ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ପୁଅ ମୁଖାଗ୍ନି ଦେଇଛନ୍ତି। ରୋହିଣୀଙ୍କ ୨ ପୁଅ ବାହାରେ ରୁହନ୍ତି। ସୁରଟରେ ଥିବା ପୁଅ ରାମହରି ୮ ତାରିଖରେ ଘରକୁ ଫେରି ଗାଙ୍ଗଦହଲି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି। ଘରେ ଏକାକୀ ଥିବା ରୋହିଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଶନିବାର ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ଲୋକେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରି ବ୍ଲକ ପ୍ରଶାସନକୁ ଖବର ଦେଇଥିଲେ। ବ୍ଲକ ପ୍ରଶାସନ କ୍ୱାରାଣ୍ଟାଇନ୍‌ରେ ଥିବା ତାଙ୍କୁ ପୁଅଙ୍କୁ ଆଣି ମା’ଙ୍କୁ ମୁଖାଗ୍ନି ଦେବାପରେ ଫେରାଇନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଗୋଦାମରେ ଚଢ଼ାଉ : ପରୀକ୍ଷା ପାଇଁ ପଠାଗଲା ନମୁନା

ଅନୁଗୋଳ ଅଫିସ, ୮।୬ – ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ତେଲ ଗୋଦାମରେ ଅପମିଶ୍ରିତ କାରବାର ହେଉଥିବା ସନ୍ଦେହ କରି ଜିଲା ପ୍ରଶାସନ ପକ୍ଷରୁ...

ଶୟନମୁଦ୍ରାରେ ମା’ କଟକଚଣ୍ଡୀ

କଟକ ଅଫିସ,୨୬ା୮: ମା’ଙ୍କ ପାଇଁ ଆସିଛି ନୂତନ ଗଦି, ତକିଆ ଓ ଶଯ୍ୟା ଉପକରଣ। ଏବେ ଗୋଟିଏ ପକ୍ଷ ଅର୍ଥାତ୍‌ ୧୫ଦିନ ଯାଏ ଶୟନମୁଦ୍ରାରେ ରହିବେ...

ବରଗଡ଼ରେ ଜମି ମାଫିଆ ସକ୍ରିୟ: ମା’ ସମଲେଶ୍ୱରୀଙ୍କ ଭୂ-ସମ୍ପତ୍ତିକୁ କରିନେଲେ ହଡ଼ପ

ବରଗଡ଼ ଅଫିସ,୧୫।୩: ବରଗଡ଼ ଜିଲାରେ ଜମି ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି। ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ କେତେବେଳେ ଅନୁସୂଚିତ...

ନରେନ୍ଦ୍ର ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ପୁରୀ ଅଫିସ, ୧୫।୬: ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସ୍ମୃତିରଞ୍ଜନ ସାହୁ। ତାଙ୍କ ଘର...

ନିରାଡମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ ଅଫିସ,୧୭।୪: ନିରାଡ଼ମ୍ବର ଭାବେ ଶୁକ୍ରବାର ଭଦ୍ରକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ପରିସରରେ ସାମାଜିକ...

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ବିକ୍ଷୋଭ

ରାଇକିଆ,୧୬।୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ବ୍ଲକ ସଭାପତି ରାଜମୋହନ ଦିଗାଲଙ୍କ...

ଏଲ୍‌ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ଆନ୍ଦୋଳନରେ ସିପିଆଇଏମ୍‌ ସାମିଲ

କେନ୍ଦୁଝର,୪ା୫(ସ୍ବ.ପ୍ର.): ଏଲ୍‌ଆଇସି ଅଂଶଧନ ବିକ୍ରି ପ୍ରତିବାଦରେ ବୀମା କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ଆନ୍ଦୋଳନକୁ ସମର୍ଥନ କରି ବୁଧବାର କଳାଦିବସ...

ମାସ୍କ ନାହିଁ ତ ଗ୍ରୋସରୀ ନାହିଁ

ରାଇକିଆ,୧୦।୪(ଡି.ଏନ୍‌.ଏ.): ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରାଯିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ମାସ୍କକୁ ନେଇ ସଚେତନତା କରାଯାଉଛି। ମାସ୍କ ମଧ୍ୟ ବଣ୍ଟାଯାଉଛି । ଏ...

Advertisement
Archives

Model This Week