Posted inଖେଳ

ଗୋଟିଏ ନିଷ୍ପତ୍ତି ବହୁ କ୍ରିକେଟରଙ୍କ କ୍ୟାରିୟର ଶେଷ କରିଦେଲା

ହରାରେ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେ କ୍ରିକେଟକୁ ସସ୍‌ପେଣ୍ଡ କରିଛି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ବାଓ୍ବେର ପ୍ରାୟ କ୍ରିକେଟରଙ୍କ କ୍ୟାରିୟରକୁ ଶେଷ କରି ଦେଇଛି। କ୍ରିକେଟର ସିକନ୍ଦର ରାଜା ଏ ସମ୍ପର୍କରେ ଟୁଇଟ୍‌ କରି କହିଛନ୍ତି, ଏଭଳି ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବି ବୋଲି ଚିନ୍ତା କରି ନ ଥିଲି। କେଉଁ ଭଳି ଏକ ନିଷ୍ପତ୍ତି ଗୋଟିଏ ଦଳକୁ ଅଜଣା କରିଦେଲା। ଏହାଦ୍ୱାରା ବହୁ କ୍ରିକେଟର ଓ ଲୋକ ରୋଜଗାର ହରାଇ ବସିଲେ, ଯାହାକି ବହୁ ପରିବାରକୁ ପ୍ରଭାବିତ କରିବ। ଏହା ବହୁ କ୍ରିକେଟରଙ୍କ କ୍ୟାରିୟରର ଶେଷ କରିଦେଇଛି ବୋଲି ରାଜା ଟୁଇଟ୍‌ କରିଛନ୍ତି। ସେହିଭଳି ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ଲେଖିଛନ୍ତି, ଜିମ୍ବାଓ୍ବେ କ୍ରିକେଟକୁ ସସ୍‌ପେଣ୍ଡ କରିବା ଆଇସିସିର ନିଷ୍ପତ୍ତି ହୃଦୟବିଦାରକ। ଆମକୁ କୌଣସି ସରକାରୀ ସହାୟତା ମିଳୁନାହିଁ। ବହୁ ଖେଳାଳି, ସପୋର୍ଟ ଷ୍ଟାଫ, ଗ୍ରାଉଣ୍ଡ ଷ୍ଟାଫ ବେକାରି ହୋଇଗଲେ। ଉଲ୍ଲେଖଥାଉ କି, ଦୁର୍ନୀତି ଅଭିଯୋଗ ଆସିବା ପରେ ଜିମ୍ବାଓ୍ବେ କ୍ରିକେଟର ସମସ୍ତ କର୍ମକର୍ତ୍ତାଙ୍କୁ ବହିଷ୍କୃତ କରିବା ସହ ଏକ ସରକାରୀ ଏଜେନ୍ସି ସ୍ପୋଟର୍‌ସ ଆଣ୍ଡ୍‌ ରିକ୍ରିଏଶନ କମିଟି (ଏସ୍‌ଆର୍‌ସି) ପରିଚାଳନା ଦାୟିତ୍ୱ ହାତକୁ ନେଇଛି। ଯାହାଫଳରେ ଦେଶ ଆଇସିସିର ଧାରା ୨.୪ (ସି) ଏବଂ ଡି’ର ଉଲ୍ଲଂଘନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଉମରାନ

ଗୁଆହାଟୀ,୧୧।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ଦଳ ଜିତିଛି। ଏହି ମ୍ୟାଚ୍‌ରେ ବିଜୟ ସହ ଭାରତ ତିନି...

ମାଲାମାଲ୍‌ ହେବାକୁ ଯାଉଛି ବିସିସିଆଇ!

ନୂଆଦିଲ୍ଲୀ,୬।୭: ବିସିସିଆଇ ୨୦୨୨ ପାଇଁ ବଡ ପ୍ରସ୍ତୁତି କରୁଛି। ଆସନ୍ତା ସିଜିନରୁ ଦୁଇଟି ନୂତନ ଦଳ ଆଇପିଏଲ୍‌ରେ ଅନ୍ତର୍ଭୂକ୍ତ କରାଯିବ। ଏହାର ଟେଣ୍ଡର ଶୀଘ୍ର ବାହାରିବାକୁ...

ନେସନ୍ସ କପ୍‌: ଚାଇନା ଅଗ୍ରଣୀ

ଚେନ୍ନାଇ, ୭ା୫: ଫିଡେ ଚେସ୍‌ ଅନ୍‌ଲାଇନ୍‌ ନେସନ୍ସ କପ୍‌ର ପ୍ରଥମ ଦିବସ ଶେଷସୁଦ୍ଧା ଚାଇନା ଅଗ୍ରଣୀଲାଭ କରିଛି । ଚାଇନା ଏକମାତ୍ର ଦଳଭାବେ ପ୍ରଥମ ଦିବସର...

ସେମିଫାଇନାଲରେ ଭାରତ

ସିଲହଟ,୧୦।୧୦: ମହିଳା ଏସିଆ କପ୍‌ର ଏକ ମ୍ୟାଚ୍‌ରେ ଭାରତ ଥାଇଲାଣ୍ଡକୁ ନଅ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ଦଳ ଭାରତ ସମ୍ମୁଖରେ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଜିମ୍ବାଓ୍ବେର ଧିମା ବ୍ୟାଟିଂ

ହରାରେ,୨୦।୮: ହରାରେ ସ୍ପୋର୍ଟସ କ୍ଲବରେ ଶନିବାର ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ...

୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ : ନିଖିଲ ଚାମ୍ପିୟନ, ବିକାଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୬(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା, ବାହାର ରାଜ୍ୟ ଏବଂ...

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶ୍‌ବୀ

କାଡପା (ଆନ୍ଧ୍ର ପ୍ରଦେଶ),୨୬ା୨-ସ୍ଥାନୀୟ କେଏସ୍‌ଆର୍‌ଏମ୍‌ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଅରୁଣାଚଳ ପ୍ରଦେଶ ବିପକ୍ଷ ୧୯ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ ଟ୍ରଫିର ଏକ ମ୍ୟାଚରେ ଚଣ୍ଡିଗଡ...

ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ପଜିଟିଭ ହେଲେ ଏହି ଖେଳାଳି

କଲମ୍ବୋ, ୫।୧: ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲି ଦଳ ସହ ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ଟେଷ୍ଟ ହେବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆଗାମୀ...

Advertisement
Archives

Model This Week