ଗୋଷ୍ଠୀ ସଂଘର୍ଷ, ୫ ଆହତ

ପାତ୍ରପୁର,୨୦ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଗୋପାଳପଲ୍ଲୀ ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି। ପୂର୍ବରୁ ଶ୍ରୀରାମ ନବମୀବେଳେ ଉଭୟ ଗୋଷ୍ଠୀ ଦର୍ଶନ ପାଇଁ ମାର୍‌ପିଟ ହୋଇ ୮ରୁ ଉର୍ଦ୍ଧ୍ୱ ଆହାତ ହୋଇଥିଲେ। ସୋମବାର ରାତିରେ କଥାକଟାକଟିକୁ ନେଇ ପୁଣି ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପୋଲିସ ପହଞ୍ଚତ୍ ୧୪ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଙ୍ଗୁଳା ଯାତ୍ରାରେ ଯୋଗ ନ ଦେବାକୁ ପରାମର୍ଶ: ସାମାଜିକ ଦୂରତା ରକ୍ଷା କରିବେ ପୂଜକ, ସେବାୟତ

ତାଳଚେର, ୪ା୪(ନି.ପ୍ର.)- ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ...

୨. ୮୦ ଲକ୍ଷ ଟଙ୍କାର ହିସାବ ଦେଇପାରିଲେନି ଆଇଆଇସି

ଏମ୍‌ଭି ୭୯,(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଳକ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ସେ ମୋଟୁରୁ ନିଜ ଘର କଟକ...

ତିନିଦିନ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୩।୧: ତିନିଦିନ ବ୍ୟବଧାନ ପରେ ସୋମବାର ଶ୍ରୀମନ୍ଦିର ଖୋଲିଛି। ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ...

ପଜିଟିଭ୍‌ ରିପୋର୍ଟ ଦେଖାଇବା ପରେ ଲୋକଙ୍କୁ ନିଅନ୍ତୁ

ପୁରୀ ଅଫିସ୍‌,୨୬।୭: ମହାମାରୀ କରୋନାକୁ ରୋକିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ପେଣ୍ଠକଟା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଓ୍ବାର୍ଡ ନଂ ୨୫, ୨୬,...

ହବିଷିଆଳି ଶିବିରରେ ଅଘଟଣ: ୩ ଗୁରୁତର

ପୁରୀ ଅଫିସ,୧୬।୧୦: ଶ୍ରୀକ୍ଷେତ୍ରରେ ଚାଲିଛି କାର୍ତ୍ତିକ ବ୍ରତ। ଏଠାରେ ଲକ୍ଷାଧିକ ଭକ୍ତ, ହବିଷିଆଳିଙ୍କ ସମାଗମ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଟୁରିଷ୍ଟ କମ୍ପ୍ଲେକ୍ସ, ପୌର କଲ୍ୟାଣ...

ବ୍ରହ୍ମପୁର ସରକାରୀ ସ୍ବତନ୍ତ୍ର ଆବାସରେ କରୋନା: ୪୫ ନାବାଳକ ପଜିଟିଭ ଚିହ୍ନଟ

ବ୍ରହ୍ମପୁର ଅଫିସ,୧।୮: ଗଞ୍ଜାମ ଜିଲାରେ ଜୁଲାଇ ମାସ ଶେଷ ବେଳକୁ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଭୟାଭୟ ସ୍ଥିତିରେ ରହିଛି। ଜିଲା ପାଇଁ ଜୁଲାଇ...

ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ହୋମଗାର୍ଡଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ଚରମ୍ପା ରିଜର୍‌ ପଡିଆରେ ଶୁକ୍ରବାର ତମ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଯୋଗଦେଇ...

୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅବକାରୀ ସାମଗ୍ରୀ ଜବତ

କଟକ ଅଫିସ,୨୬ା୩: ରାଜ୍ୟର ୧୦୬ ପୌର ପରିଷଦ ଓ ୩ ମହାନଗର ନିଗମ ଅଞ୍ଚଳରେ ନିର୍ବାଚନକୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ କରାଇବା ପାଇଁ ରାଜ୍ୟ ଅବକାରୀ...

Advertisement
Archives

Model This Week