ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ହଳିଦିଆ ରଙ୍ଗର ଫ୍ରିଲ ଶାଢ଼ୀ ପିନ୍ଧିଥିବା ବେଳେ ଗୋଲଡେନ ରଙ୍ଗର କାନଫୁଲ ତାଙ୍କୁ ଗ୍ଲାମରସ୍‌ ଲୁକ୍‌ ଦେଇଛି। କେଶରେ ବନ କରିବା ସହ ମିନିମଲ ମେକ୍‌ଅପ୍‌, ନ୍ୟୁଡ ଲିପ୍‌ଷ୍ଟିକ ଓ ଗଗଲସ୍‌ରେ ସେ ବହୁ ସୁନ୍ଦର ନଜର ଆସିଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂର୍ବରୁ ତାଙ୍କର ଲାଇମ ଗ୍ରୀନ ଡ୍ରେସ୍‌ ସବୁଠାରୁ ଚର୍ଚ୍ଚାରେ ରହିଥିଲା। ଦୀପିକା ଏବେ ନିଜର ଅପ୍‌କମିଂ ଫିଲ୍ମ ଛପାକ ପାଇଁ ବ୍ୟସ୍ତ ଅଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅନ୍ତର୍ଧ୍ୱନି’କୁ ୨ ପୁରସ୍କାର

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବାଂଲାଦେଶର ଢାକାଠାରେ ଆୟୋଜିତ ସିନେ ମେକିଙ୍ଗ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି। ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ...

ସିନେମାହଲ୍‌ରେ ଫ୍ଲପ୍‌ ହେଲେ ଟେଲିପରଦାରେ ‘ସୁପରହିଟ୍‌’ ଏସବୁ ଫିଲ୍ମ, କାରଣ ବୁଝାପଡେନି

ବମ୍ବେ: ପ୍ରତିବର୍ଷ ଶହ ଶହ ଫିଲ୍ମ ପରଦାକୁ ଆସେ। ସେଥିରୁ କିଛି ସୁପରହିଟ୍‌ ହେବା ବେଳେ କିଛି ପାଲଟିଥାଏ ସୁପରଫ୍ଲପ୍‌। ହେଲେ ଏପରି କିଛି ହିନ୍ଦି...

କିନ୍ନର ଲୁକ୍‌ରେ ମିଲିନ୍ଦ: ଚମକାଇଲା ‘ପୌରାଶପୁର’ର ଟିଜର୍‌

ବମ୍ବେ: ରିଲିଜ ହୋଇଛି ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘ପୌରାଶପୁର’ର ଟିଜର। ଏଥିରେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ କିନ୍ନର ଭୂମିକାରେ ନଜର ଆସିଛନ୍ତି।...

ଭଉଣୀଙ୍କ ଜନ୍ମଦିନ ପାର୍ଟିରେ ରୋମାଣ୍ଟିକ୍‌ ହେଲେ ମଲାଇକା-ଅର୍ଜୁନ: ଫଟୋ ଭାଇରାଲ ପରେ…

ବମ୍ବେ: କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଖାଲି ବିବାହକୁ ଅପେକ୍ଷା। ଆମେ କହୁଛୁ ମଲାଇକା ଅରୋରାଙ୍କ କଥା। ସ୍ବାମୀ ଅରବାଜ୍‌ ଖାନ୍‌ଙ୍କୁ ଛାଡ଼ପତ୍ର ଦେବା...

ପ୍ରଶଂସକଙ୍କ ଦୁଃଖ ଦେଖି ଏମିତି କହିଲେ ସୁସ୍ମିତା

ଅଭିନେତ୍ରୀ ସୁସ୍ମିତା ସେନ ଅଭିନୟ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକ ସଂଖ୍ୟା ଅଧିକ।...

ପ୍ରିୟଙ୍କାଙ୍କ ଗୋଟିଏ ସ୍ବପ୍ନ ପୂରଣ ହେଲା, ବାକି ରହିଲା ଆଉ ଗୋଟିଏ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଥିଲେ, ମୋର ଦୁଇଟି ସ୍ବପ୍ନ ରହିଛି। ତାହା ପୂରଣ ହେଲେ ମୁଁ ସମସ୍ତଙ୍କୁ ଜଣାଇଦେବି। ସେଥିରୁ ଗୋଟିଏ...

ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି...

ଏହି ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଆସିଲା ସାମ୍ନାକୁ

ଛୋଟ ପରଦାରେ ନାଗିନ ଭାବେ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଫେବୃୟାରୀ ୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନୀତାଙ୍କ ସ୍ବାମୀ ରୋହିତ ରେଡ୍ଡି...

Advertisement
Archives

Model This Week