଛେ। କିଶୋରକଁର ପରିବାର ଖାଇପିଇ ଶୁଇଥିଲାବେଲେ ରାତି ପାଖାପାଖି ୩ ବଜେ ହାତୀ ଘରର କଁାଥି ଭାଂଗି ଭିତରକେ ପଶିଥିଲା। ସେନ୍‌ତା ହାତୀ ଗଁାର କ୍ଲବ ଘରର ଝରକା କବାଟ ଭାଂଗି ଦେଇଛେ। ଇତାର ବାହାରେ ତୋଫାନ ଦେହେରୀକଁର ପାଖାପାଖି ଅଧ୍‌ଏକର ଧାନ୍‌ ଫସଲକେ ମାଡ଼ିଦଲି ଖରାପ କରିଦେଇଥିବାର ଅଭିଯୋଗ ହେଇଛେ। ଇ ବାବ୍‌ଦେ ରେଞ୍ଜର ଶିବ ପ୍ରସାଦ ନାଏକକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ଯେନ୍‌ମାନକର କ୍ଷୟକ୍ଷତି ହେଇଛେ ତାହାକୁ ସରକାରୀ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ରାସ୍ତା ଧୋଇଗଲା

ଢେଙ୍କାନାଳ ଅଫିସ, ୨୧।୮-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେରୁଆଁପାଳ-ତର୍କାବେଡା ଗ୍ରାମ ରାସ୍ତା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ଅଞ୍ଚଳବାସୀ ଗମନାଗମନରେ ନାହିଁ ନ ଥିବା...

କରୋନା ମୁକାବିଲା କରିବେ ଏସ୍‌ଏଚ୍‌ଜି ମହିଳା

ଅମରପାଲି, ୧୩।୬ (ଡି.ଏନ.ଏ.)-ସାରା ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଉଦ୍ୟମ ଜାରି ରହିଛି। ଏହିକ୍ରମରେ ଏହାର ମୁକାବିଲା କରିବା...

୧୩ ବସ୍ତା ଗୁଟ୍‌ଖା ଜବତ, ୫ ଗିରଫ

ଗୋପାଳପୁର,୨୨ା୪- ଗୁଟ୍‌ଖା ଚାଲାଣ ବେଳେ ଗୋଳନ୍ଥରା ପୋଲିସ ସୋମବାର ଚଢାଉ କରି ୧୩ ବସ୍ତା ଗୁଟ୍‌ଖା ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ସେମାନେ...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

କେନ୍ଦୁଝରରୁ ଉଦ୍ଧାର କଲା ପୋଲିସ: ବାଳସୁଧାର ଗୃହକୁ ନେବା ବେଳେ ନାବାଳକ ଫେରାର

କେନ୍ଦୁଝର/ରାଉରକେଲା ଅଫିସ,୧୩।୧୨(ସ୍ବ.ପ୍ର.):କେନ୍ଦୁଝରରୁ ରାଉରକେଲାସ୍ଥିତ ଜୁଭେନାଇଲ ହୋମକୁ ପଠାଯାଉଥିବା ୯ନାବାଳକଙ୍କ ମଧ୍ୟରୁ ଜଣେ ବସ୍‌ରୁ ଅଧାରାସ୍ତାରେ ଫେରାର ହୋଇଯାଇଥିଲେ। କୋହଳ ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ନିଆଯାଉଥିବା ବେଳେ...

ଘରକୁ ଯାଇ ପିଡିଏସ୍‌ ସାମଗ୍ରୀ ବଣ୍ଟନ

ଶେରଗଡ଼,୨୯ା୩(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ବିଭିନ୍ନ ପଞ୍ଚୟତରେ ପିଡ଼ିଏସ୍‌ ସାମଗ୍ରୀ ଘରକୁ ଘର ଯାଇ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଓ କରୋନା ସଂକ୍ରମଣକୁ ଆଖି...

ଆନନ୍ଦପୁର ବିଧାୟକଙ୍କୁ କରୋନା

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି।...

ରିଜର୍ଭ ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗୀର ଅଫିସ, ୧୫ା୪: ବଲାଙ୍ଗୀର ରିଜର୍ଭ ପୋଲିସ କନ୍‌ଷ୍ଟେବଲମାନେ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଆଗେଇ ଆସିଛନ୍ତି ା ରିଜର୍ଭ ପୋଲିସ...

Play 250+ Trending Games
Archives

Model This Week

Why Dharitri